ଆଧାର କେନ୍ଦ୍ରରେ ଚାକିରୀ କରିବାର ସୁବର୍ଣ୍ଣ ସୁଯୋଗ, ଖାଲି ପଡିଛି ଅନେକ ପଦବୀ

ଆଧାର ନିୟାମକ ସଂଖ୍ୟା UIDAI ଦେଶର ବିଭିନ୍ନ କେନ୍ଦ୍ରରେ ନିଯୁକ୍ତି ପାଇଁ ଆବେଦନ ପତ୍ର ମାଗିଛି । ସେଥିରେ ହରିୟାଣାର ଡାଟା ସେଣ୍ଟର ମ୍ୟାନେଜର ପୋଷ୍ଟ ପାଇଁ ଆବେଦନ ପତ୍ର ମଗାଯାଇଛି । ଏହି ସମସ୍ତ ନିଯୁକ୍ତି କଣ୍ଟ୍ରାକ୍ଟ ଆଧାରରେ ହିଁ ଦିଆଯିବ । ଏହା ବ୍ୟତୀତ ବାଙ୍ଗାଲୁରରେ ଡାଟାବେସ ଆଡମିନିଷ୍ଟ୍ରେଟର ଏବଂ ଏନଓସି ଅପରେସନ ମ୍ୟାନେଜର, ଅଟୋମେସନ ମ୍ୟାନେଜର, ବାୟୋମେଟ୍ରିକ ଅପରେସନ ମ୍ୟାନେଜର ଇତ୍ୟାଦି ପଦ ପାଇଁ ଆବେଦନପତ୍ର ମଗାଯାଇଛି ।

Image result for jobs in aadhaar centers

 

ଏହାସହ ପଢନ୍ତୁ ୩ ହଜାର କର୍ମଚାରୀଙ୍କ ଛଟେଇ କରିବ ଟାଟା ଷ୍ଟିଲ କମ୍ପାନୀ

ଏହାବ୍ୟତୀତ ଦିଲ୍ଲୀର ସିନିୟର ମ୍ୟାନେଜର ପ୍ରୋଜେକ୍ଟ ମନିଟରିଂ ଆଣ୍ଡ ଏନରୋଲମେଣ୍ଟ, ମ୍ୟାନେଜର ପ୍ରଡକ୍ଟ ଭଳି ପଦବୀରେ ଭର୍ତ୍ତି କରାଯାଇପାରେ । ଏହିସବୁ ପଦବୀଗୁଡିକ ପାଇଁ ସମ୍ପୂର୍ଣ୍ଣ ସୂଚନା ଆପଣ UIDAIର ଅଫିସିଆଲ ୱେବସାଇଟରେ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.