Below header

ଥରେ ବୁଲିଆସନ୍ତୁ ଢେଙ୍କାନାଳର କପିଳାସ ଶୈବ ପୀଠ , ବାବାଙ୍କ ଦର୍ଶନ କଲେ ପୂର୍ଣ୍ଣ ହୋଇଥାଏ ସମସ୍ତ ମନସ୍କାମନା

ଢ଼େଙ୍କାନାଳ(କେନ୍ୟୁଜ୍) : ଓଡିଶାରେ ଭରପୂର ରଖିଛି ପର‌୍ୟ୍ୟଟନ ସ୍ଥଳୀ । ସେଥିପାଇଁ କାହିଁ କେଉଁ ଦେଶ ବିଦେଶରୁ ପର‌୍ୟ୍ୟଟକ ମାନେ ଧାଇଁ ଆସିଥାନ୍ତି ଏଠାକୁ । ପ୍ରାକୃତିକ ସୌନ୍ଦର‌୍ୟ୍ୟ ସହିତ ଐତିହ୍ୟକୁ ଖୁବ୍ ପସନ୍ଦ କରିଥାନ୍ତି ଏହି ପର‌୍ୟ୍ୟଟକମାନେ । ତେବେ ଏହି ପର‌୍ୟ୍ୟଟନ ସ୍ଥଳୀମାନଙ୍କ…

କର୍ଣ୍ଣାଟକରେ ଗୋ ମାଂସ ବିକ୍ରିକୁ ନେଇ ଭଙ୍ଗାରୁଜା ଘଟଣା , ବଜରଙ୍ଗୀ ଦଳର ୫ଜଣ କର୍ମକର୍ତ୍ତା ଗିରଫ

କର୍ଣ୍ଣାଟକରେ ଗୋ ମାଂସ ବିକ୍ରିକୁ ନେଇ ଭଙ୍ଗାରୁଜା ହେବାର ଘଟଣା ସାମ୍ନାକୁ ଆସିଛି। ପୁଲିସ ଏହି ଘଟଣାରେ ବଜରଙ୍ଗୀ ଦଳର ୫ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଫଳ ଦୋକାନ ଚଳାଉଥିବା ଦୁଇ ମହିଳାଙ୍କ ଉପରେ ବଜରଙ୍ଗୀ ଦଳ ଗୋ ମାଂସ ପକାଇବା ଏବଂ ବିକିବାର ଅଭିଯୋଗ କରି ଭଙ୍ଗାରୁଜା କରିଛନ୍ତି।…

ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର’ର ପୋଷ୍ଟର ସେୟାର କରି ଏପରି ଲେଖିଲେ ବରୁଣ ଧଓ୍ଵନ

ଅପକମିଂ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର’ରେ ପ୍ରଭୁଦେବାଙ୍କ ସହ କାମ କରୁଛନ୍ତି ଅଭିନେତା ବରୁଣ ଧଓ୍ଵନ । ସୁଟିଂ ସେଟରୁ ଏକ ଫଟୋ ସେୟାର କରିଛନ୍ତି । ବରୁଣ ଲେଖିଛନ୍ତି ଓ ଦେବାରେ ଦେବା ଆୟା ପ୍ରଭୁ ଦେବା । ନୃତ୍ୟର ଦେବତା ପ୍ରଭୁଦେବା। ତାଙ୍କ ସହ କାମ କରିବାକୁ ଖୁବ୍‌ ଉତ୍ସାହିତ ଅଛି। ସେ ଜଣେ…

ସମୁଦ୍ର ତଳ ଭାଗରୁ ୩ହଜାର ୨ଶହ ଫୁଟ ଉପରେ ଅବସ୍ଥିତ ଏହି ମନ୍ଦିର , ଜାଣନ୍ତୁ ଏହାର ରହସ୍ୟ

ତିରୁପତି ଭାରତର ତୀର୍ଥସ୍ଥାନ ମଧ୍ୟରେ ଏକ। ତିରୁମାଳା ଭେଙ୍କଟେଶ୍ବର ମନ୍ଦିର ବା ତିରୁପତି ବାଲାଜୀ ମନ୍ଦିର ଆନ୍ଧ୍ରପ୍ରଦେଶର ତିରୁମାଲା ପାହାଡ଼ ଉପରେ ଅବସ୍ଥିତ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। ସମୁଦ୍ରର ତଳ ଭାଗରୁ ୩ହଜାର ୨ଶହ ଫୁଟ ଉପରେ ଅବସ୍ଥିତ…

