Below header

ଭାରତୀୟ ସେନାରେ ହେଉଛି ବମ୍ପର ଭର୍ତ୍ତୀ, ଜଲଦି କରନ୍ତୁ ଆବେଦନ

ଭାରତୀୟ ସେନା ଅନେକ ପଦ ପାଇଁ ଆବେଦନ ପତ୍ର ଜାରୀ କରିଛି। ଭାରତୀୟ ସେନାରେ ନିଯୁକ୍ତି ପାଇବା ପାଇଁ ଚାହୁଁଥିବା ଉଭୟ ମହିଳା ଏବଂ ପୁରୁଷ ତୁରନ୍ତ କରନ୍ତୁ ଆବେଦନ। ଯେଉଁ ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେ Indian Armyର ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସନ୍‌ ପଢ଼ନ୍ତୁ। ନୋଟିଫକେସନ୍‌ ପଢ଼ିବା ପରେ ଯାଇ ଆବେଦନ ପ୍ରକ୍ରିୟାକୁ ସଠିକ୍‌ ଭାବରେ ପୂରା କରନ୍ତୁ।

ପଦର ବିବରଣୀ

ପଦର ନାମ                       ପଦର ସଂଖ୍ୟା
ପୁରୁଷ                                   ୦୬
ମହିଳା                                   ୦୨

ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ୍‌ ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ : ୧୫ ଜାନୁୟାରୀ, ୨୦୨୦

ଅନଲାଇନ୍‌ ପତ୍ର ଜମା କରିବାର ଶେଷ ତାରିଖ : ୧୩ ଫେବୃଆରୀ , ୨୦୨୦

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀତ ଅଧିକ ବିବରଣୀ ପାଇଁ ଆଶାୟୀ ପ୍ରାର୍ଥୀ ନୋଟିଫିକେସନକୁ ଯାଞ୍ଚ କରନ୍ତୁ।

ବୟସ ସୀମା

ଏହି ପଦରେ ଆବେଦନ କରିବା ପାଇଁ ନ୍ୟୁନତମ ବୟସ ୨୧ ବର୍ଷ ଏବଂ ଅଧିକତମ ବୟସ ୨୭ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ପ୍ରକ୍ରିୟା

ଆଶାୟୀ ପ୍ରାର୍ଥୀ  www.joinindianarmy.nic.in ୱେବସାଇଟ ମାଧ୍ୟମରେ ଅନଲାଇନ୍‌ ପଞ୍ଜୀକରଣ କରିପାରିବେ। ଆଶାୟୀ ପ୍ରାର୍ଥୀ ଜାନୁୟାରୀ, ୨୦୨୦ରୁ ୧୩ ଫେବୃଆରୀ , ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା

ଆଶାୟୀ ପ୍ରାର୍ଥୀଙ୍କର ଚୟନ ଶର୍ଟଲିଷ୍ଟ, ଏସଏସବି ସାକ୍ଷାତକାର ଏବଂ ମେଡିକାଲ ପରୀକ୍ଷା ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.