ଭାରତରେ ଥିବା ପ୍ରସିଦ୍ଧ ୧୨ଟି ଜ୍ୟୋତିର୍ଲିଙ୍ଗ , ଜାଣନ୍ତୁ କେଉଁଠି ରହିଛନ୍ତି ଏହି ଶିବଲିଙ୍ଗ

ମହାଦେବ ଶିବ । ପାପୀଙ୍କ ବିନାସ କରିଥାନ୍ତି । ମହାଦେବଙ୍କୁ ତାଙ୍କ ଭକ୍ତମାନେ ଅଲଗା ଅଲଗା ନାମରେ ଡାକିଥାନ୍ତି । ତେବେ ଭାରତ ବର୍ଷରେ ଭଗବାନ ଶିବଙ୍କର ବହୁ ମନ୍ଦିର ରହିଛି । କିନ୍ତୁ ଏମିତି କିଛି ମନ୍ଦିର ଯାହା ବହୁ ପରିଚିତ ଏବଂ ୧୨ ଜୌର୍ତିଲିଙ୍ଗ ନାମରେ ପ୍ରସିଦ୍ଧ ଲାଭ କରିଛି । ତେବେ…

ନିଜ ଯବାନକୁ ବି ଚିହ୍ନି ପାରିଲେନି ପାକିସ୍ତାନୀ , ଭାରତୀୟ ଭାବି ପିଟିପିଟି ମାରିଦେଲେ

ନୂଆଦିଲ୍ଲୀ: ନିଜ ଗୋଡରେ ନିଜେ କୁରାଢି ମାରିଲା ପାକିସ୍ତାନ । ବିଶ୍ବାସଘାତକର ପରିଚୟ ପାଇଥିବା ପାକିସ୍ତାନ କିନ୍ତୁ ନିଜ ଦେଶର ପାଇଲଟକୁ ବଞ୍ଚାଇ ପାରିଲେନି। ନିଜ ଲୋକକୁ ମଧ୍ୟ ଚିହ୍ନି ପାରିଲେନି ପାକିସ୍ତାନୀ । ଭାରତୀୟ ଭାବି ଏମିତି ମାରିଲେ ଶେଷରେ ଜୀବନ ହାରିଲେ ଜଣେ ପାକିସ୍ତାନୀ ସୈନ୍ୟ ।…

ଆଇସିଆଇସିଆଇ-ଭିଡିଓକନ ଋଣ ଦୁର୍ନୀତି ମାମଲା , ଆଜି ଚନ୍ଦା କୋଚରଙ୍କୁ ଜେରା କରିବ ଇଡି

ମୁମ୍ବାଇ(କେନ୍ୟୁଜ୍) : ଆଇସିଆଇସିଆଇ- ଭିଡିଓକନ ଋଣ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ଜେରା। ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଚନ୍ଦା କୋଚରଙ୍କୁ ଆଜି ପଚରାଉଚୁରା କରିବାକୁ ଡାକିଛି ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ…

ପରିବାରରେ ଲାଗି ରହୁଛି କି କଳହ? ଥରେ ପରଖି ନିଅନ୍ତୁ ଆପଣଙ୍କ ଘରର ବାସ୍ତୁଦୋଷ

ଘରକୁ ସଜାଇବା ପାଇଁ ଆପଣ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଠାକୁର ଘର, ରୋଷେଇ ଘର ଏପରିକି ଗାଧୋଇବା ଘରକୁ ମଧ୍ୟ ଆପଣ ବାସ୍ତୁ ଅନୁସାରେ ହିଁ ତିଆରି କରିଥାନ୍ତି। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ତିଆରି ନକଲେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ। ଠିକ୍‌ ସେହିପରି…

ପୁଣି ଲେଉଟିବ କାଳବୈଶାଖୀ ବର୍ଷା ! ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି

ଭୁବନେଶ୍ବର(କେନ୍ୟୁଜ୍): ପୁଣି ହେବ କାଳବୈଶାଖୀ ବର୍ଷା। ଆସନ୍ତା ୪ ଓ ୫ ତାରିଖରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। କେତେକ ସ୍ଥାନରେ ବଜ୍ରପାତର ବି ଆଶଙ୍କା ‌ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା…

ଭାରତରେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ , ଷ୍ଟାଣ୍ଡାର୍ଡ ଅପରେସନ୍‌ ପ୍ରୋସିଜିୟର ଅନୁସାରେ ଆଜି ହେବ ସ୍ୱାସ୍ଥ୍ୟ ପରୀକ୍ଷା

ନୁଆଦିଲ୍ଲୀ(କେନ୍ୟୁଜ୍) : ଭାରତରେ ଓ୍ଵିଙ୍ଗ କମାଣ୍ଡ ଅଭିନନ୍ଦନ । ପାକିସ୍ତାନରୁ ସୁରକ୍ଷିତ ଭାବେ ଭାରତ ମାଟିରେ ପହଞ୍ଚିଛନ୍ତି ଅଭିନନ୍ଦନ ବର୍ତ୍ତମାନ । ଗତକାଲି ରାତି ପାଖାପାଖି ୯ଟା ୨୦ରେ ଭାରତୀୟ ସମୀରେ ପ୍ରବେଶ କରିଥିଲେ । ଏହା ପରେ ତାଙ୍କୁ ଅମୃତସର ନିଆଯାଇଥିଲା । ଏହା ପରେ ତାଙ୍କୁ…

