Below header

ରିଲାଏନ୍ସ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଅନୀଲ ଅମ୍ବାନୀ

ମୁମ୍ବାଇ : ଦେଶରେ ପରିଚିତ ବ୍ୟବସାୟୀମାନଙ୍କ ମଧ୍ୟରେ ଅନ୍ୟତମ ଅନୀଲ ଅମ୍ବାନୀ । କିନ୍ତୁ ଏହି ବ୍ୟବସାୟୀ ଜଣଙ୍କ ବର୍ତ୍ତମାନ ଦେବାଳିଆ ସ୍ଥିତିକୁ ଚାଲିଆସିଛନ୍ତି । ଏନେଇ ଗତକାଲି ନିଜ କମ୍ପାନୀ ରିଲାଏନ୍ସ ଲିମିଟେଡକୁ ସେ ଦେବାଳିଆ ଘୋଷିତ କରିବା ପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିବା…

ଇଣ୍ଡିଆ ସ୍କିଲ୍ ରିପୋର୍ଟ-୨୦୧୯ର ଖୁଲାସା : ଏବେ ହାର୍ଡୱେୟାର, ମେନ୍ୟୁଫେକ୍ଚରିଙ୍ଗ୍,ସଫ୍ଟୱେୟାରରୁ ମିଳିବ ରୋଜଗାର

୪୯ ପ୍ରତିଶତ ଭାରତୀୟ ଇଞ୍ଜିନିୟର ଏବେ ବେରୋଜଗାର ରହିବେ ନାହିଁ। ସରକାର ଅନ୍ତରାଷ୍ଟ୍ରିୟ ବଜାରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ର ଶିକ୍ଷା ସାମିଲ୍ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି। ସିଆଇଆଇଟି,ଫିକ୍କି,ଏସୌଚମ,ନୌସକାମ,ପିଏଚଡ଼ି ଅଫ କମର୍ସ ଇଣ୍ଡଷ୍ଟ୍ରି ରେ ସରକାର ଆର୍ଟିଫିସିଆଲ…

ବାସ୍ତୁଶାସ୍ତ୍ର ଅନୁସାରେ କେଉଁଠି ରଖିବେ ପାଣିଟାଙ୍କି , ନହେଲେ ହୋଇପାରେ ଅର୍ଥହାନୀ

ଘରର ବାସ୍ତୁ ନିହାତୀ ଭାବେ ଠିକ୍ ରହିବା ଉଚିତ୍ । କାହିଁକିନା ବାସ୍ତୁ ଉପରେ ହିଁ ଶୁଭଅଶୁଭ ସବୁ ନିର୍ଭର କରିଥାଏ । ତେବେ ଘରେ ଥିବା ପାଣିଟାଙ୍କି ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ । ଆପଣ ଏକଥା ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବେ ଘରର ବାସ୍ତୁରେ ପାଣିଟାଙ୍କିର କଣ ଭୂମିକା ରହିଛି ।…

ଗ୍ଳୋବାଲ୍ ୱାରମିଙ୍ଗର ପ୍ରଭାବ : ଅଷ୍ଟ୍ରେଲିଆରେ ତାପମାତ୍ରା ଅତିକ୍ରମ କଲା ୧୧୬ ଡିଗ୍ରୀ

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆରେ ଗରମ ଏତେ ମାତ୍ରାରେ ବଢିଯାଇଛି କି ସାଧାରଣ ଲୋକଙ୍କ ପକ୍ଷେ ଜୀବନ ବଞ୍ଚାଇବା କଷ୍ଟକର ହୋଇପଡିଛି । କେବଳ ମଣିଷ ନୁହେଁ ଜୀବଜନ୍ତୁମାନେ ମଧ୍ୟ ବିଭିନ୍ନ ସମସ୍ୟାର ଶିକାର ହେଉଥିବା ଦେଖିବାକୁ ମିଳିଛି । ନିକଟରେ ଏକ ଅଜଗରଟି ଗରମ ପ୍ରଭାବରୁ ରକ୍ଷା ପାଇବା ପାଇଁ…

