Below header

ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ସାମାନ୍ୟ ଅଗ୍ନିକାଣ୍ଡ, ସୁରକ୍ଷା କର୍ମୀ କଲେ ନିଆଁକୁ ଆୟତ୍ତ

ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ସାମାନ୍ୟ ଅଗ୍ନିକାଣ୍ଡ। ପ୍ରଧାନମନ୍ତ୍ରୀଙ୍କ ୭, ଲୋକକଲ୍ୟାଣ ମାର୍ଗ ନିକଟରେ ରାତି ପ୍ରାୟ ୭ଟା ୨୦ ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା। ସୁରକ୍ଷା କର୍ମୀ ନିଆଁକୁ ଆୟତ୍ତ କରି ନେଇଥିଲେ। ସଟ୍‌ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।

ଜେଲରୁ ମୁକ୍ତ ହୋଇଥିବା ଅପରାଧୀର ବର୍ବରକାଣ୍ଡ, ତାଡି ପିଇଥିବା ୪ ମହିଳାଙ୍କୁ ଟାର୍ଗଟ କରି କଲା ସିରିଏଲ କିଲିଂ

ତେଲେଙ୍ଗନାର ମେହବୁବ ନଗରର ଜିଲ୍ଲା  ପୋଲିସ ଜଣେ ଏଭଳି ସିରିଏଲ କିଲରକୁ ଗିରଫ କରିଛି ଯାହା  ବିଷୟରେ ଶୁଣିଲେ ଯେକେହିବି ତାଜୁବ ହୋଇଯିବେ। ଏହି ଅପରାଧୀ ଜଣକ କିଛି ଦିନ ତଳେ ୧୪ ମର୍ଡର କରି ଜେଲକୁ ଯାଇଥିଲା। କିନ୍ତୁ ଜେଲରେ ଏଭଳି ସରଳ ସ୍ବଭାବ ପଦର୍ଶନ କରିଥିଲା ଯେଉଁ କାରଣରୁ ଏହି ଅପରାଧୀକୁ…

ବିଚକ୍ଷଣ ଆତଙ୍କୀ ବୁଦ୍ଧିରେ ଭାରତକୁ ଦାଉ ସାଧୁଛି ପାକିସ୍ତାନ, ସବୁ କ୍ଷେତ୍ରରେ ହାରିବା ପରେ ଭାରତକୁ ଛାଡୁଛି ମାରାତ୍ମକ…

ଭାରତ ସହ ପାରିଲାନି ପାକିସ୍ତାନ । ଭାରତକୁ ଛାଡିଲା ପୋକ । କୁଟନୀତି ଓ ରଣନୀତିରେ ଫେଲ ମାରିବା ପରେ ଆଉ ଏକ ଉପାୟ ବାଛିଛି ପାକିସ୍ତାନ । ପାକିସ୍ତାନ ପଟୁ ମାଡି ଆସୁଛନ୍ତି ହାଜର ହଜାର ସଂଖ୍ୟାରେ ପୋକ । ପାକିସ୍ତାନର ନୂଆ ଆତଙ୍କରେ ନାକେଦମ ହେଲେଣି ଭାରତୀୟ କୃଷକ । ହାତରେ ଥାଳି ବାଡେଇ,…

ଆତଙ୍କବାଦୀମାନେ ଭିଆଇଲେ ବର୍ବରକାଣ୍ଡ, ସେନା କ୍ୟାମ୍ପରେ ଚଳାଇଲେ ଅନ୍ଧାଧୁନ ଗୁଳିମାଡ, ୩୫ ସାଧାରଣ ଲୋକଙ୍କ ମୃତ୍ୟୁ

ବୁର୍କିନା ଫାସୋ(ଆଫ୍ରିକା): ଉତ୍ତର ବୁର୍କିନା ଫାସୋରେ ମଙ୍ଗଳବାର ଦିନ ଏକ ଅତଙ୍କବାଦୀ ଆକ୍ରମଣରେ ୩୫ ନାଗରିକଙ୍କ  ମ୍‌ତ୍ୟୁ ହୋଇଯାଇଛି। ଯେଉଁଥିରେ  ଅଧିକତମ ମହିଳା ଥିଲେ ।  ପଶ୍ଚିମ  ଆଫ୍ରିକାର ଦେଶରେ ଗତ ପାଞ୍ଚବର୍ଷରେ ଏହା ସବୁଠାରୁ ଭୟଙ୍କର  ବୋଲି ଜଣାଯାଇଛି। ସେନା କହିଛି ଯେ ସୌନ ଶିବିର…

