Below header

ଖାଲି ପଡିଥିବା ୧,୪୦୨ ପଦ ପାଇଁ ହେବ ଭର୍ତ୍ତି, ଜଲଦି କରନ୍ତୁ ଆବେଦନ

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟେଣ୍ଟସ୍‌ ଲିମିଟେଡ୍‌ (BECIL)ରେ ଅନେକ ପଦରେ ଭର୍ତ୍ତି ହେବାକୁ ଯାଉଛି। ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥି ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ଆଶାୟୀଯୋଗ୍ୟ ପ୍ରାର୍ଥି ତୁରନ୍ତ ହିଁ ଆବେଦନ ପ୍ରକ୍ରୀୟା ପୂରା କରନ୍ତୁ।

ବୟସ ସୀମା

ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛା କରୁଥିବା ଆଶାୟୀ ପ୍ରାର୍ଥିଙ୍କରଳ ନ୍ୟୁନତମ ବୟସ ୧୮ ବର୍ଷ ଏବଂ ଅଧିକତମ ବୟସ ୪୫ ବର୍ଷ ପଯ୍ୟର୍ନ୍ତ ନିର୍ଦ୍ଧାରିତ ହୋଇଛି।

ଶିକ୍ଷାଗତ ଯୋଗ୍ୟତା

କୌଣସି ମାନ୍ୟତା ପ୍ରାପ୍ତ ଏନସିବିଟି କିମ୍ବା ଏସସିବିଟିରୁ ଇଲେକଟ୍ରିକାଲ ଟ୍ରେଣ୍ଡ କିମ୍ବା ଚେୟାରମ୍ୟାନରେ ଆଇଟିଆଇରେ କିମ୍ବା ଇଞ୍ଜିନିୟରିଂରେ ଉଚ୍ଚ ଟେକନିକୀ ଡିଗ୍ରୀ/ଡିପ୍ଲୋମା ହେବା ଆବଶ୍ୟକ। ଏହାସହିତ ଆପଣ କିଛି ସୂଚନା ବିଷୟରେ ଜାଣିବା ପାଇଁ ଆପଣ ଏହାର ନୋଟିଫିକେସନ ଦେଖିପାରିବେ।

ପଦ ନାମ                       ପଦ ସଂଖ୍ୟା

ସ୍କିଲଡ୍‌ ମ୍ୟାନପାଓ୍ଵାର           ୧,୪୦୨

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ – ୦୮ ନଭେମ୍ବର ୨୦୧୯

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ – ୧୮ ନଭେମ୍ବର ୨୦୧୯

ଆବେଦନ ପ୍ରକ୍ରୀୟା

ଆଶାୟୀ ପ୍ରାର୍ଥୀ ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟସ୍‌ ଇଣ୍ଡିଆ ଲିମିଟେଡର ଅଫିସିଆଲ େଓ୍ଵବସାଇଟ ମାଧ୍ୟମରେ ୧୮ ନଭେମ୍ବର ୨୦୧୯ ପଯ୍ୟର୍ନ୍ତ ଅନଶଲାଇନ୍‌ ଆବେଦନ କରିପାରିବେ।

ଚୟନ ପ୍ରକ୍ରୀୟା

ଆଶାୟୀ ପ୍ରାର୍ଥିଙ୍କୁ ସାକ୍ଷାତକାର ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.