Below header

ଜାଣନ୍ତୁ ଏମତି ଏକ ସମାଧି ସ୍ଥଳ ଯେଉଁଠି ସିଗାରେଟ୍‌ ଦେଲେ, ମିଳିଯାଏ ହଜି ଯାଇଥିବା ପ୍ରେମ

ଭାରତ ଏମିତି ଏକ ଦେଶ ଯେଉଁଠି ଲେକମାନେ ନିଜ ଆରାଧ୍ୟଙ୍କ ଆଶିଷ ଲଭିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଚଢାନ୍ତି । ହେଲେ କେହି ଯଦି ଭୋଗ ବଦଳରେ ନିଜ ଆରାଧ୍ୟଙ୍କୁ ସିଗାରେଟ ଦିଏ ତେବେ ଆପଣଙ୍କ ମନରେ ଏକ ଅଜବ ଭାବନା ସୃଷ୍ଟି ହେବ ନିଶ୍ଚୟ । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହଁ ।…

ମୋଦି ଜିତିଲେ ପାକିସ୍ତାନ ଭାରତରେ ଦଙ୍ଗା କରିବ :କେଜିରଓ୍ଵାଲ ! ଜାଣନ୍ତୁ କାହିଁକି କହିଲେ ଏମିତି ?

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେର୍ଜୀଓ୍ଵାଲ ମୋଦିଙ୍କୁ ଟାର୍ଗେଟ କରି ଏକ ଟ୍ଵିଟରେ କହିଛନ୍ତି  ମୋଦି ଆଉ ପାଞ୍ଚ ବର୍ଷ ଶାସନକୁ ଆସିଲେ ପାକିସ୍ଥାନ ଭାରତରେ ଆତଙ୍କ କରିବ  । ସେଥିପାଇଁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଖୋଲା ଖୋଲି ଭାବେ ମୋଦୀଙ୍କୁ ଚଳିତ ନିର୍ବାଚନରେ ସାହାର୍ଯ୍ୟ କରୁଛନ୍ତି ।…

ଜାଣନ୍ତୁ ଭୋଟ ଦେବା ପରେ କଣ କହିଲେ ଦୁନିଆର ସବୁଠାରୁ ଗେଡା ମହିଳା ।

ନୁଆଦୀଲ୍ଲୀ: ଚଳିତ ନିର୍ବାଚନାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନେକ ବର୍ଗର ଲୋକ ଭେଟ ଦେବାକୁ ବୁଥରେ ପହଞ୍ଚି ଥିଲେ । ଏହି ଅବସରରେ ଗିନିଜ ବୁକ ଅଫ ଓ୍ଵାଲ୍ଡ୍‌ର୍ରେ ରେକର୍ଡ କରିଥିବା ଦୁନିଆର ସବୁଠାରୁ କ୍ଷୁଦ୍ର ମହିଳା ଜ୍ୟୋତି ଆମଙ୍ଗେ ବୁଥରେ ମତଦେବା ପଇଁ ପହଞ୍ଚିଥିଲେ ଓ ନାଗପୁରର ଲେକସଭା…

ଲେକାତନ୍ତ୍ରର ପର୍ବରେ ସାମିଲ ହେବା ପାଇଁ ବେଦୀ ଛାଡି ବୁଥରେ ପହଞ୍ଚିଲେ ବର, ଆଉ ଦେଲେ ଏମିତି ବାର୍ତ୍ତା

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସରା ଦେଶରେ ଭୋଟର ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଏକ ଅଦ୍ଭୁତପୁର୍ବ ଉତ୍ସାହ । ସବୁ ବର୍ଗର ବ୍ୟକ୍ତିବିଶେଷ ଏହି ଭୋଟ ଦାନ ଉତ୍ସବରେ ସାମିଲ ହେବା ପାଇଁ ଆଗ୍ରହ ସହକାରେ ଅପେକ୍ଷା କରି ରହିଥିବାର ଦେଖା ଯାଇଥିଲା ।  ବିଶେଷ କରି ନୂଆ ପିଢ଼ିର ଭୋଟର ଏହାକୁ ବେଶ…

ହାତୀ ଚିହ୍ନରେ ଟିପିଲେ ଭୋଟ ଯାଉଛି ପଦ୍ମକୁ ! ଏଭଳି ଅଭିଯୋଗ ଆଣିଲା ବସପା ?

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୧୯ ପାଇଁ ପାଶ୍ଚିମ ଉତ୍ତର ପ୍ରଦେଶର ୮ଟି ଲୋକସଭା ଆସନରେ ମତଦାନ ଚାଲୁଥିଲା । କିନ୍ତୁ ଏଠାରେ ଇଭିଏମରେ ତ୍ରୁଟି ଥିବାର ଅଭିଯୋଗ ଆଣି ବହୁଜନ ସମାଜ ବାଦୀ ପାର୍ଟି ବାବସପା । ଦଳ ନିର୍ବାଚନ କମିଶନ୍‌ଙ୍କ ଦ୍ୱାରସ୍ଥ ହେଇଛି । ବିଜନୈରର କୌଶଳି ମତଦାନ କେନ୍ଦ୍ରରେ…

ସାବଧାନ ହୋମିଓପାଥିକ ଔଷଧ ମଧ୍ୟ କରିପାରେ କ୍ଷତି ! ଏହି ସବୁ କଥାକୁ ଧ୍ୟାନ ଦିଅନ୍ତୁ

ଶରୀରରେ କେମିକାଲ ପ୍ରଭାବ ରୋକିବାକୁ ବହୁତସାରା ଲୋକ ହୋମିଓପାଥିକ ଔଷଧକୁ ପ୍ରାକୃତିକ ବିକଳ୍ପ ରୂପେ ବ୍ୟବହାର କରିଥାନ୍ତି । କିନ୍ତୁ ବାସ୍ତବରେ ଏହି ମେଡିସିନରେ କିଛି ସାଇଡ ଇଫେକ୍ଟ ମଧ୍ୟ ଅଛି ,ଯାହା ଆପଣ ଜାଣିନଥିବେ।ଏହି ହୋମିଓପାଥିକ ଚିକିତ୍ସାରେ ଖାଇବା ପିଇବାରେ ବହୁତ ସାରା ପ୍ରତିବନ୍ଧକ…

ଶିଖ୍‌ ଡ୍ରାଇଭରଙ୍କ ଦାଢିରେ ପୋଲିସ ମାରିଲେ ହାତ, ଖଣ୍ଡା ଉଠାଇଲେ ଡ୍ରାଇଭର : ଜାଣନ୍ତୁ କାହଁକି ?

ଉତ୍ତରପ୍ରଦେଶର ଶାମଲି ମୁଜ୍ଜାଫରନଗର ବର୍ଡର ନିକଟସ୍ଥ କେତାବଲି ଗାଁ ନିକଟରେ ଏକ ଟ୍ରକ ଡ୍ରଇଭର ପୋଲିସ ଉପରକୁ ଖଣ୍ଡା ଉଠେଇ ମାରିବା ଧମକ ଦେଇଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେଇଯିବେ । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓରେ ଶିଖ୍‌ ଡ୍ରାଇଭରଙ୍କ ଏହି କାରନାମା…

ଜାଣନ୍ତି କି ପତିବର୍ଷ ବ୍ରିଟେନ ଅଧିବାସୀ ୭୨ କୋଟି ଅଣ୍ଡା ଫୋପାଡି ଦିଅନ୍ତି ! ହେଲେ କାହିଁକି ?