ବିବାହର ମାତ୍ର ୭୦ ମିନିଟ୍ ଭିତରେ ହେଲା ଛାଡପତ୍ର , ପରିସ୍ଥିତି ହୋଇଥିଲା ଏମିତି

ବିବାହ ଏକ ପବିତ୍ର ବନ୍ଧନ ଯାହା ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଗୁଜୁରାଟର ଅହମଦାବାଦ୍ ରେ  ଏମିତି ଏକ ବିବାହ ଯାହା ସାତ ଜନ୍ମ ତ ଦୂରର କଥା ଘଣ୍ଟାଏ ପାଇଁ ମଧ୍ୟ ତିଷ୍ଠି ପାରିନଥିଲା । ବର-କନ୍ୟାଙ୍କ ହାତଗଣ୍ଠି ପଡିବାର କିଛି ସମୟ ଭିତରେ ହିଁ ତାଙ୍କର ହୋଇଯାଇଥିଲା ଛାଡ଼ପତ୍ର । ଯାହା…

ରିଲିଜ୍‌ ହୋଇଛି ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’, ପ୍ରଥମ ଥର ପାଇଁ ବାପା ଅନୀଲ କପୁରଙ୍କ ସହ ସୋନମ କପୁର

କେନ୍ୟୁଜ୍ : ରିଲିଜ୍‌ ହୋଇଛି ସୋନମ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ବାପା ଅନୀଲ କପୁରଙ୍କ ସହ କାମ କରିଛନ୍ତି ସୋନମ କପୁର। ସ୍ୱିଟି ଭୂମିକାରେ ଅଭିନୟ କରିଛନ୍ତି ସୋନମ । ସ୍ୱିଟିଙ୍କ ବିବାହ ପାଇଁ ପୁଅ ଦେଖାଯାଉଛି। ଏହି…

ଆଜିଠୁ କେବୁଲ୍‌ ଓ DTH ସେବା ପାଇଁ ନୂଆ ଟାରିଫ୍‌ ନୀତି

କେନ୍ୟୁଜ୍ : ଆଜିଠୁ କେବୁଲ୍‌ ଓ DTH ସେବା ପାଇଁ ନୂଆ ଟାରିଫ୍‌ ନୀତି। ଉପଭୋକ୍ତା ଯେଉଁ ଚ୍ୟାନେଲ୍‌ ଦେଖିବେ ସେହି ଚ୍ୟାନେଲ୍‌ ପାଇଁ ଟଙ୍କା ଦେବେ। ମାସିକ ୧୫୩ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲକୁ ମିଶାଇ ୧୦୦ଟି ଫ୍ରି ଟୁ ଏୟାର ଚ୍ୟାନେଲ ଯୋଗାଇବାକୁ କେବୁଲ୍‌ ଅପରେଟର ବାଧ୍ୟ।…

ଆପଣ ରାତିରେ କରୁଛନ୍ତି କି ଏହି ତିନିଟି କାମ , ତେବେ ହୋଇଯାଆନ୍ତୁ ସତର୍କ

ଘରେ ସୁଖ,ଶାନ୍ତି, ଓ ସମୃଦ୍ଧି ରହିବା ପାଇଁ ଶାସ୍ତ୍ର ରେ ବହୁତ ଉପାୟ ରହିଛି। କେଉଁ କାମ କେଉଁ ସମୟରେ କରିବା ଠିକ୍ କି ନୁହେଁ ଏହି ସବୁ ଶାସ୍ତ୍ର ରେ କୁହାଯାଇଛି। ବିଷ୍ଣୁ ପୁରାଣରେ ବ୍ୟକ୍ତିଗତ ସମ୍ବନ୍ଧୀୟ କିଛି କାମ କରିବାକୁ ବାରଣ କରାଯାଇଛି। କୁହାଯାଇଥାଏ କି, ଏହି ବାରଣ କରାଯାଇଥିବା କାମ…

ଜଙ୍ଗଲ ଭିତରୁ ୩ ଦିନ ପରେ ଫେରିଲା ହଜିଯାଇଥିବା ୩ବର୍ଷର ଶିଶୁ , ଫେରିବା ପରେ ଯାହା କହିଲା ଶୁଣିଲେ ଉଡିଯିବ ହୋସ୍

