Below header

ବିନା ପରୀକ୍ଷାରେ DTC ରେ ମିଳିବ ଚାକିରି, ୧୦ମ ପାସ୍‌ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଦିଲ୍ଲୀ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଦିଲ୍ଲୀ ପରିବହନ ନିଗମରେ ନିଯୁକ୍ତି ସୁଯୋଗ। ଡିଟିସି ତରଫରୁ ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ଡିଟିସିର ଅଫିସିଆଲ ୱେବ୍‌ସାଇଟ୍‌ dtc.nic.inକୁ ଯାଇ ଆପ୍ଲାଏ କରିପାରିବେ। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୧।

ପଦ ନାମ: ଡ୍ରାଇଭର

ଯୋଗ୍ୟତା: ଦଶମ ପାସ୍‌

ଅଭିଜ୍ଞତା: ୩ ବର୍ଷର ହେଭି ଟ୍ରାନ୍ସପୋର୍ଟ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ

ବୟସ: ୫୦ ବର୍ଷ

ଜରୁରୀ କାଗଜ ପତ୍ର: ଆଧାର କାର୍ଡ, ମାଟ୍ରିକ୍‌ ସାର୍ଟିଫିକେଟ୍‌, ବୈଧ ଏଚ୍‌ଏମ୍‌ବି ଡ୍ରାଇଭିଂ ଲାଇସେନ୍ସ, ଜାତିଗତ ପ୍ରମାଣ ପତ୍ର, ପାନ୍‌ କାର୍ଡ

ଅଧିକ ବିବରଣୀ ପାଇଁ dtc.nic.in ର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.