Below header

LICରେ ମିଳିବ ନିଯୁକ୍ତି ସୁଯୋଗ : ୮ ହଜାରରୁ ଅଧିକ ପଦ ପାଇଁ ଆବେଦନ, ଜଲଦି କରନ୍ତୁ ଆପ୍ଲାଏ

ଭାରତୀୟ ଜୀବନ ବୀମା ନିଗମ ବାହାର କରିଛି ୮ ହଜାର ରୁ ମଧ୍ୟ ଅଧିକ ଅପରେଟ୍ସ ଡେଭଲପମେଣ୍ଟ ଅଫିସର (ADO) ପଦ ଉପରେ ଆବେଦନ। ଆଶାୟୀ ପ୍ରାର୍ଥୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଭାରତୀୟ ଜୀବନ ବୀମା ନିଗମ ର ଅଫିସିୟାଲ ସାଇଟକୁ ଯିବାକୁ ହେବ। ଏହା ସହିତ ନୋଟିଫିକେସନକୁ ଡାଉନଲୋଡ୍ କରି ପଢ଼ନ୍ତୁ। ସମସ୍ତ ସୂଚନାକୁ ଜାଣିଲା ପରେ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରୀୟାକୁ ପୂରା କରନ୍ତୁ।

ପଦର ବିବରଣୀ

ପଦର ନାମ – ଅପରେଣ୍ଟିସ ଡେଭଲପମେଣ୍ଟ ଅଫିସର (ADO)

ପଦ ସଂଖ୍ୟା – ୮୫୮୧

ବୟସ ସୀମା – ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି।

licମହତ୍ତ୍ବପୂର୍ଣ୍ଣ ତାରିଖ

-ଆବେଦନ ଜମା କରିବାର ପ୍ରାରମ୍ଭିକ ତିଥି – ୨୦ ମେ ୨୦୧୯

-ଆବେଦନ କରିବାର ଶେଷ ତାରିଖ – ୯ ଜୁନ୍ ୨୦୧୯

-ପ୍ରବେଶ ପତ୍ର ଅନଲାଇନ ଡାଉନଲୋଡ୍ କରିବାର ତିଥି – ୨୯ ଜୁନ୍ ୨୦୧୯

-ପ୍ରାରମ୍ଭିକ ପରୀକ୍ଷାର ତିଥି – ଜୁଲାଇ, ୨୦୧୯

ମୁଖ୍ୟ ପରୀକ୍ଷାର ତିଥି – ଅଗଷ୍ଟ, ୨୦୧୯

ଆବେଦନ ଶୁଳ୍କ

ସାଧାରଣ/ଓିବସି ବର୍ଗଙ୍କ ପାଇଁ – ୬୦୦ ଟଙ୍କା

ଏସି/ଏସଟି/ପିଏଚ୍ ବର୍ଗଙ୍କ ପାଇଁ – ୫୦ ଟଙ୍କା

ଆବେଦନ ପ୍ରକ୍ରିୟା

ଆବେଦନକାରୀ ଦିଆଯାଇଥିବା ୱେବସାଇଟକୁ ଯାଆନ୍ତୁ ଏବଂ ଅଧିସୂଚନା ଡାଉନଲୋଡ୍ କରନ୍ତୁ। ଦିଆଯାଇଥିବା ସୂଚନା ଅନୁଯାୟୀ ଆବେଦନ ପ୍ରକ୍ରିୟା ପୂରା କରନ୍ତୁ।

ଚୟନ ପ୍ରକ୍ରିୟା

-ଆଶାୟୀଙ୍କ ଚୟନ ଅନଲାଇନ୍ ଟେଷ୍ଟ ଏବଂ ଇଣ୍ଟର୍ଭ୍ୟୁ ଅଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.