Below header

ଯୁବପିଢିଙ୍କ ପାଇଁ ନୌସେନାରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ଭାରତୀୟ ନୌସେନା ପକ୍ଷରୁ ୧୦+୨ (ବିଟେକ୍‌) କ୍ୟାଡେଟ ପ୍ରବେଶ ଯୋଜନା (ଜାନୁଆରୀ ୨୦୨୧ ପାଠ୍ୟକ୍ରମ) ପାଇଁ ସୂଚନା ଜାରି କରାଯାଇଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ଏହି ବିଭାଗରେ ଚାକିରି ପାଇଁ ଇଛା ରଖିଥିଲେ ଆସନ୍ତା ୦୬ ଅକ୍ଟୋବର ୨୦୨୦ ପୂର୍ବରୁ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଆବେଦନକାରୀ ପ୍ରଥମେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢି ଆବେଦନ କରନ୍ତୁ।

ମହତ୍ତ୍ୱପୂର୍ଣ୍ଣ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୦୬ ଅକ୍ଟୋବର ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୦ ଅକ୍ଟୋବର ୨୦୨୦

ପଦବୀ ନାମ ଏବଂ ପଦ ସଂଖ୍ୟା:

୧୦ + ୨ (ବିଟେକ୍‌) କ୍ୟାଡେଟ ଏଣ୍ଟ୍ରି ସ୍କିମ୍‌: ୩୪ ପଦ

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ସମ୍ବନ୍ଧିତ ବିଷୟରେ +୨ ପାସ୍‌ କରିଥିବା ଆବଶ୍ୟକ।

navy1ବୟସ ସୀମା:

ଆବେଦନକାରୀଙ୍କ ବୟସ ସୀମା ଭାରତୀୟ ନୌସେନାର ନିୟମାନୁସାରେ ନିର୍ଦ୍ଦାରିତ କରାଯିବ।

ଆବେଦନ ପ୍ରକ୍ରିୟା:

ଇଛୁକ ପାର୍ଥୀ ଆବେଦନ କରିବା ପାଇଁ ଅଧିକାରିକ େଓ୍ଵବସାଇଟ୍‌ https://www.joinindiannavy.gov.in କୁ ଯାଇ ଜାରି କରାଯାଇଥିବା ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ଆସନ୍ତା ୦୬ ଅକ୍ଟୋବର ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.