Below header

ସାବତ ବାପାର ପାପ, ଏମିତି କୁକର୍ମ କରୁଥିଲା ଯାହାକୁ ଶୁଣିବା ମାତ୍ରେ କାନରେ ହାତ ଦେଇଦେବେ

ବାପା । ଯାହାର ତୁଳନା ଆକାଶ ସହ କରାଯାଇଛି। ଯିଏ ସନ୍ତାନକୁ ଶିକ୍ଷିତ କରିବାକୁ ଯାଇ ନିଜର ସବୁ କିଛି ଉତ୍ସର୍ଗ କରିଦଏ। ନିଜ ରକ୍ତରୁ ଜନ୍ମିତ ସନ୍ତାନକୁ ମଣିଷ ପରି ମଣିଷଟିଏ କରିବା ପାଇଁ ଅହରହ ବାପା ହିଁ ବ୍ୟଗ୍ର ଥାଏ । ବିଶେଷ କରି ପୁଅ ଅପକ୍ଷୋ ଝିଅଟିର ବେଶି ଯତ୍ନ ନିଏ ବାପା। ହେଲେ…

ଦେଖନ୍ତୁ ପାକିସ୍ତାନ ଆତଙ୍କବାଦୀଙ୍କ ନିହତ ଭିଡିଓ, ଅନୁପ୍ରବେଶ ବେଳେ ଭାରତୀୟ  ସେନା କରିଥିଲା ଗୁଳିବର୍ଷା

ପ୍ରକୃତି ଛାଡୁନାହିଁ ପାକିସ୍ତାନ। କମ୍ମୁ କଶ୍ମୀରର କୁପୱାଡା କେରନ ସେକ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ  ବଳ ପୂର୍ବକୁ ପଶିବାକୁ ଉଦ୍ୟମ  କରୁଥିଲେ। ଏହି ସମୟରେ ଭାରତୀୟ ସେନାର ଗୁଳି ବର୍ଷାରେ ସମସ୍ତେ ନିହତ ହେଇଥିବାର  ସୂଚନା ମିଳିଛି।  ସୋମବାର ଦିନ ଏକ ଜାତୀୟ ଗଣମାଧ୍ୟମ ଏମାନଙ୍କର ଭିଡିଓ…

୨୦୨୦ ଟୋକିୟୋ ଅଲିମ୍ପିକ୍ସରେ ଖରା ସାଜିପାରେ ବାଧକ, ତେଣୁ ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ

ମୁଣ୍ଡ ବିନ୍ଧାର କାରଣ ସାଜିପାରେ ଗରମ । ଷ୍ଟାଡିୟମର ଦର୍ଶକଙ୍କ ଉପରେ ସ୍ପ୍ରେ କରାଯିବ ନକଲି ବରଫ । ୨୦୨୦ରେ ଟୋକିଓରେ ଆୟୋଜିତ ହେବାକୁ ଯାଉଛି କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ । ଜୁଲାଇ- ଅଗଷ୍ଟ ମାସ ବେଳକୁ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ । ବଡ଼ କଥା ଏହା ହେଉଛି ସେହି ସମୟ ଯେବେ ଟୋକିୟୋରେ…

ଭଙ୍ଗା କୁଡିଆରେ ଦେଖୁଥିଲେ ଜହ୍ନ, ଏବେ  ଜହ୍ନକୁ ପଠାଇଲେ ଚନ୍ଦ୍ରଯାନ , ଜାଣନ୍ତୁ କେ. ଶିବନଙ୍କ ସଂଘର୍ଷର କାହାଣୀ

ଜୁଲାଇ ୨୨ରେ ସାରା ବିଶ୍ବକୁ ଆଚମ୍ବିତ କରି ଭାରତ ରଚିଥିଲା ଇତିହାସ। ପ୍ରଥମଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ  ଅଞ୍ଚଳରେ ଚନ୍ଦ୍ରଯାନ-୨ ପଠାଇ ଇସ୍ରୋ  ସାଉଣ୍ଟିଥିଲା ଅନେକ ପ୍ରଶଂସା। ଯହାର ନେତୃତ୍ୱ ନେଇଥିଲେ ଇସ୍ରୋର ମୁଖିଆ କେ. ଶିବନ୍।  ହେଲେ  ଏତେ ବଡ ମିଶନକୁ ପରିଚାଳିତ କରୁଥିବା ଶିବନଙ୍କ…

ବିନା ହେଲମେଟର ଯାଉଥିଲେ ପୋଲିସ ବାବୁ,  ରାସ୍ତା ମଝିରେ ଯୁବକ କାଟିଲେ ଚାଲଣ, ପରେ କଣ ହେଲା ଦେଖନ୍ତୁ ଭିଡିଓ

ବିହାର: ନୂଆ ଟ୍ରାଫିକ ନିୟମକୁ ନେଇ ସାରାଦେଶର ଲୋକଙ୍କ ମନରେ ଏକ ଅସନ୍ତୋଷ ଦେଖିବାକୁ ମିଳିଥିବା  ବେଳେ ବିହାରର ବିକ୍ସର ଅଞ୍ଚଳରେ ଏକ ଆଶର୍ଯ୍ୟର ଘଟଣା ଦେଖିବାକୁ ମିଳିଛି।  ଜଣେ ଯୁବକ ଚାଳଣ କାଟିବାକୁ ନେଇ ପୋଲିସ ସହ ହଙ୍ଗାମା କରି ଦେଇଛନ୍ତି।  ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗୁରୁଜନଙ୍କ ସମ୍ମାନ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବୃଷ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଧୈର୍ଯ୍ୟର ସହ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ ।…

