ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ ଆସିଷ୍ଟାଣ୍ଟ ଖାଲିପଡିଛି ଆସିଷ୍ଟାଣ୍ଟ କୋଚ ପଦବୀ, ମାସକୁ ଦରମା ଦେଢ ଲକ୍ଷରୁ ଅଧିକ

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଖୁସି ଖବର। SAIରେ ଆସିଷ୍ଟାଣ୍ଟ କୋଚ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୧୦ ଅକ୍ଟୋବର ୨୦୨୧ ପର୍ଯ୍ଯନ୍ତ ରହିଛି।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ http://www.sportsauthorityofindia.nic.in/sai/latest-information/#job-opportunities କ୍ଲିକ କରି ଏହି ପଦ ପାଇଁ ଆବେଦନ କରିପାରିବେ। ଏହାସହିତ ଲିଙ୍କ http://www.sportsauthorityofindia.nic.in/sai/public/assets/jobs/1629970227_Detailed%20advt.%20for%20Asstt ଜରିଆରେ ଅଧିକାରକ ନୋଟିଫିକେସନ ଦେଖିପାରିବେ।

ପଦବୀ ବିବରଣୀ:

ଆସିଷ୍ଟାଣ୍ଟ କୋଚ: ୨୨୦

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୨୭ ଅଗଷ୍ଟରୁ ଆରମ୍ଭ ହୋଇ ୧୦ ଅକ୍ଟୋବରରେ ଶେଷ ହେବ।

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ଭାରତୀୟ/ ବିଦେଶ ୟୁନିଭରସିଟି କିମ୍ବା ଅଲିମ୍ପିକ୍ସ/ ଅର୍ନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଦ୍ରୋଣାଚାର୍ଯ୍ଯ ପୁରସ୍କାର ବିଜେତାକୁ କୋଚିଂରେ ଡିପ୍ଲୋମା କରିଥିବା ଜରୁରୀ। ଏହସହିତ ୩ ବର୍ଷର କୋଚିଂ ଅନୁଭବ ରହିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ୧୦ ଅକ୍ଟୋବର ୨୦୨୧ ମଧ୍ୟରେ ୪୦ ବର୍ଷ ହୋଇଥିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.