NHPC ରେ ଖାଲିପଡିଛି ଅନେକ ପଦବୀ, ଦରମା ୫୦ ହଜାରରୁ ଆରମ୍ଭ

ଯଦି ଆପଣ ଇଂଜିନିୟରିଂ ପଢି ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ ପାଓ୍ଵର କର୍ପୋରେସନ ଲିମିଟେଡ (NHPC) ରେ ଖାଲିପଡିଛି ଅନେକ ପଦବୀ। ସରକାରଙ୍କ ମିନି ରତ୍ନ କମ୍ପାନୀ ହେଉଛି NHPC । ଏଠାରେ ୮୬ ପଦବୀ ଖାଲିପଡିଛି, ଯାହା ପାଇଁ କମ୍ପାନୀ ପକ୍ଷରୁ ଆବେଦନପତ୍ର ଗ୍ରହଣ କରାଯାଇଛି। ଏହି ଖାଲିପଡିଥିବା ପଦବୀ ପାଇଁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ।

ପଦବୀ :

ଟ୍ରେନି ଇଂଜିନିୟର(ସିଭିଲ) : ୩୦
ଟ୍ରେନି ଇଂଜିନିୟର( ମେକାନିକାଲ) : ୨୧
ଟ୍ରେନି ଅଫିସର (ଏଚଆର) :୫
ଟ୍ରେନି ଅଫିସର(ଲ) :
ଟ୍ରେନି ଅଫିସର (ଫାଇନାନ୍ସ) : ୨୨

44

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ତାରିଖ ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୮ ସେପ୍ଟେମ୍ବର ରହିଛି।

ବେତନ : ୫୦,୦୦୦/୧,୬୦,୦୦୦ ଟ.

ବୟସ ସୀମା : ସର୍ବାଧିକ ୩୦ ବର୍ଷ

ଅଧିକ ଜାଣିବା ପାଇଁ ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ www.nhpcindia.com େଓ୍ଵବସାଇଟକୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.