ଚନ୍ଦ୍ରପୃଷ୍ଠରେ ଅଙ୍କୁରିତ ହେଲା କପା ବୀଜ , ଫଟୋ ଜାରି କଲା ଚୀନ ମହାକାଶ ଏଜେନ୍ସି

ଚୀନ(କେନ୍ୟୁଜ୍) : ଚନ୍ଦ୍ରପୃଷ୍ଠରେ ବୃକ୍ଷରୋପଣ କରିବାରେ ସକ୍ଷମ ହୋଇଛି ଚୀନ। ମହାକାଶରେ ଜୈବିକ ସତ୍ତା ସମ୍ଭବ ନେଇ ଗତ ସପ୍ତାହରେ ଚୀନ ପ୍ରେରଣ କରିଥିଲା ଚାଙ୍ଗ-ଇ-୪ଯାନ। ଚୀନ ମହାକାଶ ଏଜେନସି ମଙ୍ଗଳବାର ଜାରି କରିଥିବା ଫଟୋରେ କପା ବୀଜ ଅଙ୍କୁରିତ ହୋଇଥିବା ଦେଖାଯାଇଛି। ପ୍ରଥମ ଥର ପାଇଁ…

ବିବାହ ପରେ ରଣବୀର ସିଂଙ୍କ ଉପରେ ଦୀପିକା ଲଗାଇଛନ୍ତି ଏହି ତିନୋଟି ବ୍ୟାନ୍‌

କେନ୍ୟୁଜ୍ : ବିବାହ ପରେ ରଣବୀର ସିଂ ଉପରେ ଦୀପିକା ଲଗାଇଛନ୍ତି ତିନୋଟି ବ୍ୟାନ୍‌ । ଯାହାର ଖୁଲାସା ନିଜେ ରଣବୀର କରିଛନ୍ତି । ବିଳମ୍ବିତ ରାତି ପର‌୍ୟ୍ୟାନ୍ତ ବାହାରେ ରହିବା , ନଖାଇ ଘରୁ ବାହାରିବା ଓ ଦୀପିକାଙ୍କ କଲ ନଉଠାଇବା ଉପରେ ବ୍ୟାନ ଲାଗିଛି । ଏହି ତିନୋଟି କଥାକୁ ରଣବୀର ବିବାହ ପରେ…

ବାହାଘରକୁ ନେଇ ମୁହଁ ଖୋଲିଲେ ଅଙ୍କିତା ଲୋଖଣ୍ଡେ

କେନ୍ୟୁଜ୍ : ବାହାଘରକୁ ନେଇ ମୁହଁ ଖୋଲିଲେ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ ଅପ ପରେ ବିଜନେସମ୍ୟାନ ଭିକି ଜୈନଙ୍କୁ ଅଙ୍କିତା ଡେଟ୍‌ କରୁଛନ୍ତି। ଖୁବ୍‌ ଶୀଘ୍ର ଦୁହେଁ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଅଙ୍କିତା କହିଛନ୍ତି ମୋର ବର୍ତ୍ତମାନ ବାହାହେବାର…

୮୦ ଦଶକ ତୁଳନାରେ ୬ ଗୁଣ ଅଧିକ ବେଗରେ ତରଳିବାରେ ଲାଗିଛି ଆଣ୍ଟାର୍କଟିକାରେ ବରଫ

ୱାସିଙ୍ଗଟନ୍ : ୧୯୮୦ ମସିହା ତୁଳନାରେ ଆଣ୍ଟାର୍କଟିକାରେ ବରଫ ୬ ଗୁଣା ଅଧିକ ତରଳିବାରେ ଲାଗିଛି । ଏକ ନୂଆ ଅଧ୍ୟୟନରୁ ଏହାର ଖୁଲାସା ହୋଇଛି । ବୈଜ୍ଞାନିକ ମାନେ ଉପରୁ ନେଇଥିବା ଫଟୋ, ଯାହା ଉପଗ୍ରହ ମେଜରମେଣ୍ଟ ଏବଂ କମ୍ପ୍ୟୁଟର ମଡେଲର ବ୍ୟବହାର କରି ଏହା ଜଣାବାକୁ ପାଇଛନ୍ତି କି ୧୯୭୯ ରୁ…

