Below header

ଜଙ୍ଗଲ ଭିତରୁ ୩ ଦିନ ପରେ ଫେରିଲା ହଜିଯାଇଥିବା ୩ବର୍ଷର ଶିଶୁ , ଫେରିବା ପରେ ଯାହା କହିଲା ଶୁଣିଲେ ଉଡିଯିବ ହୋସ୍

କୋରୋଲିନା : କଥାରେ ଅଛି ରଖେ ହରି ତ ମାରେ କିଏ , ମାରେ ହରି ତ ରଖେ କିଏ । ଏହି ଉକ୍ତି ବହୁ ସ୍ଥାନରେ ସତ ସାବ୍ୟସ୍ତ ହୋଇଥିବାବେଳେ ଏମିତି ଏକ ଘଟଣା ଘଟିଛି ଯାହା ଜାଣିବା ପରେ ଭଗବାନଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଆପଣମାନେ ଅନୁଭବ କରିପରିବେ । ଏହା କୌଣସି ଫିଲ୍ମ ଷ୍ଟୋରୀ ଠାରୁ କମ୍ ନୁହେଁ ।…

ପ୍ରେଗ୍ନେନ୍ସି କିଟ୍ ନୁହେଁ ମାତ୍ର ୨ ମିନିଟ୍ ରେ ଟୁଥପେଷ୍ଟରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନୁହେଁ

ବିବାହ ପରେ ପିରିୟଡ ମିସ୍ ହେବା,ମୁଣ୍ଡ ବୁଲାଇବା,ବାନ୍ତି ହେବା ଦ୍ବାରା ମହିଳାମାନେ ବୁଝିଯାଇଥାନ୍ତି କି ସେମାନେ ଗର୍ଭବତୀ ଅଛନ୍ତି ବୋଲି । ମାଁ ହେବା ତଥା ଗର୍ଭବତୀ ହେବା କଥାକୁ ପକ୍କା ଭାବେ ଜାଣିବା ପାଇଁ ଆପଣ ପ୍ରେଗ୍ନେନ୍ସି ଟେଷ୍ଟ କିଟ୍ ଆଣିଥାନ୍ତି । କିନ୍ତୁ ଯଦି ଆପଣ ଚାହିଁବେ ତ ଘରେ…

ଏହି ସବୁ ଲକ୍ଷଣ ଦେଖୁଛନ୍ତି କି? ତା’ହେଲେ ସ୍ବାର୍ଥପର ଆପଣଙ୍କ ଜୀବନସାଥୀ

କୌଣସି ସମ୍ପର୍କରେ ତ୍ୟାଗ କିମ୍ବା ବୁଝାମଣା ନଥିଲେ ସେହି ସମ୍ପର୍କ ବାସ୍ତବ ହୋଇନଥାଏ। କୌଣସି ବ୍ୟକ୍ତି ଯଦି ନିଜ ସ୍ବାର୍ଥ ପାଇଁ ସମ୍ପର୍କକୁ ସଜାଡିବା ପାଇଁ ଚେଷ୍ଟା ନକରନ୍ତି ତାହେଲେ ତାଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥାଏ। ଯେଉଁ ବ୍ୟକ୍ତି ଭିତରୁ ହୋଇଥାନ୍ତି ତାଙ୍କର ଲାଭ ଉଠାଉଥିବା…

ଏଠାରେ ଟ୍ରେନ୍ ଟ୍ରାକରେ ଲଗାଯାଏ ନିଆଁ , ଜାଣନ୍ତୁ କାହିଁକି?

ଚିକାଗୋ : ଚିକାଗୋରେ ଟ୍ରେନ୍ ଲାଇନ୍ ଉପରେ ନିଆଁ ଲଗାଯାଉଥିବାର ଫଟୋ ନିକଟରେ ସୋସିଆଲ ମିଡିଆରେରେ ଭାଇରାଲ ହୋଇଛି । ଯାହାକୁ ବହୁତ ଭଲ ଉଦେଶ୍ୟରେ କରାଯାଇଥିବା ଜଣାପଡିଛି । ଥଣ୍ଡା ପ୍ରକୋପରୁ ମୁକାବିଲା କରିବା ଏବଂ ଟ୍ରେନକୁ ଚାଲୁ ରଖିବା ପାଇଁ ଏପରି କରାଯାଇଛି । ଆଣ୍ଟାର୍କଟିକାରେ…