ପାକିସ୍ତାନ ସେନାର ମୁଖପାତ୍ରଙ୍କ ବିବାଦୀୟ ଟ୍ବିଟ, ଓଡିଶାର ଧର୍ମକୁ ନେଇ କଲେ ଏମିତି ପୋଷ୍ଟ

ପାକିସ୍ତାନ ସେନାର ମୁଖପାତ୍ର ଅସିଫ ଗଫୁରଙ୍କ  ବିବାଦୀୟ ଟ୍ବିଟ, ଖ୍ରୀଷ୍ଟମାସରେ ଓଡିଶାର ଖ୍ରୀଷ୍ଟଧର୍ମବାଲମ୍ବୀ ମାନଙ୍କୁ ଜଣାଇଲେ ଶୁଭେଚ୍ଛା। ସେ ନିଜ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି ଯେ ଓଡିଶା ଭଳି ହିନ୍ଦୁତ୍ବ ରାଜ୍ୟରେ ଖ୍ରୀଷ୍ଟଧର୍ମାବଳମ୍ବୀ ମାନଙ୍କୁ ଖ୍ରୀଷ୍ଟମାସରେ ଶୁଭେଚ୍ଛା।ଏହି…

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପାଇଁ ଇାନ୍ଦେର ଜିଲ୍ଲା ବିଜେପି ଉପରେ ଲାଗିଲା ୧୩ ଲକ୍ଷ ଟଙ୍କାର ଜରିମାନା, ପଢନ୍ତୁ…

ରବିବାର ଦିନ ଇନ୍ଦୋରରେ ନାଗରିକତା ସଂଶୋଧନ ଆଇନ ବିଷୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଯୋଗ ଦେଉଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କିନ୍ତୁ ଏହି କାର୍ଯ୍ୟକ୍ରମ ପରେ ମଧ୍ୟପ୍ରଦେଶ ବିଜେପି ଉପରେ ଇନ୍ଦୋରର ନଗର ନିଗମ ଲକ୍ଷାଧିକ ଟଙ୍କାର ଜରିମାନା…

ଜଙ୍ଗଲ ନିଆଁରୁ ଉଦ୍ଧାର ହୋଇଥିବା ଭାଲୁ ଛୁଆର ଅନାବିଳ ପ୍ରେମ, ବନ ବିଭାଗ କର୍ମଚାରୀଙ୍କୁ  ଦେବଦୂତ ଭାବି ପାଖରୁ ଛାଡିଲା…

ଆଜିର ସମାଜରେ ସାହାଯ୍ୟର  ମୂଲ୍ୟବୋଧକୁ କେହି ବୁଝନ୍ତି ନାହିଁ। କ୍ଷଣିକ ସମୟ ସାହାଯ୍ୟକାରୀର ବଦାନ୍ୟତାକୁ ମନେପକାଇ ପୁଣି  ଭୁଲିଯାନ୍ତି । ଆଉ ସମାଜର ଚିରାଚରିତ ପ୍ରଥା ଅନୁସାରେ କାମ ହାସଲ ହୋଇଗଲା ପରେ ‘କାଶିଆ କିଏ ନା କପିଳା କିଏ’ ଏଭଳି ନ୍ୟାୟରେ ସମ୍ପର୍କକୁ ଭାବିନିଅନ୍ତି। କିନ୍ତୁ ପଶୁ…

ଚାଷୀଙ୍କୁ ଅଭିନବ ସମ୍ମାନ, ଶଗଡରେ ବସାଇ ଅବସରକାଳୀନ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ

କଥାରେ ଅଛି ‘ଚାଷ କାମ ଯାହାର କି ଆନନ୍ଦ ତାହାର ଚାଷୀ ଭାଇ ଯୋଗାଉଛି ଦିନିଆକୁ ଆହାର’ । ଏହା କେବଳ ଏକ ଉକ୍ତି ନୁହେଁ ବରଂ  ଏହା ଏକ ଅକାଟ୍ୟ ସତ କଥାଟିଏ । ଆଜିର  ସମାଜରେ ଶିକ୍ଷିତ ବ୍ୟକ୍ତିଟିଏ  ଯଦି ଚାକିର  କରିଥାଏ ତେବେ ତାହାର  ଚାକିରିର  ଗୋଟିଏ  ସମୟସୀମା  ରହିଥାଏ । ଆଉ ସମୟସୀମା…

ପିଆଜ ପରେ ଏବେ କ୍ଷୀରର ପାଳି, ମହଙ୍ଗା ମାଡରେ ଘାଇଲା ହେବେ ସାଧାରଣ ଖାଉଟି

କେନ୍ୟୁଜ୍(ବ୍ୟୁରୋ): ପିଆଜ ପରେ ଏବେ ଆଖିଲେ ଲୁହ ଦେବ କ୍ଷୀର ।  ବଜାରରେ ଏବେ ଏବେ ପିଆଜର ମହଙ୍ଗାମାଡର ନିସ୍ତାର  ପାଇନଥିବା ସାଧାରଣ ଖାଉଟିଙ୍କ ଉପରେ ଦାଉ ସାଧିବାକୁ  ଯାଉଛି କ୍ଷୀର। ଦେଶର ସବୁଠାରୁ ବଡ଼ ଏବଂ ଜଣାଶୁଣା କମ୍ପାନୀ ଅମୂଲ (Amul) କ୍ଷୀରର ଦର ବଢ଼ାଇବା ପାଇଁ ନିଷ୍ପତି ନେଇଛି।…

ଗଙ୍ଗାନଦୀର ସ୍ବଚ୍ଛତା ଅନୁଧ୍ୟାନରେ ଆସି ପାହାଚ ଚଢୁଥିବା ବେଳେ ଗୋଡ ଖସି ପଡିଗଲେ ପ୍ରଧାନମନ୍ତ୍ରୀ ମୋଦି, ପରେ କଣ ଘଟିଲା…

କେନ୍ୟୁଜ୍(ବ୍ୟୁରୋ): ପାହାଚ ଚଢୁଥିବା ବେଳେ ହଠାତ ପଡିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି। ଏପରି  ଘଟିଛି ଉତ୍ତରପ୍ରଦେଶର  କାନପୁରରେ । ସୂଚନା  ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାସନାଲ  ଗଙ୍ଗା କାଉଂସିଲିଂର ପ୍ରଥମ ବୈଠକରେ ନମାମି ଗଙ୍ଗା ଯୋଜନାର ସ୍ଥିତି ଜାଣିବା ପାଇଁ ଓ…

ରୋଗୀଙ୍କ ଉପରେ ପଡିବ ଔଷଧର ମହଙ୍ଗା ମାଡ, ୫୦ ପ୍ରତିଶତ ବଢିବାକୁ ଯାଉଛି ୨୧ ଟି ମେଡିସିନର ଦାମ୍

କେନ୍ୟୁଜ୍(ବ୍ୟୁରୋ) : ପୁଣି ରୋଗୀଙ୍କୁ ବହନ କରିବାକୁ ପଡିବ ୨୧ ମେଡିସିନିର ୫୦ ପ୍ରତିଶତ ବର୍ଦ୍ଧିତ ଦରର ବୋଝ। କେନ୍ଦ୍ର ସରକାର ୨୧ଟି ଗୁରୁତ୍ବପୂର୍ଣ୍ଣ ଔଷଧର ବିକ୍ରି ଦରର ୫୦ ପ୍ରତିଶତ ବୃଦ୍ଧି କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା NPPA ଏଭଳି…

ଘରେ କଳାକନା ବୁଲାଇଦେଲା ଲୁଟେରା ବଧୂ, ପ୍ରଥମ ହାତରନ୍ଧା ଖାଦ୍ୟରେ ପରିବାରକୁ ନିଶାଦ୍ରବ୍ୟ ଦେଇ ଲୁଟିନେଲା ଟଙ୍କା ଓ…

ଉତ୍ତର ପ୍ରଦେଶର  ବଦାୟୁଂ ଜିଲ୍ଲାରେ  ଜଣେ  ଯୁବତୀ ନିଜ ଶାଶୁଘରୁ  ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଫେରାର ହୋଇଯାଇଛି।  ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା  ମୁତାବକ ନବବଧୂ ଜଣକ ପରିବାରଲୋକଙ୍କୁ ପ୍ରଥମ ହାତରନ୍ଧା ଖାଦ୍ୟ ଖାଇବାକୁ ଦେବା ବେଳେ ଖାଇବାରେ…