NTPC ରେ ଏକ୍ଜୁକ୍ଯୁଟିଭ ଏବଂ ସିନିଅର ଏକ୍ଜୁକ୍ଯୁଟିଭ ପଦବୀ ଖାଲି, ଆପ୍ଲାଏ କରିବା ପାଇଁ କ୍ଲିକ କରନ୍ତୁ @ntpc.co.in

Ntpc ରେ ଏକ୍ଜୁକ୍ଯୁଟିଭ ଏବଂ ସିନିଅର ଏକ୍ଜୁକ୍ଯୁଟିଭ ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବିଭାଗର ଅଫସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଷ୍ଟାଟସ ୱେବସାଇଟ @ntpc.co.in କୁ ଯାଇ ମଧ୍ୟ ଦେଖିପାରିବେ।

ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୬ ଅଗଷ୍ଟ ରହିଛି। ଆବେଦନ କରିବାକୁ ଇଚ୍ଛା ରଖିଥିବା ଅଭ୍ଯାର୍ଥୀ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆବେଦନ କରିନ୍ତୁ।

ପଦବୀ ବିବରଣୀ: ୨୨

ବୟସ ସୀମା: ଏକ୍ଜକ୍ଯୁଟିଭ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇନଥିବ। ସେହିଭଳି ସିନିଅର ଏକ୍ଜୁକ୍ଯୁଟିଭ ପଦରେ ଆବେଦନ କରିବାକୁ ଥିବା ଆବେଦକଙ୍କ ବୟସ ୫୬ ବର୍ଷରୁ ଅଧିକ ହୋଇନଥିବା ଜରୁରୀ। ଅଧିକ ଜାଣିବା ପାଇଁ ନୋଟିଫିକେସନ ଯାଇ ଦେଖିପାରିବେ।

ଶିକ୍ଷାଗତ ଯୋଗ୍ଯତା: ଏକ୍ଜକ୍ଯୁଟିଭ ପଦବୀରେ ଆବେଦନ କରିବା ପାଇଁ ଅଭ୍ଯାର୍ଥୀଙ୍କ ପାଖରେ ଟେକ୍ନୋଲୋଜିରେ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ୬୦ ପ୍ରତିଶତ ମାର୍କ ସହିତ ଇଂଜିନିୟରିଂରେ ବ୍ଯାଚଲର ଡିଗ୍ରୀ ରହିଥିବା ଜରୁରୀ। ଏହାଛଡା ଏମଟେକ ଏବଂ ପିଏଚଡି ଡିଗ୍ରୀ ମଧ୍ୟ ରହିଥିବା ଜରୁରୀ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ଯ ଅଭ୍ଯାର୍ଥୀ ବିଭାଗର ଅଫିସିଆଲ ୱେବସାଇଟ @ntpc.co.inକୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.