Below header
Browsing Tag

icici bank

ଉମରକୋଟ ପୂଜାରୀଭରଣ୍ଡୀ ଗାଁର ଜଣେ ଦିନ ମଜୁରିଆଙ୍କୁ ଆୟକର ବିଭାଗର ନୋଟିସ୍‌, ବ୍ୟାଙ୍କ ଖାତାରେ ଏକ କୋଟି ୪୭ ଲକ୍ଷ…

ନବରଙ୍ଗପୁର: ଶ୍ରମିକଙ୍କ ପାଖକୁ ଆସିଲା ଆୟକର ବିଭାଗର ନୋଟିସ୍ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୂଜାରୀଭରଣ୍ଡୀ ଗାଁର ସନଧର ଗଣ୍ଡଙ୍କ ବ୍ୟାଙ୍କ ଖାତାରେ କାରବାର ହୋଇଛି ଏକ କୋଟି ୪୭ ଲକ୍ଷ ୫୭ ଟଙ୍କା । ଏହା ପରେ ୨ ଲକ୍ଷ ୬୦ ହଜାର ଟଙ୍କାର ନୋଟିସ୍ ପଠାଇଛି ଆୟକର ବିଭାଗ । ବର୍ଷକୁ ମାତ୍ର କେତେ…

ଏଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏବେ କାର୍ଡ ବିନା ବି ଟଙ୍କା ଉଠାଇପାରିବେ ଗ୍ରାହକ

ଏବେ ICICI Bank ନିଜ ଗ୍ରାହକଙ୍କ ପାଇଁ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଇବା ଭଳି ସେବା ଆରମ୍ଭ କରିଛି। ବ୍ୟାଙ୍କ ଏଥିପାଇଁ ନୂଆ କାର୍ଡଲେସ୍‌ ଓ୍ଵିଡ୍ରାଲ ସୁବିଧା ଆରମ୍ଭ କରିଛି। ଏହି ସେବା ଅନ୍ତର୍ଗତ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ICICI Bank ଏଟିଏମ୍‌ରୁ ବିନା ଡେବିଟ୍‌ କାର୍ଡରେ…

ICICI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଏହି ଦୁଇ ଦିନ ସପିଂ କଲେ ମିଳିବ ଆକର୍ଷକ ଡିସ୍‌କାଉଣ୍ଟ

ସବୁଠାରୁ ବଡ଼ ପ୍ରାଇଭେଟ୍‌ ସେକ୍ଟର ବ୍ୟାଙ୍କ ଆଇସିଆଇସିଆଇ ନିଜ ଗ୍ରାହକଙ୍କ ପାଇଁ ଏକ ବିଶେଷ ଅଫର ଲଞ୍ଚ୍‌ କରିଛି। ଯଦି ଆପଣ ଆଇସିଆଇସିଆଇର ଗ୍ରାହକ ଓ ବ୍ୟାଙ୍କର ଡେବିଟ୍‌ ବା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ସୁବିଧାର ଲାଭ ଉଠାଇପାରିବେ। ICICI ବ୍ୟାଙ୍କ ଏବେ ଓ୍ଵିକ୍‌…

ବର୍ଷର ୩୬୫ ଦିନ ଖୋଲା ରହିଥାଏ ଏହି ବ୍ୟାଙ୍କ, ଦିନର କୌଣସି ସମୟରେ କରିପାରିବେ କାମ

ସାଧାରଣରେ ଯେବେ ବ୍ୟାଙ୍କ ଦୀର୍ଘ ଦିନ ପାଇଁ ବନ୍ଦ ରହିବା ନେଇ କୌଣସି ନୋଟିସ ଆସେ ଲୋକେ ନିଜ ନିଜର ବ୍ୟାଙ୍କ କାମ କେମିତି ଶୀଘ୍ର ଶେଷ କରିବେ ସେ ନେଇ ଲାଗିପଡନ୍ତି । ଏହି ସମୟରେ ବ୍ୟାଙ୍କ ଆଗରେ ନାହିଁ ନଥିବା ଭିଡ ଜମିଥିବା ମଧ୍ୟ ଦେଖିବାକୁ ମିଳେ । ଏମିତିକି ଆଗତୁରା ଲୋକେ କିଛି ନଗଦ ରାଶି…

‘Truecaller’ ରେ ଆସିଲା ବଡ଼ ତ୍ରୁଟି, ଆପେ ଆପେ ହେଉଛି ୟୁପିଆଇ ପେମେଣ୍ଟ ରେଜିଷ୍ଟ୍ରେଶନ

ମୋବାଇଲ୍ କଲର୍ସଙ୍କ ପରିଚୟ ଜଣାଉଥିବା ଆପ୍ ‘Truecaller’ ରେ ଏକ ବଗ୍(ତ୍ରୁଟି) ଆସିବା କାରଣରୁ ୟୁପିଆଇ ପେମେଣ୍ଟ ପାଇଁ ଆପେ ଆପେ ରେଜିଷ୍ଟ୍ରେଶନ ହୋଇଯାଉଛି। ଅନେକ ୟୁଜର ଏ ନେଇ ଅଭିଯୋଗ ଉଠାଇଛନ୍ତି। ୟୁଜରମାନଙ୍କ କହିବାନୁଯାୟୀ, ‘Truecaller’ ପକ୍ଷରୁ ସେମାନଙ୍କ ପାଖରୁ ଆଇସିଆଇସିଆଇ…

ଆଇସିଆଇସିଆଇ ବ୍ୟାଙ୍କ ଆଣିଛି ବଡ଼ ସୁବିଧା, କିଛି ମିନିଟ ମଧ୍ୟରେ ମିଳିଯିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ, ତା’ହେଲେ ଆପଣଙ୍କ ପାଇଁ ଖୁସି ଖବର। କାହିଁକି ନା ବ୍ୟାଙ୍କ ବର୍ତ୍ତମାନ ଏପରି ଏକ ସୁବିଧା ଉପଲବ୍ଧ କରିଛି, ଯଦ୍ଦ୍ବାରା ମାତ୍ର କିଛି ମିନିଟ୍ ମଧ୍ୟରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳିଯିବ। ଯଦିଓ ଏହା ପାଇଁ କେତେକ ସର୍ତ୍ତ ଜାରି କରାଯାଇଛି।…