ଗୋଏୟାର ଆଣିଛି ଶସ୍ତାରେ ବିମାନ ଯାତ୍ରା କରିବାର ମଉକା, ଜାଣନ୍ତୁ କଣ ରହିଛି ଅଫର

ନୂଆଦିଲ୍ଲୀ : ବଜେଟ ବିମାନ କମ୍ପାନୀ ଗୋଏୟାର ଘରୋଇ ରୁଟ୍ସ ମାନଙ୍କରେ ଶସ୍ତା ବିମାନ ଯାତ୍ରାର ଅଫର ଆଣିଛି । ବିମାନ ଟିକେଟର ପ୍ରାରମ୍ଭିକ ମୂଲ୍ଯ ୧,୩୭୫ ଟଙ୍କା ରହିଛି। ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ୧୬ ମେରେ ଟିକେଟ ବୁକ୍ କରିବାକୁ ପଡିବ। ଏହି ଅବଧି ମଧ୍ୟରେ ବୁକ କରାଯାଇଥିବା ଟିକେଟରେ ଯାତ୍ରୀ ଅକ୍ଟୋବର ୬, ୨୦୧୯ରେ ଯାତ୍ରା କରିପାରିବେ । ଗୋଏୟାର ସବୁଠାରୁ ଶସ୍ତା ମୂଲ୍ଯର ଟିକେଟ ବଗଡୋଗରା ରୁ ଗୋହାଟି ପାଇଁ ରହିଛି।

ଦେଖନ୍ତୁ କେଉଁଠାରୁ କେଉଁ ସ୍ଥାନକୁ ଯାତ୍ରା କଲେ କେତେ ରହିଛି ଅଫର ମୂଲ୍ଯ।

go-air-rate

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.