BECIL ରେ ଖାଲିପଡିଛି ଡାଟା ଏଣ୍ଟ୍ରି ଅପରେଟର, ସୁପର ଭାଇଜର ସମେତ ଅନେକ ପଦବୀ, ଏମିତି କରନ୍ତୁ ଆବେଦନ
ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ(BECIL) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏହା ଅଧିନରେ ଡାଟା ଏଣ୍ଟ୍ରି ଅପରେଟର, Supervisor ସମେତ ଅନେକ ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୭ ଅକ୍ଟୋବର ପର୍ଯ୍ଯନ୍ତ ଆବେଦନ କରିପାରିବେ।
ଏଠାରେ ୧୦୨ଟି ପଦବୀ ଖାଲି ପଡିଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଭଲ ଭାବେ ପଢନ୍ତୁ। ଏହି ପଦବୀ ସହିତ ଜରୁରୀ ଶିକ୍ଷାଗତ ଯୋଗ୍ଯତା, ଅଭିଜ୍ଞତା ଏବଂ ବୟସ ସୀମାକୁ ଭଲ ଭାବେ ପଢିନିଅନ୍ତୁ।
ପଦବୀ ବିବରଣୀ: ୧୦୨
ଆପାରଣ୍ଟିସ: ୬୭
ଡାଟାଏଣ୍ଟ୍ରି ଅପରେଟର: ୭
ପର୍ଯ୍ଯବେକ୍ଷକ: ୧୯
ସିନିଅର ସୁପରଭାଇଜର: ୯
ଆବେଦନ କରିବାର ଶେଷ ତାରିଖ: ୭ ଅକ୍ଟୋବର ୨୦୨୧
ଶିକ୍ଷାଗତ ଯୋଗ୍ଯତା: ଅଲଗା ଅଲଗା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରଣ କରାଯାଇଛି।
ଚୟନ ପ୍ରକ୍ରୟା: ଜାରି ହୋଇଥିବା ନୋଟିଫିକେସନ ମୁତାବକ, ସୁପରଭାଇଜର ଏବଂ ଇନଭେଷ୍ଟିଗେଟର ପଦବୀ ପାଇଁ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯିବ। ଅନ୍ଯ ପୋଷ୍ଟ ପାଇଁ ଚୟନ ସାକ୍ଷାତକାର ମାଧ୍ୟମରେ ହେବ।
କେମିତି କରିବେ ଆବେଦନ:
ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ becil.comକୁ ଯାଇ ଅନଲାଇନ ଆବେଦନ କରିପାରିବେ।
ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:
https://www.becil.com/uploads/vacancy/dc16b4a3c65ab4be9fa87b53dcf42fda.pdf