NIA ରେ ଖାଲିପଡିଛି ପଦବୀ, ୧୦ମ ପାସ୍ ଠାରୁ ପିଏଚ୍ଡି କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ମେଡିକାଲ ପଢିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ଆସିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଆର୍ୟୁବେଦ ଜୟପୁରରେ ଚାକିରି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅଧିନରେ ସଂସ୍ଥାରେ ବିଭିନ୍ନ ପଦବୀ ଖାଲି ପଡିଛି । ଏହି ପଦବୀରେ ଆବେଦନ ପ୍ରକ୍ରିୟା…