Below header

୧୦ମ ପାସ୍ ପ୍ରାର୍ଥୀଙ୍କ ପାରା ମିଲିଟାରୀ ଫୋର୍ସରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

କର୍ମଚାରୀ ଚୟନ ଆୟୋଗ SSC GD Constable Recruitment 2021 ରେ ବମ୍ପର ନିଯୁକ୍ତି ହେଉଛି। ଏହି ପରୀକ୍ଷା ଦେଇ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପି, ଏସଏସବି, ଏନଆଇଏ, ଏସଏସ୍ଏଫ ଆସାମ ରାଇଫଲ୍ସରେ ରାଇଫଲମ୍ଯାନ ଭର୍ତ୍ତି ପଇଁ ୨୫ ମାର୍ଚ୍ଚ ପର୍ଯ୍ଯନ୍ତ ଅଧିକାରକ ୱେବସାଇଟ ssc.nic.in ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ପରୀକ୍ଷା ୨ ଅଗଷ୍ଟରୁ ୨୫ ଅଗଷ୍ଟ ମଧ୍ୟ କମ୍ପ୍ଯୁଟର ଆଧାରିତ ପରୀକ୍ଷାରେ ଆୟୋଜିତ କରାଯିବ।

୧୦ମ ପାସ୍ କରିଥିବା ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ କମ୍ପ୍ଯୁଟର ଟେଷ୍ଟ, ଫିଜିକାଲ ଏଫିସିଏନ୍ସ ଟେଷ୍ଟ, ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ଏବଂ ମେଡିକାଲ ଟେଷ୍ଟ ଆଧାରରେ କରାଯିବ। ଏଥିପାଇଁ ଲିଙ୍କ https://ssc.nic.in/SSCFileServer/PortalManagement/UploadedFile କୁ ଯାଇ ଅଧିକାରକ ନୋଟିଫିକେସନ ପଢିପାରିବେ।

job

ପଦବୀ ବିବରଣୀ:

କନେଷ୍ଟବଳ(GD)
ରାଇଫଲମ୍ଯାନ(GD)

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୦ ମେ ୨୦୨୧ ରହିଛି।

ଦରମା: ଇଚ୍ଛୁକ ପ୍ରାର୍ଥୀଙ୍କ ଦରମା ମାସିକ ୨୧୭୦୦-୬୯୧୦୦ ଟଙ୍କା

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୩ ବର୍ଷ ହୋଇଥିବା ଆବଶ୍ଯକ।

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ କମ୍ପ୍ଯୁଟର ପରୀକ୍ଷା ଅର୍ଥାତ୍ CBT ଆଧାରରେ ହେବ।

ଆବେଦନ ଶୁକ୍ଳ: ସାଧାରଣ ପୁରୁଷଙ୍କ ପାଇଁ ୧୦୦ ଟଙ୍କା ରହିଥିବା ବେଳେ ମହିଳା/ଏସି/ଏସଟି/ ପୂର୍ବତନ ସୈନକଙ୍କ ପାଇଁ କେସଣସି ଶୁଳ୍କ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.