Below header

ଓଟି ଟେବୁଲ ସ୍ୱଚ୍ଛ ନଥିବାରୁ ଅଭିଯୋଗ କଲେ ରୋଗୀ, କିନ୍ତୁ ଡାକ୍ତର କଲେ ନାହିଁ ଅପରେସନ

ରାଞ୍ଚିର ରିମସ୍ ବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ଜଣେ ରୋଗୀ ଏହାର ଭିଡିଓ ଭାଇରାଲ କରିଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ହସ୍ପିଟାଲରେ ଆଦୌ ସ୍ୱଚ୍ଛତା ନାହିଁ । ବ୍ୟବସ୍ଥା ମଧ୍ୟ ଶୋଚନୀୟ ହୋଇ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଲେ ଯେଉଁମାନଙ୍କ ପାଖରେ ଖାଇବାକୁ ନଥାଏ ସେମାନେ ସେନାରେ ଯୋଗ ଦିଅନ୍ତି ! ଜାଣନ୍ତୁ ସତ କଣ…

କର୍ଣ୍ଣଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାର ସ୍ବାମୀଙ୍କ ଏକ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁମାର ସ୍ବାମୀ କହିଛନ୍ତି ଯେଉଁମାନଙ୍କ ପାଖରେ ଖାଇବାକୁ ନାହିଁ ସେମାନେ ସେନାରେ ଯୋଗ ଦିଅନ୍ତି । କୁମାରସ୍ବାମୀ ଏହାକୁ କନ୍ନଡ ଭାଷାରେ କହୁଥିବାର ଦେଖିବାକୁ ମିଳିଛି ।…

ଗୁଗୁଲ ଡୁଓ ଆଣିଲା ଡାଟା ସେଭିଙ୍ଗ ସୁବିଧା, ଜାଣନ୍ତୁ କଣ ରହିଛି ଫିଚର

ଭିଡିଓ କଲିଙ୍ଗ ର ସୁବିଧା ଦେଉଥିବା ଗୁଗୁଲ ଡୁଓ ଏବେ ଡାଟା ସେଭିଙ୍ଗ ଫିଚର ଜାରୀ କରିଛି । ବର୍ତ୍ତମାନ ଏହି ଫିଚର କିଛି ଆଣ୍ଡ୍ରଏଡ ୟୁଜରଙ୍କ ପାଖରେ ପହଞ୍ଚିଛି । ଏହି ମୋଡ୍କୁ ମୋବାଇଲରେ ସେଟିଙ୍ଗସକୁ ଯାଇ ଆକ୍ସେସ କରାଯାଇ ପାରିବ ଓ ଟଗଲକୁ ଟ୍ୟାପ କରି ବଦଳା ଯାଇ ପାରିବ । ଡାଟା ସେଭିଙ୍ଗ…

ଜାଣନ୍ତୁ ଏମତି ଏକ ସମାଧି ସ୍ଥଳ ଯେଉଁଠି ସିଗାରେଟ୍‌ ଦେଲେ, ମିଳିଯାଏ ହଜି ଯାଇଥିବା ପ୍ରେମ

ଭାରତ ଏମିତି ଏକ ଦେଶ ଯେଉଁଠି ଲେକମାନେ ନିଜ ଆରାଧ୍ୟଙ୍କ ଆଶିଷ ଲଭିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଚଢାନ୍ତି । ହେଲେ କେହି ଯଦି ଭୋଗ ବଦଳରେ ନିଜ ଆରାଧ୍ୟଙ୍କୁ ସିଗାରେଟ ଦିଏ ତେବେ ଆପଣଙ୍କ ମନରେ ଏକ ଅଜବ ଭାବନା ସୃଷ୍ଟି ହେବ ନିଶ୍ଚୟ । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହଁ ।…

ମୋଦି ଜିତିଲେ ପାକିସ୍ତାନ ଭାରତରେ ଦଙ୍ଗା କରିବ :କେଜିରଓ୍ଵାଲ ! ଜାଣନ୍ତୁ କାହିଁକି କହିଲେ ଏମିତି ?

