ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ପରେ ଗେଙ୍ଗୁଟି ନଦୀବନ୍ଧରେ ୨୦୦ ଫୁଟର ଫାଟ

ଭଦ୍ରକ(କେନ୍ଯୁଜ୍): ଗେଙ୍ଗୁଟି ନଦୀବନ୍ଧରେ ୨୦୦ ଫୁଟର ଫାଟ । ଲଗାଣ ବର୍ଷା ଓ ବନ୍ୟା ପରେ ଫାଟୁଛି ନଦୀବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ମଲିକ ସାହି ଠାରେ ଥିବା ଗେଙ୍ଗୁଟି ନଦୀରେ ଫାଟ ସୃଷ୍ଟି ହୋଇଛି ।

ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ନଦୀବନ୍ଧ ଫାଟିବା ସହ ବନ୍ଧ ଧସିଥିଲା । ବନ୍ଧ ମରାମତି ବେଳେ ନୂଆ ମାଟି ପକାଇବା ସହ ଠିକ୍‌ ଭାବେ ରୋଲିଂ ହେଉନଥିବାରୁ ଫାଟ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.