ଓଡିଶା ଗସ୍ତ ପୂର୍ବରୁ ଅସୁସ୍ଥ ଥିଲେ ଗାୟକ ସୋନୁ ନିଗମ୍ , ତଥାପି ଜୟପୁରରେ କରିଥିଲେ ନିଜର ସୋ’

ଗାୟକ ସୋନୁ ନିଗମ ଆଜି ଇଷ୍ଟାଗ୍ରାମରେ ନିଜର ଏକ ଏପରି ଫଟୋ ସେୟାର କରିଛନ୍ତି ଯାହା ସମସ୍ତଙ୍କୁ ବିଚଳିତ କରିଛି । ସେ ଏହି ଫଟୋ ସେୟାର କରି କହିଛନ୍ତି କି ସେ ଓଡିଶାର ଜୟପୁରରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ  ଯୋଗଦେବା ପୂର୍ବରୁ ଏକ ଗମ୍ଭିର ଫୁଡ୍ ଏଲର୍ଜି ରୋଗ କାରଣରୁ ହସ୍ପିଟାଲରେ ଭର୍ତ୍ତୀ…

ପେଟପାଟଣା ପାଇଁ ମଞ୍ଚ ଉପରେ ଜୀଅନ୍ତା କୁକୁଡ଼ା ମୋଡ଼ି ଖାଉଛନ୍ତି କଳାକାର

ସଂସ୍କୃତି, ପରମ୍ପରା ଏବଂ ସଂସ୍କାର ମଣିଷ ସମାଜ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ଯ । ଏସବୁର ବ୍ଯତିକ୍ରମ ଚିନ୍ତାଧାରା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ବିଶେଷ ଭାବେ ଆଜିର ଯୁବପିଢି ଏବଂ କୋମଳମତି ପିଲାଙ୍କ କ୍ଷେତ୍ରରେ ଏହାର କୁପରିମାଣ ବେଶି ଦେଖିବାକୁ ମିଳିଥାଏ । ଏହାର ଜ୍ବଳନ୍ତ ଉଦାହରଣ…

୯୭ ବର୍ଷ ବୟସରେ ମିଳିଲା ମଡେଲିଙ୍ଗ୍ କଣ୍ଟ୍ରାକ୍ଟ , ଜାଣନ୍ତୁ କିଏ ଏହି ଫ୍ୟାସନ୍ କ୍ବିନ୍

ନିଜର ଷ୍ଟାଇଲ୍ ଏବଂ ଫ୍ୟାସନ୍ ପାଇଁ ପରିଚୟ ଲାଭ କରିଥିବା ଆଇରିସ୍ ଏପଫେଲ ଦୁନିଆର ସବୁଠାରୁ ବୟସ୍କ ଫ୍ୟାସନ୍ ଆଇକନ୍ ଅଟନ୍ତି । ଯେବେ କଥା ଫ୍ୟାସନ ସେନ୍ସର ଆସେ ତ ଆଇରିସଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା ହୋଇଯାଇଥାଏ । ସେ ଯେବେ  କେଉଁଠିକୁ ଯାଇଥାନ୍ତି ତାଙ୍କ ଡ୍ରେସିଙ୍ଗ ସେନ୍ସ ଏତେ ଜବରଦସ୍ତ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବ, ଯୋଗ ଦେଲେ ରାଜ୍ୟପାଳ

ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତ୍ତନ ଉତ୍ସବ ଆଜି ମହାସମାରୋହରେ ବିଜୁପଟ୍ଟନାୟକ ଅଡ଼ିଟୋରିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଯୋଗ ଦେଇ ଉତ୍ସବର ଶୁଭାରମ୍ଭ କରିଥିଲେ । ଇନ୍ଦିରା…

