Below header

କରୋନା ନେଇ ସତର୍କତା: ଆଜିଠୁ ରାଜଧାନୀରେ ସନ୍ଧ୍ୟା ପରେ ବନ୍ଦ ହେବ ସମସ୍ତ ହାଟ, ବିଏମ୍‌ସି ପକ୍ଷରୁ କଟକଣା ଜାରି

ଭୁବନେଶ୍ବର: କରୋନା ନେଇ ସତର୍କତା । ଆଜିଠୁ ରାଜଧାନୀରେ ସନ୍ଧ୍ୟା ପରେ ବନ୍ଦ ହେବ ହାଟ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ସମସ୍ତ ହାଟ ଖୋଲା ରହିବ । କରୋନା ସତର୍କତା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଆଜିଠୁ ଏହି ନିୟମ ଲାଗୁ ହେବ । ୟୁନିଟ-୧, ୟୁନିଟ-୨, ରୁଚିକା ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ ଓ ଡମଣା ହାଟ ବନ୍ଦ ରହିବ । ସନ୍ଧ୍ୟା ସମୟରେ ହାଟରେ ଭିଡ ନିୟନ୍ତ୍ରଣ କରିବା ପାଇଁ ବିଏମ୍‌ସି ପକ୍ଷରୁ ଏଭଳି କଟକଣା ଲଗାଇଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.