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେର୍ଜୀଓ୍ଵାଲ ମୋଦିଙ୍କୁ ଟାର୍ଗେଟ କରି ଏକ ଟ୍ଵିଟରେ କହିଛନ୍ତି  ମୋଦି ଆଉ ପାଞ୍ଚ ବର୍ଷ ଶାସନକୁ ଆସିଲେ ପାକିସ୍ଥାନ ଭାରତରେ ଆତଙ୍କ କରିବ  । ସେଥିପାଇଁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଖୋଲା ଖୋଲି ଭାବେ ମୋଦୀଙ୍କୁ ଚଳିତ ନିର୍ବାଚନରେ ସାହାର୍ଯ୍ୟ କରୁଛନ୍ତି ।…

ଜାଣନ୍ତୁ ଭୋଟ ଦେବା ପରେ କଣ କହିଲେ ଦୁନିଆର ସବୁଠାରୁ ଗେଡା ମହିଳା ।

ନୁଆଦୀଲ୍ଲୀ: ଚଳିତ ନିର୍ବାଚନାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନେକ ବର୍ଗର ଲୋକ ଭେଟ ଦେବାକୁ ବୁଥରେ ପହଞ୍ଚି ଥିଲେ । ଏହି ଅବସରରେ ଗିନିଜ ବୁକ ଅଫ ଓ୍ଵାଲ୍ଡ୍‌ର୍ରେ ରେକର୍ଡ କରିଥିବା ଦୁନିଆର ସବୁଠାରୁ କ୍ଷୁଦ୍ର ମହିଳା ଜ୍ୟୋତି ଆମଙ୍ଗେ ବୁଥରେ ମତଦେବା ପଇଁ ପହଞ୍ଚିଥିଲେ ଓ ନାଗପୁରର ଲେକସଭା…

ଲେକାତନ୍ତ୍ରର ପର୍ବରେ ସାମିଲ ହେବା ପାଇଁ ବେଦୀ ଛାଡି ବୁଥରେ ପହଞ୍ଚିଲେ ବର, ଆଉ ଦେଲେ ଏମିତି ବାର୍ତ୍ତା

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସରା ଦେଶରେ ଭୋଟର ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଏକ ଅଦ୍ଭୁତପୁର୍ବ ଉତ୍ସାହ । ସବୁ ବର୍ଗର ବ୍ୟକ୍ତିବିଶେଷ ଏହି ଭୋଟ ଦାନ ଉତ୍ସବରେ ସାମିଲ ହେବା ପାଇଁ ଆଗ୍ରହ ସହକାରେ ଅପେକ୍ଷା କରି ରହିଥିବାର ଦେଖା ଯାଇଥିଲା ।  ବିଶେଷ କରି ନୂଆ ପିଢ଼ିର ଭୋଟର ଏହାକୁ ବେଶ…

ହାତୀ ଚିହ୍ନରେ ଟିପିଲେ ଭୋଟ ଯାଉଛି ପଦ୍ମକୁ ! ଏଭଳି ଅଭିଯୋଗ ଆଣିଲା ବସପା ?

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୧୯ ପାଇଁ ପାଶ୍ଚିମ ଉତ୍ତର ପ୍ରଦେଶର ୮ଟି ଲୋକସଭା ଆସନରେ ମତଦାନ ଚାଲୁଥିଲା । କିନ୍ତୁ ଏଠାରେ ଇଭିଏମରେ ତ୍ରୁଟି ଥିବାର ଅଭିଯୋଗ ଆଣି ବହୁଜନ ସମାଜ ବାଦୀ ପାର୍ଟି ବାବସପା । ଦଳ ନିର୍ବାଚନ କମିଶନ୍‌ଙ୍କ ଦ୍ୱାରସ୍ଥ ହେଇଛି । ବିଜନୈରର କୌଶଳି ମତଦାନ କେନ୍ଦ୍ରରେ…