ନୂଆଦିଲ୍ଳୀ: ଏକ ରିସର୍ଚରୁ ଜଣା ପଡିଛି ବ୍ରିଟେନର ଅଧିବାସୀ ମାନେ ଗୋଟେ ବର୍ଷ ଭିତରେ ୭୨ କୋଟି ଅଣ୍ଡାକୁ ନଷ୍ଟ କରିଦିଅନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୨୦୦୮ ମସିହାର ଏହା ତିନି ଗୁଣା ହୋଇଥିଲା,ଯେତେବେଳେ ୧୩୯ ମିଲିୟନ ପଉଣ୍ଡର ଅଣ୍ଡା ଫୋପଡା ଯାଇଥିଲା । ବ୍ରିଟସି ଏଗ…

କେବେ ଦେଖିନଥିବେ ଏପରି ରହସ୍ୟମୟ ପାନିଆ, ଯାହା ବିଷୟରେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ମାନେ ସାଧାରଣ ପାନିଆ ତ ଦେଖିଥିବେ । ଆଉ ବହୁତ ସାରା ଲୋକମାନେ ମଧ୍ୟ ଏହାକୁ ପକେଟରେ ପୁରାଇ ରଖୁଥିବାର ଆପଣମାନେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପାନିଆ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ପାନିଆ ସାଧାରଣ ପାନିଆ ଠାରୁ…

ମାଓବାଦୀଙ୍କ ଉଦ୍ୟମକୁ ପଣ୍ଡ କଲା ଗଜପତି ପୋଲିସ ! ଉଦ୍ଧାର କଲା ଦୁଇଟି ଅଫୁଟା ଲ୍ୟାଣ୍ଡମାଇନ

ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକ ଗ୍ରାମ ନିକଟରେ ଦୁଇଟି ଲ୍ୟାଣ୍ଡ ମାଇନ ଉଦ୍ଧାର କରିଛି ଗଜପତି ଜିଲ୍ଲା ପୋଲିସ ।ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମାଓବାଦୀ ମାନେ ଷଡଯନ୍ତ୍ର କରି ଲ୍ୟାଣ୍ଡମାଇନକୁ ପୋଲ ତଳେ ଖଞ୍ଜିଥବା ଜଣା ପଡିଛି । ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ କହିବା ମୁତାବକ…

କାହିଁକି ଚନ୍ଦ୍ରରୁ ନାସା ଆଣିବାକୁ ଯାଉଛି ୫୦ ବର୍ଷ ତଳେ ପାଦ ରଖିଥିବା ମାହାକାଶଚାରୀଙ୍କ ୯୬ ମଳମୂତ୍ର ବ୍ୟାଗ ?…

ପଚାଶ ବର୍ଷ ପୁର୍ବେ ଯେତେବେଳେ ମଣିଷ ଚନ୍ଦ୍ର ଉପରେ ପାଦ ଥାପିଥିଲା ସେତେବେଳେ ସେ ବିଶେଷ ବୈଜ୍ଞାନିକ ତଥ୍ୟ ରୂପେ  ସେଠାର ପଥର ଓ ମାଟି ଆଣିଥିଲା । କିନ୍ତୁ ସେତେବେଳେ ସେ ବହୁତ କିଛି ଜିନିଷ ସେଠାରେ ଛାଡି ଆସିଥିଲା । ଯେଉଁଥିରେ ନିଲ ଆର୍ମଷ୍ଟ୍ରଙ୍ଗଙ୍କ ଫୁଟ ପ୍ରିଣ୍ଟ, ଗୋଟେ ଆମେରିକାର ପତକା…

କଂଗ୍ରେସ ଟିକେଟ ବଣ୍ଟନକୁ ନେଇ ବିବାଦ, ଗୋଟିଏ ଆସନ ପାଇଁ ଦୁଇ ଜଣ ଦାଖଲ କଲେ ନାମାଙ୍କନ

ଯାଜପୁର : ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ,କିନ୍ତୁ ତୁଟିଲା ନାହିଁ କଂଗ୍ରେସର ଟିକେଟ କଳି । ଯାଜପୁର ଜିଲ୍ଲାରେ କଂଗ୍ରେସ ଟିକେଟ ବଂଟନକୁ ନେଇ ଦେଖାଦେଇଛି ବିବାଦ । ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରଥମେ ସ୍ମୃତିରେଖା ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି କଂଗ୍ରେସ ନେତା…