ମା’ ହେଲେ ଏକତା କପୁର, କୋଳକୁ ଆସିଲା ପୁତ୍ର ସନ୍ତାନ

ବଲିଉଡ୍ ପାଇଁ ଆସିଛି ଏକ ଖୁସି ଖବର । ମା’ ହୋଇଛନ୍ତି ଏକତା କପୁର । ଏକତାଙ୍କ କୋଳକୁ ଆସିଛି ଶିଶୁ ପୁତ୍ର । ସରୋଗେସୀ ମାଧ୍ୟମରେ ଏକ ଶିଶୁ ପୁତ୍ରର ମା’ ହୋଇଛନ୍ତି ୪୩ ବର୍ଷୀୟା ଏକତା କପୁର । ସୂଚନା ଅନୁସାରେ, ପୁଅଟି ସୁସ୍ଥ ଅଛି ଏବଂ ଖୁବ୍‌ ଶୀଘ୍ର ଘରକୁ ଆସିବ ବୋଲି ଖବର ମିଳିଛି। ଏହା ସହ…

କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାରଙ୍କ ବିବାଦୀୟ ବୟାନ , କହିଲେ ବାପା ମୁସଲମାନ୍ ମା’ ଖ୍ରୀଷ୍ଟିଆନ୍ ପୁଅ ବ୍ରାହ୍ମଣ…

କେନ୍ଦ୍ରୀୟ ମନ୍ତ୍ରୀ ଅନନ୍ତ କୁମାର ହେଗଡେ ନିଜର ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହୁନ୍ତି । ଏହି ଅବସରରେ ସେ ଆଉ ଏକ ବୟାନ ଦେଇ ପୁଣି ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି । ରାହୁଲ ଗାନ୍ଧିଙ୍କ ଉପରେ ଏକ ବୟାନ ଦେଇ ସେ ନିଜ ପାଇଁ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । କରୱାଡ ଠାରେ…

ଅଡୁଆରେ ଗାୟକ ରାହତ ଫତେ ଅଲ୍ଲୀ ଖାନ , ବିଦେଶୀ ମୁଦ୍ରା ଚୋରା କାରବାର କରୁଥିବା ଅଭିଯୋଗରେ ଇଡିର କାରଣ ଦର୍ଶାଅ ନୋଟିସ…

ଅଡୁଆରେ ଛନ୍ଦି ହୋଇପଡିଛନ୍ତି ଜଣାଶୁଣା ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ। ତାଙ୍କ ନାମରେ ବେନିମୟ ଭାବେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ଆସିଛି। ଏବେ ରାହତଙ୍କୁ ମିଳିଛି ଇଡିର ସମନ। ପାଖାପାଖି ୩ ଲକ୍ଷ ୪୦ ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା…

ଆପଣ ଚାହୁଁଛନ୍ତି କି କଳା,ଘନ ଏବଂ ମୋଟା କେଶ ? ତେବେ ବ୍ୟବହାର କରନ୍ତୁ ଏହି ଜିନିଷ

ସୁନ୍ଦର,ସୁସ୍ଥ ଏବଂମୋଟା କେଶ ପାଇଁ କିଏ ନଚାହାନ୍ତି, କିନ୍ତୁ ଧୂଳି ଏବଂ ପ୍ରଦୂଷଣ ଯୋଗୁ ଆମର କେଶ ଖରାପ ହୋଇଯାଇଥାଏ। କେତେ ବେଳେ କୌଣସି ରୋଗ ସମୟରେ ଆମର କେଶ ଝଡ଼ିଥାଏ । କିନ୍ତୁ ଏହି କେଶ କିପରି ନ ଝଡ଼ିବ ଏବଂ ସୁନ୍ଦର,ମୋଟା ରହିବ ସେଥିପାଇଁ ଏହାର କିଛି ଉପାୟ ରହିଛି । କେଶ ବିଶେଷଜ୍ଞ…

