ଡାକ ବିଭାଗରେ ଡାଇରେକ୍ଟ ଏଜେଣ୍ଟ ପାଇଁ ଖାଲିପଡିଛି ପଦବୀ, ଏମିତି କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଖାଲି ପଡିଛି ଚାକିରି। ଭାରତୀୟ ଡାକ ବିଭାଗ ସୋଲନ ମଣ୍ଡଳରେ ଡାକ ଜୀବନ ବୀମା ଏବଂ ଗ୍ରାମୀଣ ଡାକ ଜୀବନ ବୀମା ଡାଇରେକ୍ଟ ଏଜେଣ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରିନିଅନ୍ତୁ। ଏହି ପଦରେ ଆବେଦନ କରିବାର ଶେଷ ତାରିଖ ୨୮ ଡିସେମ୍ବର ରହିଛି। ଅଧିକ୍ଷକ ଡାକଘର ସୋଲନ ମଣ୍ଡଳ କାର୍ଯ୍ଯାଳୟକୁ ଯାଇ ସ୍ପିଡପୋଷ୍ଟ ଜରିଆରେ ଆବେଦନ ପତ୍ର ଜମା କରିପାରିବେ।

ଶିକ୍ଷାଗତ ଯୋଗ୍ଯତା: ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୧୦ମ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା: ଆବେଦନକାରୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୫୦ ବର୍ଷ ହୋଇଥିବା ଜରୁରୀ।

job

ଏହା ବିଷୟରେ ଅଧିକ ଜାଣିବା ପାଇଁ www.hppostalcircle.gov.in କୁ ଯାଇ ଅଧିକ ବିବରଣୀ ହାସଲ କରିପାରିବେ। ନଚେତ ସୋଲନ ଅଫିସିକୁ ଫୋନ ନଂ- ୦୧୭୯୨-୨୨୩୮୫୦,୦୧୭୯୨-୨୨୫୨୯୩ ଫୋନ କରି ଅଧିକ ତଥ୍ଯ ହାସଲ କରିପାରିବେ।

 

https://hppostalcircle.gov.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.