କେବେ ଦେଖିନଥିବେ ଏପରି ରହସ୍ୟମୟ ପାନିଆ, ଯାହା ବିଷୟରେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ମାନେ ସାଧାରଣ ପାନିଆ ତ ଦେଖିଥିବେ । ଆଉ ବହୁତ ସାରା ଲୋକମାନେ ମଧ୍ୟ ଏହାକୁ ପକେଟରେ ପୁରାଇ ରଖୁଥିବାର ଆପଣମାନେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପାନିଆ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ପାନିଆ ସାଧାରଣ ପାନିଆ ଠାରୁ ସମ୍ପୂର୍ଣ୍ଣ ଅଲାଗା । ଏଥିପାଇଁ ଏହି ପାନିଆ ଦନୁଆରେ ଏମିତି ଏକ ପାନିଆ ହୋଇଯାଇଛି ଯାହା ପଛରେ ଏକ ରାଜ୍‌ ଲୁଚିକି ଅଛି । ଏହି ପାନିଆର ବିଶେଷତ୍ୱ ହେଉଛି ଏହାର ସାଇଜ ସାଧାରଣ ପାନିଆ ଅପେକ୍ଷା ବହୁତ ଅଲଗା ଅଟେ ।

ଖବର ମୁତାବକ ଚିନ୍‌ର ଚାଙ୍ଗସା ସହରର ଦୁଇଜଣ ଟ୍ୟାଲେଣ୍ଟଡ ଡିଜାଇନର ମିଶି ଏହାକୁ ତିଆରୀ କରିଛନ୍ତି ।ଏହା ସହତି ଏକ ବଡ କଂଇଚି ମଧ୍ୟ ତିଆରୀ କରିଛନ୍ତି । ଆଉ ଏହାକୁ ରୋଡ ଉପରେ ର୍‌ଖି ଚୁଟି କାଟିବା ଦୋକାନ ଖୋଲିଛନ୍ତି । ଏହାକୁ ଦେଖିବାକୁ ଦୁରଦୁରାନ୍ତରୁ ଲୋକ ଦେଖିବାକୁ ଆସୁଛନ୍ତି । ହେୟାର ଷ୍ଟାଇଲ ସର୍ଭିସର ନାମରେ ଚୁଟି କାଟୁଥିବା ହେୟାର ଷ୍ଟଇଲସିଙ୍କୁ ପ୍ରଥମେ ପଥମେ ଲୋକମାନେ ନିନ୍ଦା କରଥିଲେ । କିନ୍ତୁ ଜଣେ ସାହାସୀ ଯୁବତୀ ଆଗକୁ ଆସି ଏହି ପାନିଆ ଓ କଂଇଚି ସାହାର୍ଯ୍ୟରେ ଚୁଟି କାଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.