Below header

ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ବ୍ୟାଙ୍କ ଅଫ୍‌ ଇଣ୍ଡିଆ (BOI)ରେ ଅନେକ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଛୁକ ଆବେଦନକାରୀ ବ୍ୟାଙ୍କରେ ନିଯୁକ୍ତି ଚାହୁଁଥିଲେ ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ଜରୁରୀ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୬ ସେପ୍ଟେମ୍ବର ୨୦୨୦

ଅନଲାଇନ୍‌ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୩୦ ସେପ୍ଟେମ୍ବର ୨୦୨୦

job boiପଦବୀ ନାମ ଏବଂ ପଦ ସଂଖ୍ୟା:

ଅର୍ଥଶାସ୍ତ୍ରୀ (ସ୍କେଲ-IV), ରିସ୍କ ମ୍ୟାନେଜର, କ୍ରେଡିଟ ଏନାଲିଷ୍ଟ, ଆଇଟି ଡାଟା ଆନାଲିଷ୍ଟ ସମେତ ଅନେକ ପଦବୀରେ ନିଯୁକ୍ତି ଜାରି।
ସମୁଦାୟ ୨୧୪ ପଦବୀରେ ନିଯୁକ୍ତି ଜାରି।

ଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ ଅଫିସିଆଲ େଓ୍ଵବସାଇଟ ଜରିଆରେ ଜାରି କରାଯାଇଥିବା ସୂଚନା ସମ୍ପର୍କରେ ଅବଗତ ହେବା ପରେ ଜାରି କରାଯାଇଥିବା ନିର୍ଦେଶ ଅନୁଯାୟୀ ଆବେଦନ ପ୍ରକ୍ରିୟା ଆସନ୍ତା ୩୦ ସେପ୍ଟେମ୍ବର ପୂର୍ବରୁ ପୂରଣ କରନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଅନଲାଇନ୍‌ ଟେଷ୍ଟ, ଜିଡି ଏବଂ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.