‘ବନ୍ଦେ ଭାରତ’ରେ ବଦଳାଯିବ ୪୦ ହଜାର ସାଧାରଣ ରେଳ ବଗି, ୩ ଆର୍ଥିକ ରେଳ କରିଡର ଘୋଷଣା

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟରେ ରେଳବାଇକୁ ମିଳିଛି ବଡ଼ ଉପହାର । ଦେଶରେ ଆରମ୍ଭ ହେବ ୩ ଆର୍ଥିକ ରେଳ କରିଡର ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟରେ ରେଳବାଇକୁ ମିଳିଛି ବଡ଼ ଉପହାର । ଦେଶରେ ଆରମ୍ଭ ହେବ ୩ ଆର୍ଥିକ ରେଳ କରିଡର । ରେଳ ଓ ସମୁଦ୍ର ମାର୍ଗକୁ ଯୋଡିବା ପାଇଁ ଧ୍ୟାନ ଦିଆଯାଇଛି । ବନ୍ଦେ ଭାରତ ପାଇଁ ୪୦ ହଜାର ବଗି ନିର୍ମାଣ ହୋଇଛି । ଏହାସହ ଦେଶରେ ବୃଦ୍ଧି ପାଇଛି ବିମାନବନ୍ଦର ସଂଖ୍ୟା । ଦେଶରେ ଭିତ୍ତିଭୂମିରେ ୧୧ ଲକ୍ଷ ୧୧ ହଜାର ୧୧୧ କୋଟି ଟଙ୍କା ଖର୍ଚ୍ଚ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.