Browsing Tag

nirmala sitharaman

ଲୋକସଭାରେ ନୂଆ ଆୟକର ବିଲ୍ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ଲୋକସଭାରେ ନୂଆ ଆୟକର ବିଲ୍ ଉପସ୍ଥାପିତ କରିଛନ୍ତି । ୨୦୨୫ ଫେବ୍ରୁଆରି ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିଲା । ଏହି ନୂତନ ଆଇନ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନର ସ୍ଥାନ ନେବ ଏବଂ ଟିକସ ବ୍ୟବସ୍ଥାକୁ ସରଳ,…

ଏଥର ବଜେଟରେ ଏ ସବୁ ହେଲା ମହଙ୍ଗା, ଅନେକ ଜିନିଷ ଶସ୍ତା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ଜିନିଷର ଦାମ୍ ବଢ଼ାଯାଇଛି । ଆସନ୍ତୁ ଜାଣିବା କ’ଣ ହେଲା ମହଙ୍ଗା ଓ କ’ଣ ହେଲା ଶସ୍ତା । ବଜେଟ୍ ୨୦୨୫ରେ ଫ୍ଲାଟ୍ ପ୍ୟାନେଲ ଡିସପ୍ଲେ, ଟିଭି ଡିସପ୍ଲେ ଏବଂ…

୧୨ ଲକ୍ଷ ଟଙ୍କା ଆୟରେ କୌଣସି ଟିକସ ନାହିଁ, ବଜେଟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଏଥର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠାରୁ ବଡ଼ ଘୋଷଣା କରିଛନ୍ତି । ଏଣିକି ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ ମିଳିବ । ଅର୍ଥମନ୍ତ୍ରୀ ନୂଆ ଟ୍ୟାକ୍ସ ସ୍ଲାବ୍ ମଧ୍ୟ ଘୋଷଣା…

ବେସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ସର୍ବନିମ୍ନ ୭,୫୦୦ ଟଙ୍କା ପେନସନ୍ ଘୋଷଣା କରିପାରନ୍ତି ନିର୍ମଳା ସୀତାରମଣ

ଘରୋଇ କମ୍ପାନୀରେ ଚାକିରି କରୁଥିବା କୋଟି କୋଟି ଲୋକଙ୍କୁ ଫେବୃୟାରୀ ୧ରେ ମିଳିପାରେ ଖୁସି ଖବର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସର୍ବନିମ୍ନ ୭,୫୦୦ ଟଙ୍କା ପେନସନ୍ ଘୋଷଣା କରିପାରନ୍ତି । ଘରୋଇ କର୍ମଚାରୀମାନଙ୍କୁ କର୍ମଚାରୀ ପେନସନ୍ ଯୋଜନା (ଇପିଏସ୍) ଅଧୀନରେ ଅବସର ପରେ ପେନସନ୍ ମିଳିଥାଏ…

‘ଦେଶର ହାଲଓ୍ଵା ବଣ୍ଟାଯାଉଛି…’, ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ହସିଲେ ଅର୍ଥମନ୍ତ୍ରୀ, ମୁଣ୍ଡରେ ଦେଲେ ହାତ

କେନ୍ଦ୍ରୀୟ ବଜେଟ୍ ୨୦୨୪କୁ ନେଇ ଆଜି ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନିଜ ଅଭିଭାଷଣରେ ସେ ଚକ୍ରବ୍ୟୁହର ଉଦାହରଣ ଦେଇଥିଲେ । ରାହୁଲ ଗାନ୍ଧୀ କହିଥିଲେ ଯେ ଯାହା ଅଭିମନ୍ୟୁଙ୍କ ସହିତ କରାଯାଇଥିଲା, ତାହା ଭାରତର ଲୋକଙ୍କ ସହିତ କରାଯାଉଛି ।…

ବଜେଟ୍‌ ୨୦୨୪: କ୍ରମାଗତ ୭ମ ଥର ବଜେଟ୍‌ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଭାଙ୍ଗିବେ ମୋରାରଜୀ…

ଘୋଷଣା ହୋଇସାରିିଛି ବଜେଟ୍‌ ତାରିଖ । ଜୁଲାଇ ୨୩ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିବେ ପୂର୍ଣ୍ଣ ଆର୍ଥିକ ବଜେଟ୍‌ । ଅର୍ଥ ମନ୍ତ୍ରୀ ଜୁଲାଇ ୨୩ରେ କ୍ରମାଗତ ୭ମ ଥର ପାଇଁ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରି ନୂଆ ରେକର୍ଡ ନିଜ ନାମରେ କରିବେ । ବଜେଟ୍‌ ଉପସ୍ଥାପନ…

‘ବନ୍ଦେ ଭାରତ’ରେ ବଦଳାଯିବ ୪୦ ହଜାର ସାଧାରଣ ରେଳ ବଗି, ୩ ଆର୍ଥିକ ରେଳ କରିଡର ଘୋଷଣା

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟରେ ରେଳବାଇକୁ ମିଳିଛି ବଡ଼ ଉପହାର । ଦେଶରେ ଆରମ୍ଭ ହେବ ୩ ଆର୍ଥିକ ରେଳ କରିଡର । ରେଳ ଓ ସମୁଦ୍ର ମାର୍ଗକୁ ଯୋଡିବା ପାଇଁ ଧ୍ୟାନ ଦିଆଯାଇଛି । ବନ୍ଦେ ଭାରତ ପାଇଁ ୪୦ ହଜାର ବଗି ନିର୍ମାଣ ହୋଇଛି । ଏହାସହ ଦେଶରେ ବୃଦ୍ଧି ପାଇଛି ବିମାନବନ୍ଦର ସଂଖ୍ୟା…

ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ : ଶ୍ରୀଜିଉଙ୍କ ଦର୍ଶନ ସହ ବୁଲି ଦେଖିଲେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ (କେନ୍ୟୁଜ): ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।…

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ, ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ଗସ୍ତରେ ଆସି ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।ଏହି ଦୁଇ ଦିନିଆ ଗସ୍ତ ସମୟରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ…

ନିରାଡମ୍ବର ଭାବେ ବିବାହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ, ଆସିନଥିଲେ କୌଣସି ହେଭିୱେଟ ରାଜନେତା

ନା ଟେଣ୍ଟ, ନା ବରଯାତ୍ରୀ ନା କୌଣସି ହୋ ହାଲ୍ଲା । ତା’ ସତ୍ତ୍ବେ ହେଲା ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କ ଝିଅ ବାହାଘର ।  ନିର୍ମଳା ସୀତାରମଣଙ୍କ ଝିଅ ପରକଲା ଭାଙ୍ଗାମାୟୀଙ୍କ ବିବାହ ଅତି ନିରାଡମ୍ବର ଭାବେ ହୋଇଛି । ବେଙ୍ଗାଲୁରୁ ସ୍ଥିତ ଘରେ ବିବାହ ସମାରୋହ ସଂପନ୍ନ ହୋଇଛି । ଏହି…

ବଜେଟରେ ସିନିଅର ସିଟିଜେନଙ୍କୁ ବିତ୍ତ ମନ୍ତ୍ରୀଙ୍କ ବଡ଼ ଉପହାର, ଏବେ ପ୍ରତି ମାସରେ ମିଳିବ ୨୦ ହଜାର ଟଙ୍କା

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍‌ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍‌ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ…

ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ, ୨୦୧୪ ତୁଳନାରେ ୯ ଗୁଣ ଅଧିକ

ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ୨୦୨୩କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେବା ପରେ ସଂସଦ ଭବନରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଲୋକସଭାରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ । ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା…