Below header

ପାକିସ୍ତାନୀ ସମର୍ଥକଙ୍କୁ ଚୁପ୍‌ କରାଇ ଦେଲେ ଏହି ଭାରତୀୟ ମହିଳା, ଦେଖନ୍ତୁ ଭିଡିଓ

ଦକ୍ଷିଣ କୋରିଆରେ ପାକିସ୍ତାନ ସମର୍ଥକଙ୍କ ବିଜେପି ନେତ୍ରୀ ମୁହାଁମୁହିଁ। ସିଓଲରେ ମୋଦି ଓ ଭାରତ ବିରୋଧରେ ପାକିସ୍ତାନ ସମର୍ଥକମାନେ ନାରା ଦେଉଥିବା ବେଳେ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ ବିଜେପି ନେତ୍ରୀ ସାଜିଆ ଇଲ୍‌ମୀ। ଗତ ଶୁକ୍ରବାର ଦିନ ଘଟଣା ଘଟିଥିଲା। ୟୁନାଇଟେଡ୍‌ ପିସ୍‌ ଫେଡେରେସନ୍‌ କନ୍‌ଫରେନ୍‌ସରେ ଯୋଗ ଦେବାକୁ ସିଓଲ ଯାଇଥିଲେ ସାଜିଆ । କନଫରେନ୍‌ସ ସରିବା ପରେ ସେ ଓ ଅନ୍ୟ ଦୁଇ ଜଣ ନେତାଙ୍କ ସହ ଭାରତୀୟ ଦୂତାବାସକୁ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.