ଗୋଟେ ମୁହୂର୍ତ୍ତ ପାଇଁ ବିଚଳିତ କରିପାରେ ଏହି ଫଟୋ, ପିଲାମାନଙ୍କ ଖାଦ୍ୟ ଥାଳିରେ କୁକୁରର ବି ରହିଛି ଭାଗ

କାନପୁର : କେନ୍ଦ୍ର ସରକାର ପିଲାମାନଙ୍କ ପାଇଁ ସବୁଠାରୁ ଭଲ ଖାଇବା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ପିଲାମାନଙ୍କୁ ମିଳୁଥିବା ଖାଇବା ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ । ଘାଟମପୁର ର ପରିଷଦୀୟ ବିଦ୍ୟାଳୟରେ ପିଲା ମାନଙ୍କୁ ଦିଆଯାଉଥିବା ମଧ୍ୟାନ୍ନ ଭୋଜନରେ ବେପରୁଆ…

ମୁମ୍ବାଇ ଏୟାରପୋର୍ଟରୁ ଆଜି ଠାରୁ ରଦ୍ଦ ହେବ ୫ହଜାର ଉଡାଣ , ଜାଣନ୍ତୁ କଣ ରହିଛି କାରଣ

ଯଦି ଆପଣ ବିମାନ ଦ୍ବାରା ମୁମ୍ବାଇରୁ ବାହାରକୁ କିମ୍ବା କେଉଁଠାରୁ ମୁମ୍ବାଇକୁ ଆସିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।  କାହିଁକି ନା ରନୱେ କାମ ଚାଲିଥିବାରୁ ମାର୍ଚ୍ଚ ପର‌୍ୟ୍ୟନ୍ତ ପାଖାପାଖି ୫ହଜାର ଉଡାଣ ରଦ୍ଦ ହେବ । କହିବାକୁ ଗଲେ ସପ୍ତାହରେ…

କଂଗ୍ରେସରେ ‘ବିଗ୍‌ବସ୍‌-୧୧’ ଓ୍ୱିନର୍ ଶିଳ୍ପା ସିନ୍ଦେ, ମୁମ୍ବାଇରୁ ଲୋକସଭା ନିର୍ବାଚନ ଲଢିବେ

ଶିଳ୍ପା ସିନ୍ଦେ ଏହି ନା ତ ଆପଣ ନିଶ୍ଚିତ ଶୁଣିଥିବେ । ୧୯୯୯ ମସିହାରେ ଲୋକପ୍ରିୟ ସିରିୟଲ୍‌ ‘ଭାବିଜୀ ଘର୍‌ପେ ନେହିଁ ହେଁ’ରେ ଅଙ୍ଗୋରି ଭାବି ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ମୋହିଥିଲେ। ୨୦୧୬ ମସିହାରେ ସେ ସୋ’ ଛାଡ଼ି ଦେଇଥିଲେ। ୨୦୧୭ ମସିହା ଅକ୍ଟୋବରରେ ସେ ଟିଭି ରିୟଲିଟି ସୋ’…

ଭ୍ରୁଣ ହତ୍ୟା ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି , ଏବେ ଖବରଦାତାଙ୍କୁ ମିଳିବ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି

ଦିଲ୍ଲୀ : ୟୁପି ସରକାର ପରି ଦିଲ୍ଲୀ ସରକାର ମଧ୍ୟ କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ଏକ ଯୋଜନା ଆରମ୍ଭ କରିବେ। ଯୋଜନା ଅନୁସାରେ ଭ୍ରୁଣ ର ଲିଙ୍ଗ ଚିହ୍ନଟ କରୁଥିବା ନର୍ସିଙ୍ଗ ହୋମ୍ ଓ ଅଲଟ୍ରାସାଉଣ୍ଡ ସେଣ୍ଟର ସମ୍ପର୍କରେ ଯିଏ ସୂଚନା ଦେବ ସୂଚନା ଦାତାଙ୍କୁ ୨ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ…