କୋଭିଡ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର(କେ ନ୍ୟୁଜ): କୋଭିଡ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ନନ୍ଦନକାନନ ପ୍ରସଙ୍ଗ ନେଇ ବାର୍ତ୍ତା ଦେବାକୁ ଭୁବନେଶ୍ୱର ନନ୍ଦନକାନନ ନିକଟରେ ଗଣମାଧ୍ୟମକୁ ଡାକିଥିଲେ ସୁର ରାଉତରାୟ । ସୁରଙ୍କୁ ଭେଟିବାକୁ ଆସି ଭିଡ଼

SURA ROUTRAY

ଜମାଇଥିଲେ ସ୍ଥାନୀୟ ଲୋକେ । ଗହଳି ବଢିବାରୁ ଘଟଣାସ୍ଥଳରେ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ପହଞ୍ଚିଥିଲେ । ଏପରିକିି ଫାଇନ ଆଦାୟ ମଧ୍ୟ କରିଥିଲେ । କୋଭିଡ ନିୟମ ଉଲଂଘନ ଅଭିଯୋଗ ଫାଇନ ଆଦାୟ ହୋଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.