ସାବଧାନ ହୋମିଓପାଥିକ ଔଷଧ ମଧ୍ୟ କରିପାରେ କ୍ଷତି ! ଏହି ସବୁ କଥାକୁ ଧ୍ୟାନ ଦିଅନ୍ତୁ

ଶରୀରରେ କେମିକାଲ ପ୍ରଭାବ ରୋକିବାକୁ ବହୁତସାରା ଲୋକ ହୋମିଓପାଥିକ ଔଷଧକୁ ପ୍ରାକୃତିକ ବିକଳ୍ପ ରୂପେ ବ୍ୟବହାର କରିଥାନ୍ତି । କିନ୍ତୁ ବାସ୍ତବରେ ଏହି ମେଡିସିନରେ କିଛି ସାଇଡ ଇଫେକ୍ଟ ମଧ୍ୟ ଅଛି ,ଯାହା ଆପଣ ଜାଣିନଥିବେ।ଏହି ହୋମିଓପାଥିକ ଚିକିତ୍ସାରେ ଖାଇବା ପିଇବାରେ ବହୁତ ସାରା ପ୍ରତିବନ୍ଧକ…

ଶିଖ୍‌ ଡ୍ରାଇଭରଙ୍କ ଦାଢିରେ ପୋଲିସ ମାରିଲେ ହାତ, ଖଣ୍ଡା ଉଠାଇଲେ ଡ୍ରାଇଭର : ଜାଣନ୍ତୁ କାହଁକି ?

ଉତ୍ତରପ୍ରଦେଶର ଶାମଲି ମୁଜ୍ଜାଫରନଗର ବର୍ଡର ନିକଟସ୍ଥ କେତାବଲି ଗାଁ ନିକଟରେ ଏକ ଟ୍ରକ ଡ୍ରଇଭର ପୋଲିସ ଉପରକୁ ଖଣ୍ଡା ଉଠେଇ ମାରିବା ଧମକ ଦେଇଛନ୍ତି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେଇଯିବେ । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓରେ ଶିଖ୍‌ ଡ୍ରାଇଭରଙ୍କ ଏହି କାରନାମା…

ଜାଣନ୍ତି କି ପତିବର୍ଷ ବ୍ରିଟେନ ଅଧିବାସୀ ୭୨ କୋଟି ଅଣ୍ଡା ଫୋପାଡି ଦିଅନ୍ତି ! ହେଲେ କାହିଁକି ?

ନୂଆଦିଲ୍ଳୀ: ଏକ ରିସର୍ଚରୁ ଜଣା ପଡିଛି ବ୍ରିଟେନର ଅଧିବାସୀ ମାନେ ଗୋଟେ ବର୍ଷ ଭିତରେ ୭୨ କୋଟି ଅଣ୍ଡାକୁ ନଷ୍ଟ କରିଦିଅନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୨୦୦୮ ମସିହାର ଏହା ତିନି ଗୁଣା ହୋଇଥିଲା,ଯେତେବେଳେ ୧୩୯ ମିଲିୟନ ପଉଣ୍ଡର ଅଣ୍ଡା ଫୋପଡା ଯାଇଥିଲା । ବ୍ରିଟସି ଏଗ…

କେବେ ଦେଖିନଥିବେ ଏପରି ରହସ୍ୟମୟ ପାନିଆ, ଯାହା ବିଷୟରେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ମାନେ ସାଧାରଣ ପାନିଆ ତ ଦେଖିଥିବେ । ଆଉ ବହୁତ ସାରା ଲୋକମାନେ ମଧ୍ୟ ଏହାକୁ ପକେଟରେ ପୁରାଇ ରଖୁଥିବାର ଆପଣମାନେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପାନିଆ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ପାନିଆ ସାଧାରଣ ପାନିଆ ଠାରୁ…