ICICI ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଏସବୁ ସେବା ପାଇଁ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ
ଦେଶର ଦ୍ୱିତୀୟ ବଡ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜର ଶୁଳ୍କକୁ ବୃଦ୍ଧି କରିଛି । ବ୍ୟାଙ୍କ ନିଜର ଆଇଏମପିଏସ, ଚେକ ବୁକ୍ଏ ଡେବିଟ କାର୍ଡର ବାର୍ଷିକ ଚାର୍ଜ, ଇଣ୍ଟରେଷ୍ଟ ସାର୍ଟିଫିକେଟ, ବାଲାନ୍ସ ସାର୍ଟିଫିକେଟ, ଆଡ୍ରେସ ଭେରିଫିକେସନ ଆଦି ଅନେକ ଚାର୍ଜରେ ପରିବର୍ତ୍ତନ କରିଛି ।…