Below header

BPSC ରେ ସରକାରୀ ଚାକିରି ପାଇବାର ସୁଯୋଗ, ଜଲଦି କରନ୍ତୁ ଆବେଦନ

ବିହାର ଲୋକସେବା ଆୟୋଗରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ସହାୟକ ଅଭିଯାନ ଅଧିକାରୀ (APO) ର ଅନେକ ପଦବୀରେ ଆବେଦନ କରିପାରିବେ। ଏହି ଆବଦେନ ପ୍ରକ୍ରିୟା ଆବେଦନକାରୀଙ୍କ ପାଇଁ ଗତ ୬ ମାର୍ଚ୍ଚ ନିର୍ଦ୍ଦାରିତ କରାଯାଇଥିବା ବେଳେ ବର୍ତ୍ତମାନ ଏହି ତାରିଖକୁ ବଢାଇ ୧୯ ମାର୍ଚ୍ଚ କରାଯାଇଛି। ଅର୍ଥାତ ଆବେଦନକରବିା ପାଇଁ ଆଜି ହିଁ ଶେଷ ତାରିଖ।

biharଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାନରୁ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ପଦବୀ ନାମ ଏବଂ ପଦ ସଂଖ୍ୟା

ସହାୟକ ଅଭିଯୋଜନା ଅଧିକାରୀ (APO)- ୫୫୩

bihar-ବୟସ ସୀମା

ପୁରୁଷମାନଙ୍କ ନ୍ୟୁନତମ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ସୀମା ୩୭ ନିର୍ଦ୍ଦାରିତ କରାଯାଇଛି।
ମହିଳାମାନଙ୍କ ନ୍ୟୁନତମ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ସୀମା ୪୦ ବର୍ଷ ହୋଇଥିବା ଆବଶ୍ୟକ।

BPSCଏପରି କରନ୍ତୁ ଆବେଦନ

ଆବେଦନକାରୀ ଆବଦେନ ପ୍ରକ୍ରିୟା ପୂରଣ କରିବା ପାଇଁ ସର୍ବପ୍ରଥମେ ଅଧିକାରୀକ େଓ୍ଵବସାଇଟ୍‌ କୁ ଯାଇ ଜାରି କରାଯାଇଥିବା ସୂଚନାକୁ ପଢନ୍ତୁ। ଏହାପରେ ଜାରି କରାଯାଇଥିବା ନିଦେର୍ଶ ଅନୁଯାୟୀ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ ଏବଂ ଶେଷର ଏହାର ଏକ ପ୍ରିଣ୍ଟଆଉଟ୍‌ ନିଜ ପାଖରେ ରଖନ୍ତୁ।

ଚୟନ ପ୍ରକ୍ରିୟା

ଆବଦେନକାରୀଙ୍କ ଚୟନ ପ୍ରକ୍ରିୟା ପ୍ରାରମ୍ଭିକ ଲିଖିତ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.