ତ୍ବଚା ଓ କେଶ ପାଇଁ ଘିଁକୁଆରୀ , ଜାଣନ୍ତୁ କଣ ରହିଛି ଏହାର ଔଷଧୀୟ ଗୁଣ

ଘିଁକୁଆରୀ ନା ଆପଣ ନିଶ୍ଚିତ ଶୁଣିଥିବେ ଏବଂ ଭିବିନ୍ନ ସମୟରେ ଏହାକୁ ବ୍ୟବହାର ମଧ୍ୟ କରିଥିବେ । ଏଥିରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି । ବଜାରରେ ଏହାର ବିଭିନ୍ନ ପଡକ୍ଟ ମଧ୍ୟ ଉପଲବ୍ଧ ହେଉଛି । ଏହି ଘିଁକୁଆରୀ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଆପଣଙ୍କ ତ୍ବଚା , କେଶ ସମେତ ଅନେକ…

ଗଧ କ୍ଷୀରରେ ସାବୁନ୍ ତିଆରି କରୁଛନ୍ତି ଏହି ମହିଳା ବ୍ୟବସାୟୀ , ଯାହାର ବିଦେଶରେ ରହିଛି ବହୁତ ଚାହିଦା

ଆପଣ ବିଭିନ୍ନ ପଶୁମାନଙ୍କ କ୍ଷୀରର ଉପକାରୀ ଗୁଣ ବିଷୟରେ ଜାଣିଥିବେ । କିନ୍ତୁ ଏବେ ଗଧର କ୍ଷୀର ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ମହିଳା ଚାଷୀ ଏହି କ୍ଷୀରକୁ ବ୍ୟବହାର କରି ନିଜର ଏକ ନୂତନ ପରିଚୟ ତିଆରି କରିଛନ୍ତି । ଏବେ ଏହି କ୍ଷୀରର ଚାହିଦା ବିଦେଶରେ ମଧ୍ୟ ପହଁଚିଲାଣି । ଏହାର ଉତ୍ପାଦନକୁ…

ଡାଇବେଟିସ୍ ରୋଗୀଙ୍କୁ ନୂଆ ଜୀବନ ଦେଇଥାଏ ଏହି ଫଳ , ୫ଟି ରୋଗ ପାଇଁ ଏହା ବରଦାନ

ପାଚିଲା କଦଳୀ ତ ସମସ୍ତେ ଖାଇଥାନ୍ତି ଏବଂ ଏହା ଖାଇବାର ଫାଇଦା ସମ୍ପର୍କରେ ମଧ୍ୟ ଜାଣିଛନ୍ତି । କିନ୍ତୁ କଣ ଆପଣ କଞ୍ଚା କଦଳୀ ଖାଆନ୍ତି କି? ହେଇପାରେ ଆପଣ ଏହାର ପକୋଡା, କୋପତା,ପରଠା କିମ୍ବା ତରକାରୀ ପ୍ରସ୍ତୁତ କରୁଥିବେ କିନ୍ତୁ ଏହା ଖାଇବା ଦ୍ବାରା ହେଉଥିବା ଫାଇଦା ସମ୍ପର୍କରେ ଆପଣ…

ଅଜବ ଲାଗୁ ଥିଲେ ବି ସତ : ନିଜ ଭାଇଙ୍କୁ ବିବାହ କଲେ ଦୁଇ ଉଭଣୀ , ଜାଣନ୍ତୁ ଘଟଣା ପଛର ପ୍ରକୃତ କାହାଣୀ

କରାଚୀ : ବିବାହ ଏକ ପବିତ୍ର ବନ୍ଧନ । ବିବାହକୁ ନେଇ ସବୁ ପୁରୁଷ ଏବଂ ନାରୀ ଦେଖିଥାନ୍ତି ଅସୁମାରି ସ୍ବପ୍ନ । ନିଜ ଜୀବନସାଥୀ କିପରି ହେବ ଏବଂ ତାକୁ ନେଇ କେମିତି ସଂସାର କରିବେ ସେଥିପାଇଁ ପରିବାର ଲୋକେ ମଧ୍ୟ ଏକ ଅକୁହା ଆଶା ନେଇ ଗୋଟେ ପର ଝିଅକୁ ନିଜର ବୋହୂ କରି ଆଣିଥାନ୍ତି । ଏବଂ ନିଜ…

