Below header

୧୦ମ ପାସ୍ କରିଥିଲେ ବିନା ପରୀକ୍ଷାରେ ପାଇପାରିବେ ଅଏଲ ଇଣ୍ଡିଆରେ ଚାକିରି, କେବଳ କରିବାକୁ ହେବ ଏହି କାମ

ଅଏଲ ଇଣ୍ଡିଆ ଲିମିଡେଟ୍ ପକ୍ଷରୁ ଖାଲିପଡିଛି ଆସିଷ୍ଟାଣ୍ଟ ମେକାନିକ ଏବଂ ଅନ୍ଯ ପଦବୀ। ଇଣ୍ଟରଭ୍ଯୁ ଜରିଆରେ ଆବେଦନ ଗ୍ରହଣ କରାଯାଉଛି। ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଧିକାରଣ ୱେବସାଇଟ oil-india.comକୁ ଯାଇ ଆବେଦନ କରିପାରିବ।

ଏହାଛଡା ସିଧାସଳଖ ଲିଙ୍କରେ କ୍ଲିକ କରି ଏହି ପଦ ପାଇଁ ଆବେଦନ କରିପାରିବେ। ଇଣ୍ଟରଭ୍ଯୁ ମଇ ୨୪ ତାରିଖରୁ ଆରମ୍ଭ ହୋଇ ଜୁନ ୨୨ ପର୍ଯ୍ଯନ୍ତ ଚାଲିବ।

ପଦବୀ ବିବରଣୀ: ୧୧୯

ଇଣ୍ଟରଭ୍ଯୁ ତାରିଖ:

ଡ୍ରିଲିଂ ହେଡମ୍ଯାନ: ୨୪ ମଇ
ଡ୍ରିଲିଂ ରେଗମ୍ଯାନ: ୨୭ ମଇ
ଇଲେକ୍ଟ୍ରିକାଲ ସୁପରଭାଇଜର: ୩୧ ମଇ
କେମିକାଲ ଆସିଷ୍ଟାଣ୍ଟ: ୩ ଜୁନ୍
ଆସିଷ୍ଟାଷ୍ଟ ରିଗ୍ ଇଲେକ୍ଟ୍ରିସିଆନ: ୭ ଜୁନ
ଡ୍ରିଲିଂ ଟପମ୍ଯାନ: ୧୦ ଜୁନ
ଆସିଷ୍ଟାଣ୍ଟ ମେକାନିକ(ପମ୍ପ): ୧୪ ଜୁନ
ଗ୍ଯାସ ଲୋଗର: ୧୭ ଜୁନ
ଆସିଷ୍ଟାଣ୍ଟ ମେକାନିକ- ICE: ୨୨ ଜୁନ୍

ଶିକ୍ଷାଗତ ଯୋଗ୍ଯତା: ଆବେଦନକାରୀ ୧୦ମ ପାସ୍ କରିଥିବା ଆବଶ୍ଯକ। ଏହା ସହିତ ନୋଟିଫିକେସନରେ ଦିଆଯାଇଥିବା ସମ୍ବନ୍ଧୀତ ବିଷୟ କିମ୍ବା ଟ୍ରେଡରେ କାମ କରିବାର ଅଭିଜ୍ଞତା ଥିବା ଦରକାର।

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ପ୍ରାକ୍ଟିକାଲ ଏବଂ ସ୍କିଲ ଟେଷ୍ଟ ସହିତ ବ୍ଯକ୍ତିଗତ ମୂଲ୍ଯାଙ୍କନ ମାଧ୍ୟମରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.