Browsing Tag

sura raoutray

ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି, ଜାଣିଶୁଣି କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି: ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍): ମୋ ବିରୋଧରେ ଚକ୍ରାନ୍ତ କରାଯାଇଛି । ଜାଣିଶୁଣି ମତେ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ମୁଁ କେଉଁ ନେତାଙ୍କ ବିରୋଧରେ କିଛି କହିନାହିଁ । କାରଣ ଦର୍ଶାଅ ନୋଟିସର କାଲି ମୁଁ ଉତ୍ତର ରଖିବି । ଯଦି ମୋ…

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସୁର ରାଉତରାୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ଗୁଜବ

ଭୁବନେଶ୍ୱର(କେନ୍ୟୁଜ୍): ସୁରଙ୍କ ନାଁରେ ଗୁଜବ। ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସୁର ରାଉତରାୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ଗୁଜବ। ତେବେ ଯେଉଁ ଗଣମାଧ୍ୟମ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି ତା ବିରୋଧରେ ଆଇନଗତ ଆଶ୍ରୟ ନେବେ ବୋଲି କହିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ…

କୋଭିଡ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର(କେ ନ୍ୟୁଜ): କୋଭିଡ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ନନ୍ଦନକାନନ ପ୍ରସଙ୍ଗ ନେଇ ବାର୍ତ୍ତା ଦେବାକୁ ଭୁବନେଶ୍ୱର ନନ୍ଦନକାନନ ନିକଟରେ ଗଣମାଧ୍ୟମକୁ ଡାକିଥିଲେ ସୁର ରାଉତରାୟ । ସୁରଙ୍କୁ ଭେଟିବାକୁ ଆସି ଭିଡ଼ ଜମାଇଥିଲେ ସ୍ଥାନୀୟ ଲୋକେ ।…

ଆଜି ବିଧାନସଭା ପରିସରରେ ଟିକା ନେଉଛନ୍ତି ବରିଷ୍ଠ ବିଧାୟକ

ଭୁବନେଶ୍ବର: ବିଧାନସଭା ପରିସରରେ ଟିକା ନେଉଛନ୍ତି ବରିଷ୍ଠ ବିଧାୟକ । ଆଜି ବିଧାୟକ ଅମର ଶତପଥୀ, ସୁର ରାଉତରାୟ, ଅରବିନ୍ଦ ଢାଲି, ଶ୍ରୀକାନ୍ତ ସାହୁ, ଅହିରାଜ ପାଣିଗ୍ରାହୀ ପ୍ରମୁଖ ଟିକା ନେଇଛନ୍ତି । କ୍ୟାପିଟାଲ ହସ୍‌ପିଟାଲରୁ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଟିକା ଦେଉଛନ୍ତି ।…

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସୁର ରାଉତରାୟଙ୍କ ଠାରୁ ଫାଇନ କାଟିଲା କମିଶନରେଟ ପୋଲିସ, କରିଥିଲେ ଏହି ଭୁଲ୍

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କମିଶନରେଟ ପୋଲିସର  ଫାଇନ। କରୋନା  କଟକଣା  ବେଳେ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରି ବିକ୍ଷୋଭ କରିଥିବାରୁ ତାଙ୍କୁ ୫୦୦ ଟଙ୍କା   ଫାଇନ ପଡିଛି। କରୋନାର ପରିଚାଳନା ଗତ ବିଫଳତାକୁ ନେଇ କଂଗ୍ରେସ ସମେତ ରାଜ୍ୟର ବିଭିନ୍ନ ବିରୋଧୀ ଦଳ ନେତା…