ଶିକ୍ଷକଙ୍କ ପାଠପଢାର ଅଜବ ଶୈଳୀ ହେଲା ଭାଇରାଲ୍ : ଅମିତାଭ ବଚ୍ଚନ୍ ମଧ୍ୟ କଲେ ପ୍ରଶଂସା , ଦେଖନ୍ତୁ ଭିଡିଓ

ପିଲାଙ୍କୁ ନୂଆ ଭାଷା ଶିଖାଇବା ଏକ ସହଜ କାମ ନୁହେଁ । ଖାସ୍ କରି ସେହି ଭାଷା ଯଦି ମାତୃଭାଷାରୁ ଅଲଗା ହୋଇଥାଏ ତେବେ ଅସୁବିଧା କିଛି ମାତ୍ରାରେ ବଢିଯାଇଥାଏ । ଏହି ଅସୁବିଧାକୁ ସମାଧାନ କରିବା ପାଇଁ ବିହାରର ଜଣେ ଶିକ୍ଷକ ଛୁଆମାନଙ୍କୁ ଗୀତ ଗାଇ ଇଂରାଜୀ ଶିକ୍ଷା ଦେଉଛନ୍ତି । ନିକଟରେ ଭାଇରାଲ…

ବିଶ୍ବସ୍ତ ‘ଗୋଲୁ’ର ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ , କାନ୍ଦ ବୋବାଳିରେ ଫାଟିଲା ଗାଁଦାଣ୍ଡ

ପାଟନା : ଏହିପରି ଏକ ବିଚିତ୍ର ଶବ ଯାତ୍ରାରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ଏହି ଶବଯାତ୍ରା କୌଣସି ମଣିଷର ନୁହେଁ, ଏହା ହେଉଛି ଏକ କୁକୁରର । ଆଜ୍ଞା ହଁ, ବିହାରର ନବାଦା ସ୍ଥିତ ବାରାଡପାନଣ୍ଡ୍ୟା ଗାଁରେ ଏହି କୁକୁର ସମସ୍ତଙ୍କ ଗେହ୍ଲା ଥିଲା । କୁକୁରଟିକୁ ସମସ୍ତେ ଗୋଲୁ ବୋଲି ଡାକନ୍ତି ।…

ଜାଣି ରଖନ୍ତୁ ବାମକଡ ଲେଉଟାଇ ଶୋଇବାର ଫାଇଦା , ଆୟୁର୍ବେଦ ଅନୁସାରେ ଏହା ସବୁଠାରୁ ଭଲ

ନିତିଦିନିଆ ଜୀବନରେ କାର‌୍ୟ୍ୟ କରିବା ସହିତ ଶରୀରକୁ ଥକାପଣରୁ ରକ୍ଷା କରିବା ପାଇଁ ଆପଣମାନେ କିଛି ସମୟ ଆରାମ କରିଥାନ୍ତି । ତେବେ ଗୋଟେ ମଣିଷ ଗୋଟେ ଦିନରେ ପାଖାପାଖି ୮ଘଂଟା ଶୋଇବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ତେବେ ଏହି ଶୋଇବା କଥା ଆସିଲେ ପ୍ରତ୍ୟକ ମଣିଷ ଭିନ୍ନ…

ଅପରେସନ ଥିଏଟର ଭିତରେ କଳାକାରନାମା , ସିଭିଲ ସର୍ଜନ ଜଣେ ଷ୍ଟାଫ୍ ନର୍ସଙ୍କୁ ଚୁମ୍ବନ କରିବାର ଦୃଶ୍ୟ ହେଲା ଭାଇରାଲ୍

ଉଜୈନ : ଜଣେ ସିଭିଲ ସର୍ଜନ ଜଣେ ଷ୍ଟାଫ୍ ନର୍ସଙ୍କୁ ଚୁମ୍ବନ କରିବାର ଦୃଶ୍ୟ ହୋଇଛି ଭାଇରାଲ୍ । ଯାହା ଭାଇରାଲ ହେବା କ୍ଷଣି ଘଟଣାରେ ସଂପୃକ୍ତ ଥିବା ସର୍ଜନଙ୍କୁ ବହିଷ୍କାର କରାଯାଇଛି। ତେବେ ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜୈନ ଜିଲ୍ଲା ହସ୍ପିଟାଲରରେ । ଏହି ଘଟଣା ପରେ ଉଜୈନର…