ICICI ବ୍ୟାଙ୍କର FD ଉପରେ ଲାଗିଲା ନୂଆ ସୁଧହାର, ଜାଣନ୍ତୁ ନୂଆ ଅପଡେଟ

ପ୍ରାଇଭେଟ ସେକ୍ଟର ଅଗ୍ରଣୀ ବ୍ୟାଙ୍କ ମଧ୍ୟରୁ ଆଇସିଆଇସିଆଇ ବ୍ୟାଙ୍କ ନିଜର ଫିକ୍ସ ଡିପୋଜିଟ ସ୍କିମକୁ ନେଇ ନୂଆ ନିୟମ ଲାଗୁ କରିଛି ।ଏହା ଆସନ୍ତା ୬ ତାରିଖରେ ଲାଗୁ ହେବାକୁ ଯାଉଛି । ଏହି ସମୟରେ ବ୍ୟାଙ୍କ ୭ ଦିନରୁ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ସ୍କିମ ଅଫର କରିଛି । ଏଥିପାଇଁ ପ୍ରଥମେ ବ୍ୟାଙ୍କ ୭ରୁ ୨୯ ଦିନ ପର୍ଯ୍ୟନ୍ତ ମାଚ୍ୟୁରିଟିରେ ୨.୫ % ସୁଧ ଦେବ । ଚାଲନ୍ତୁ ଜାଣିବା ଏ ସଂପର୍କରେ ।

  1. ୭ଦିନରୁ ୨୯ ଦିନ ପର୍ଯ୍ୟନ୍ତ- ୨.୫ %
  2. ୩୦ ଦିନରୁ ୩ ମାସରୁ ପର୍ଯ୍ୟନ୍ତ– ୩.୦%
  3. ୩ମାସରୁ ୬ମାସ ୪ଦିନ ପର୍ଯ୍ୟନ୍ତ- ୩.୫%
  4. ୧୮୫ ଦିନରୁ ଅଧିକ / ୧ବର୍ଷ ପର୍ଯ୍ୟନ୍ତ- ୪.୪%
  5. ୧ ବର୍ଷରୁ ୧୮ ମାସ ପର୍ଯ୍ୟନ୍ତ- ୪.୯%
  6. ୧୮ ମାସରୁ ଅଧିକ ବା ୨ବର୍ଷ ପର୍ଯ୍ୟନ୍ତ- ୫%
  7. ୨ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ- ୫.୧୫%
  8. ୩ ରୁ ୫ ବର୍ଷ ପର୍ଯ୍ୟନ୍ତ- ୫.୩୫%
  9. ୫ ବର୍ଷରୁ ଅଧିକ- ୫.୫୦%

ସେହିଭଳି ବୟସ୍କଙ୍କ ପାଇଁ ମଧ୍ୟ ଅଲଗା ଅଫର ରହିଛି ।

7
pc: Business Insider India
  • ୭ ଦିନରୁ ୩୦ ଦିନ ପର୍ଯ୍ୟନ୍ତ- ୩%
  • ୧ ମାସରୁ ୩ ମାସ ପର୍ଯ୍ୟନ୍ତ- ୩.୫%
  • ୯୧ ରୁ ୧୮୪ ଦିନ- ୪%
  • ୧୮୫ ଦିନରୁ ୧ ବର୍ଷ ପର୍ଯ୍ୟନ୍ତ- ୪.୯%
  • ୧ ବର୍ଷରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ – ୫.୪%
  • ୨ ବର୍ଷରୁ ୩ ବର୍ଷ- ୫.୬୫%
  • ୩ ରୁ ୫ ବର୍ଷ- ୫.୮୫%
  • ୫ବର୍ଷରୁ ୧୦ ବର୍ଷ – ୬.୩%
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.