ବିହାରର ବିଧାୟକଙ୍କ ଘରୁ ଏକ-୪୭ ରାଇଫଲ ପରେ ଏବେ ଜବତ ହେଲା ଗ୍ରେନେଡ, ଚଢାଉ ପରେ ହୋଇଗଲେ ନିଖୋଜ୍

ବିହାରର ବାହୁବଳି ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କ ଘରୁ ଏକ-୪୭ ରାଇଫଲ ଜବତ ହେବା ପରେ ଏବେ ଗ୍ରେନେଡ ଜବତ ହୋଇଛି। ସେପଟେ ନିଜ ଘରେ ପୋଲିସର ଚଢାଉ ପରେ ବାହୁବଳୀ ନେତା ଅନନ୍ତ ସିଂହ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ମୋକମ ବିଧାନସଭା ନିର୍ବାଚନମଣ୍ଡଳିର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କ ଘରେ ପୋଲିସ ଓ ବମ୍‌ ସ୍କାର୍ଡ ଚଢାଉ କରି ବହୁ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସେପଟେ ବିହାରର ଜେଡିୟୁ- ବିଜେପି ମେଣ୍ଟ ସରକାର ସ୍ୱାଧୀନ ବିଧାୟକଙ୍କ ଘରେ ଚଢାଉ କରି ବଦନାମ କରିକୁ ଉଦ୍ୟମ କରୁଥିବା ବିଧାୟକ ଅନନ୍ତ ସିଂହ କିହଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.