ଆଶା ଛାଡ଼ି ନାହାନ୍ତି ଇସ୍ରୋ ବୈଜ୍ଞାନିକ, ଆସନ୍ତା ୭ ବର୍ଷ ପାଇଁ କାମ କରିବ ଅର୍ବିଟର୍‌

ମିଶନ୍‌ ଚନ୍ଦ୍ରାୟନ-୨ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ପ୍ରତିଶତ ସଫଳ ହୋଇଛି। ଯଦିଓ ଚନ୍ଦ୍ରରେ ପାଦ ଥାପିବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, କିନ୍ତୁ ଆଶା ଛାଡ଼ି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରାୟନ-୨ ସହିତ ଯାଇଥିବା ଅର୍ବିଟର୍‌ ନିଜ କକ୍ଷପଥରେ ଅବସ୍ଥାପିତ…

ମିଶନ ଚନ୍ଦ୍ରଯାନ ପାଇଁ ଛୁଟୁଛି ପ୍ରଶଂସାର ସୁଅ, ଜାତୀୟ ଗଣମାଧ୍ୟମରେ ପାଲଟିଲା ଶିରୋନାମା

ମିଶନ ଚନ୍ଦ୍ରଯାନକୁ ସଫଳ ମିଳି ନଥିଲେ ମଧ୍ୟ ଇସ୍ରୋକୁ ସମଗ୍ର ଭାରତରୁ ଅନେକ ପ୍ରଶଂସା ମିଳିଛ। କାରଣ ବୈଜ୍ଞାନିକ ମାନଙ୍କ ଅଦମ୍ୟ ସାହାସ ଓ ସାମର୍ଥ୍ୟର ପରାକାଷ୍ଠା ଯେଉଁଭଳି ଭାବରେ ଚନ୍ଦ୍ରଯାନ-୨ର ପରୀକ୍ଷଣରେ ଦେଖିବାକୁ ମିଳିଲା ତାହା ବିଶ୍ବ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ପାଖାପାଖି ଦେଢ…

ଭୁବନେଶ୍ୱର: ମଣିଷ ପଣିଆ ଦେଖାଇଲେ ଟ୍ରାଫିକ୍‌ କନେଷ୍ଟବଳ, ଦିବ୍ୟାଙ୍ଗଙ୍କୁ କୋଳରେ ବୋହି କଲେ ରୋଡପାର

ଭୁବନେଶ୍ୱର(କେନ୍ୟୁଜ୍‌): ଦିନକୁ ଦିନ ପୋଲିସ ଉପରେ ଲୋକଙ୍କ ଆସ୍ଥା ଯେତିକି ଉଠିବାରେ ଲାଗୁଛି, ସେତିକି ପୋଲିସ ବିଭାଗର କିଛି କର୍ମଚାରୀଙ୍କ ମହାନତା ପଦାକୁ ଆସିବାରେ ଲାଗିଛି। ପ୍ରତିଦିନ ଏମିତି କିଛି ଘଟଣା ଖବର କାଗଜରେ ପ୍ରକାଶିତ ହେଉଛି। କିଛି ଦିନ ତଳେ ଦୁଇ ଟ୍ରାଫିକ୍‌ କନେଷ୍ଟବଳ ମଦ ପିଇ…

ନରେନ୍ଦ୍ର ମୋଦିଙ୍କୁ ସାପ କାମୁଡାଇ ମାରିବେ ପାକିସ୍ତାନର ଗାୟିକା, ସୋସିଆଲ ମିଡିଆରେ ଦେଲେ ଧମକ

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ପାକିସ୍ତାନ ବିରୋଧ ଜାରି ରଖିଛି। ଏଥିରେ ପାକିସ୍ତାନର କଳାକାର ମଧ୍ୟ ସାମିଲ ହୋଇଛନ୍ତି। ପାକିସ୍ତାନର ଜଣେ ଗାୟିକା ତଥା ଅଭିନେତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଗାୟିକା ଜଣଙ୍କ ଏ ସଂପର୍କିତ ଭିଡିଓ ପୋଷ୍ଟ…

ଅଟୋମୋବାଇଲ କ୍ଷେତ୍ର ଉପରେ ମାନ୍ଦାବସ୍ଥାର ପ୍ରଭାବ, ଆସନ୍ତା ୭ ଓ ୯ ତାରିଖରେ ଉତ୍ପାଦ ବନ୍ଦ ରଖିବ ମାରୁତି ସୁଜୁକି…

। ଦକ୍ଷିଣ ଦିଲ୍ଲୀର ଗୋରେଗାଓଁ ମାନେସର ଠାରେ ଥିବା ମାରୁତି ସୁଜୁକି ପ୍ଲାଣ୍ଟ ଆସନ୍ତା ୭ ଓ ୯ ତାରିଖରେ ଉତ୍ପାଦନ ବନ୍ଦ ରଖିବ। ଏହି ଦୁଇ ଦିନ ନୋ ପ୍ରଡକ୍‌ସନ ଡେ ଭାବେ ପାଳନ କରିବ କମ୍ପାନୀ। ଏ ନେଇ ଆଜି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଚକୁ ମଧ୍ୟ ସୂଚନା ଦେଇଛି…

କ୍ଷୀର ମଲ୍ୟ ହେବ ଶସ୍ତା, ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ନାଗପୁରରେ ମଦର ଡାଏରୀର କାର୍ଯ୍ୟକ୍ରମରେ  ଯୋଗ ଦେଇ ମନ୍ତ୍ରୀ କହିଛନ୍ତି କି ସେ  ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ। ଯେଉଁଥିରେ  ନୂତନ ଜ୍ଞାନ କୌଶଳର ବ୍ୟବହାର କରି  କେବଳ ବାଛୁରୀ ଜନ୍ମ କରାଯିବ।ଯାହାଦ୍ବାରା ଗୋ ଚାଲାଣ…