ରାଜଧାନୀ ଦିଲ୍ଲୀରେ ଘନକୁହୁଡିର ଆସ୍ତରଣ, ଦୃଶ୍ୟମାନ କ୍ଷମତା ୨୦ମିଟରକୁ ଖସି ଆସିଥିବାରୁ ଗାଡ଼ି ଚଳାଚଳରେ ବାଧା

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘନକୁହୁଡିର ଆସ୍ତରଣ। ଦିଲ୍ଲୀ ସମେତ ନଏଡ଼ା, ଗାଜିଆବାଦ ଓ ଗୁରୁଗ୍ରାମରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଦୃଶ୍ୟମାନ କ୍ଷମତା ୨୦ମିଟରକୁ ଖସି ଆସିଥିବାରୁ ଗାଡ଼ିଚଳାଚଳରେ ବାଧା ଉପୁଜିଛି। ରେଳ ଚଳାଚଳ ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.