ଭାରତରେ ଅଟକି ରହିଥିବା ପାକିସ୍ତାନୀ ଯାତ୍ରୀଙ୍କୁ ଖାଦ୍ୟ ବଣ୍ଟନ କଲା ପଞ୍ଜାବ ପୁଲିସ , ଯାହାକୁ ଟ୍ବିଟ୍ କରି ଜଣାଇଲା…

ଅମ୍ରିତସର : ଭାରତ-ପାକ୍‌ ଭିତରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ପଞ୍ଜାବ ପୁଲିସ୍‌ ଦେଖାଇଛି ମାନବିକତା । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ଭିତରେ ଫସି ରହିଥିବା ପାକିସ୍ତାନୀ ଯାତ୍ରୀମାନଙ୍କୁ ପଞ୍ଜାବ ପୁଲିସ୍‌ ଖାଦ୍ୟ ଦେଇଥିବା କଥା ପାକିସ୍ତାନର ଜଣାଣୁଣା ଖବରକାଗଜ…

ଏହି ୧୨ଟି କାରଣ ପାଇଁ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହେଲା ପାକିସ୍ତାନ

ଜନ୍ମମାଟିକୁ ଫେରିଲେ ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ । ଯାହାକୁ ମୁକ୍ତ କରିବାକୁ ବାଧ୍ଯ ହୋଇଛି ପାକିସ୍ତାନ । ଭାରତ-ପାକ୍‌ ସୀମାନ୍ତ ଅଟାରୀ ଓ୍ଵାଘା ବର୍ଡରରେ ପହଞ୍ଚିବା ସମୟରେ ସାରା ଦେଶ ଆନନ୍ଦରେ ଭରି ଉଠିଥିଲା । ତେବେ ଭାରତୀୟ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ…

୧୪ ବର୍ଷୀୟା ବାଳିକାର ବୟାନରେ ନିଜ ମା’ଙ୍କ ବର୍ବରତାର ସତ, ଘରକୁ ଫେରିବାକୁ କରିଦେଲା ମନା !

ଡେରାଡୁନ୍: ମୋ ମା’ ମତେ ବହୁତ ବର୍ବରତା ସହିତ ମାଡ ମାରନ୍ତି, ମତେ ଖାଇବାକୁ ମଧ୍ୟ ଦିଅନ୍ତି ନାହିଁ । ମୋ ସାନ ଭଉଣୀ ମଧ୍ୟ ମତେ ଭଲ ବ୍ୟବହାର କରେ ନାହିଁ, ସେ ମତେ ସର୍ବଦା ଧମକ ଦେଇଥାଏ । ବର୍ତ୍ତମାନ ମୁଁ ମୋ ମା’ ଏବଂ ମୋ ସାନ ଭଉଣୀ ପାଖରେ ରହିବାକୁ ଚାହୁଁନି । ଏଭଳି କିଛି ହୃଦୟ ବିଦାରକ…

ଆକାଶ ଅମ୍ବାନିଙ୍କ ପ୍ରି ୱେଡ଼ିଂ ପାର୍ଟି , ସାମିଲ ହେଲେ ବହୁ ନାମୀଦାମୀ ଫିଲ୍ମ ଷ୍ଟାର, କ୍ରିକେଟର୍ସ, ବିଜନେସ୍‌…

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଥିବାବେଳେ ବିବାହ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆସନ୍ତା ମାର୍ଚ୍ଚ ୯ରେ ଉଭୟ ଆକାଶ ଓ ଶ୍ଲୋକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏନେଇ ଏବେଠାରୁ…

୬ ଘଣ୍ଟାରୁ ଅଧିକ ସମୟ ବିମାନ ପାଇଁ ଅପେକ୍ଷା କରୁଛନ୍ତି କି? ତେବେ ଆପଣ ପାଇପାରିବେ ରିଫଣ୍ଡ କିମ୍ବା ଅଲଗା ବିମାନରେ…

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳଚଳ ମନ୍ତ୍ରୀ ସୁରେଶ ପ୍ରଭୂ ବୁଧବାର ଦିନ ପ୍ୟାସେଞ୍ଜର ମାନଙ୍କ ପାଇଁ ଏକ ଚାର୍ଟର ଜାରି କରିଛନ୍ତି । ଏଥିରେ ବିମାନ ଯାତ୍ରୀ ମାନଙ୍କ ଅଧିକାର ସମ୍ବନ୍ଧରେ ସୂଚନା ଦିଆଯାଇଛି । ଏହା ମୁତାବକ କୌଣସି ଫ୍ଳାଇଟ୍ ଯଦି ୬ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଡେରି ହେବାର…

କମିଲା Vivo Y91 ସ୍ମାର୍ଟଫୋନର ମୂଲ୍ୟ , ଏଥିରେ ରହିଛି ଡୁଆଲ୍ ରିୟର୍ କ୍ୟାମେରା

Vivo ନିଜର ନୁଆ ସ୍ମାର୍ଟଫୋନ୍ Vivo Y91 ର ମୂଲ୍ୟରେ ୧ହଜାର ଟଙ୍କା ହ୍ରାସ କରିଦେଇଛି । ଏହି ଫୋନକୁ ଚଳିତ ବର୍ଷ ଜାନୁଆରୀରେ ଭାରତରେ ଲଞ୍ଚ କରାଯାଇଥିଲା । Vivo Y91 ର ଖାସିୟତ୍ କଥା କହିବାକୁ ଗଲେ ଏଥିରେ ଡୁଆଲ୍ ରିୟର୍ କ୍ୟାମେରା ଏବଂ ୱାଟର ମାର୍କ ଡୋର ଡିସପ୍ଳେ ରହିଛି । ଭାରତରେ…