ଏବେ ବଜାରରେ ସାମସଙ୍ଗର ନୂଆ ଏମ୍ ସିରିଜ୍‌ ଫୋନ୍ ‘Galaxy M20 ଓ Galaxy M10’

ସାମସଙ୍ଗ ଇଲେକଟ୍ରୋନିକ୍ସର ନୂଆ ଫୋନ୍ । ସାମସଙ୍ଗ ଏହାର ଏମ୍ ସିରିଜ୍‌ରେ ଦୁଇ ଦୁଇଟି ‌ନୂଆ ମଡେଲ ଫୋନ୍ ଆଣିଛି ।  ଯାହା ହେଉଛି ଏମ୍‌୨୦ ଏବଂ ଏମ୍‌୧୦ । ଯେଉଁ ଫୋନର ମୂଲ୍ୟ ୭୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ତେବେ ଫେବ୍ରୁଆରି ୫ ତାରିଖରୁ ଏହି ଫୋନର ବିକ୍ରି ଅନଲାଇନରେ ଆରମ୍ଭ ହୋଇଯିବ।…

ଦୀପିକା ଓ ପ୍ରିୟଙ୍କାଙ୍କ ପରେ ଏବେ ବରୁଣ ଧାଓ୍ଵନଙ୍କ ପାଳି , ନଭେମ୍ବରରେ କରିବେ ବିବାହ

ଦୀପିକା ପାଦୁକୋନ୍‌ ଓ ପ୍ରିୟଙ୍କା ଚୌପ୍ରାଙ୍କ ପରେ ଏବେ ବଲିଉଡ ଅଭିନେତା ବରୁଣ ଧାଓ୍ଵନ୍‌ ବିବାହ କରିବା ନେଇ ଚର୍ଚ୍ଚା ହେଉଛି । ଅନେକ ଦିନ ହେବ ସେ ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି । ଶୁଣିବାକୁ ମିଳୁଛି ବରୁଣ ନଭେମ୍ବରରେ ବିବାହ କରିବେ । ଦୁହେଁ ବିବାହ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ…

୧୧୦ କୋଟି ଟଙ୍କା ବ୍ୟୟରେ ଦାଣ୍ଡିରେ ନିର୍ମାଣ ହୋଇଛି ସତ୍ୟାଗ୍ରହ ସ୍ମାରକ , ୩୦ ଜାନୁୟାରୀରେ ହେବ ଉଦଘାଟନ

ଦାଣ୍ଡି : ଐତିହାସିକ ଦାଣ୍ଡିରେ ୧୧୦ କୋଟି ଟଙ୍କା ବ୍ୟୟରେ ୧୫ଏକର ସ୍ଥାନରେ ରାଷ୍ଟ୍ରୀୟ ଲୁଣ ସତ୍ୟାଗ୍ରହ ସ୍ମାରକ ନିର୍ମାଣ କରାଯାଇଛି । ଗାନ୍ଧିଜୀଙ୍କ ପୂଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ଜାନୁୟାରୀରେ ଏହାକୁ ଉଦଘାଟନ କରିବେ । ଏହାପରେ ଏହି ସ୍ମାରକକୁ ସର୍ବସାଧାରଣଙ୍କ…

ଏସବିଆଇ କାର୍ଡ ଓ ଏତିହାଦ୍ ଗେଷ୍ଟ୍ ମିଶି କଲେ କୋ- ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଉନ୍ମୋଚନ

ଏହି ଦୁଇଟି ସଂସ୍ଥା ମଧ୍ୟରେ ବୁଝାବଣା । ଏହି ଦୁଇଟି ସଂସ୍ଥା ହେଉଛି ଏସବିଆଇ କାର୍ଡ ଓ ଏତିହାଦ୍ ଗେଷ୍ଟ୍ । ଏହି ଦୁଇଟି ସଂସ୍ଥା ମିଶି ଦୁଇଟି କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଉନ୍ମୋଚନ କରିଛନ୍ତି। ଏହି କାର୍ଡ ଜରିଆରେ ଗ୍ରାହକମାନେ ଅନେକ ସୁବିଧା ପାଇପାରିବେ। ଏସବିଆଇ କାର୍ଡ ଏତିହାଦ୍…