କୋରୋଲିନା : କଥାରେ ଅଛି ରଖେ ହରି ତ ମାରେ କିଏ , ମାରେ ହରି ତ ରଖେ କିଏ । ଏହି ଉକ୍ତି ବହୁ ସ୍ଥାନରେ ସତ ସାବ୍ୟସ୍ତ ହୋଇଥିବାବେଳେ ଏମିତି ଏକ ଘଟଣା ଘଟିଛି ଯାହା ଜାଣିବା ପରେ ଭଗବାନଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଆପଣମାନେ ଅନୁଭବ କରିପରିବେ । ଏହା କୌଣସି ଫିଲ୍ମ ଷ୍ଟୋରୀ ଠାରୁ କମ୍ ନୁହେଁ ।…

ପ୍ରେଗ୍ନେନ୍ସି କିଟ୍ ନୁହେଁ ମାତ୍ର ୨ ମିନିଟ୍ ରେ ଟୁଥପେଷ୍ଟରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନୁହେଁ

ବିବାହ ପରେ ପିରିୟଡ ମିସ୍ ହେବା,ମୁଣ୍ଡ ବୁଲାଇବା,ବାନ୍ତି ହେବା ଦ୍ବାରା ମହିଳାମାନେ ବୁଝିଯାଇଥାନ୍ତି କି ସେମାନେ ଗର୍ଭବତୀ ଅଛନ୍ତି ବୋଲି । ମାଁ ହେବା ତଥା ଗର୍ଭବତୀ ହେବା କଥାକୁ ପକ୍କା ଭାବେ ଜାଣିବା ପାଇଁ ଆପଣ ପ୍ରେଗ୍ନେନ୍ସି ଟେଷ୍ଟ କିଟ୍ ଆଣିଥାନ୍ତି । କିନ୍ତୁ ଯଦି ଆପଣ ଚାହିଁବେ ତ ଘରେ…

ଏହି ସବୁ ଲକ୍ଷଣ ଦେଖୁଛନ୍ତି କି? ତା’ହେଲେ ସ୍ବାର୍ଥପର ଆପଣଙ୍କ ଜୀବନସାଥୀ

କୌଣସି ସମ୍ପର୍କରେ ତ୍ୟାଗ କିମ୍ବା ବୁଝାମଣା ନଥିଲେ ସେହି ସମ୍ପର୍କ ବାସ୍ତବ ହୋଇନଥାଏ। କୌଣସି ବ୍ୟକ୍ତି ଯଦି ନିଜ ସ୍ବାର୍ଥ ପାଇଁ ସମ୍ପର୍କକୁ ସଜାଡିବା ପାଇଁ ଚେଷ୍ଟା ନକରନ୍ତି ତାହେଲେ ତାଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥାଏ। ଯେଉଁ ବ୍ୟକ୍ତି ଭିତରୁ ହୋଇଥାନ୍ତି ତାଙ୍କର ଲାଭ ଉଠାଉଥିବା…

ଏଠାରେ ଟ୍ରେନ୍ ଟ୍ରାକରେ ଲଗାଯାଏ ନିଆଁ , ଜାଣନ୍ତୁ କାହିଁକି?

ଚିକାଗୋ : ଚିକାଗୋରେ ଟ୍ରେନ୍ ଲାଇନ୍ ଉପରେ ନିଆଁ ଲଗାଯାଉଥିବାର ଫଟୋ ନିକଟରେ ସୋସିଆଲ ମିଡିଆରେରେ ଭାଇରାଲ ହୋଇଛି । ଯାହାକୁ ବହୁତ ଭଲ ଉଦେଶ୍ୟରେ କରାଯାଇଥିବା ଜଣାପଡିଛି । ଥଣ୍ଡା ପ୍ରକୋପରୁ ମୁକାବିଲା କରିବା ଏବଂ ଟ୍ରେନକୁ ଚାଲୁ ରଖିବା ପାଇଁ ଏପରି କରାଯାଇଛି । ଆଣ୍ଟାର୍କଟିକାରେ…