Browsing Tag

nirmala sitharaman

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ…

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ନିର୍ମଳା ସୀତାରମଣ । କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିବେ । ଅର୍ଥନୀତିକୁ ବୃଦ୍ଧି କରିବାରେ ଘରୋଇ…

ପ୍ରଦୂଷଣ ରୋକିବା ପାଇଁ ୧୫ବର୍ଷ ପୁରୁଣା ଗାଡ଼ି ଉପରେ ଲାଗିବ ରୋକ

ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ଜାରି କରାଯାଇଛି। ପୁରୁଣା ଗାଡିର ନବୀକରଣକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ୧ ଅପ୍ରେଲ ୨୦୨୨ରୁ ୧୫ବର୍ଷ ପୁରୁଣା ପଞ୍ଜିକୃତ ଗାଡିକୁ ଆପଣ ନବୀକରଣ କରିପାରିବେ ନାହିଁ। ନିୟମରେ ସଂଶୋଧନ ଆଣିବାପାଇଁ ସରକାର ଅଧିସୂଚନା ଜାରି…

କରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥନୀତିରେ ଆସୁଛି ସୁଧାର, ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ…

କେନ୍ୟୁଜ ବ୍ୟୁରୋ : କରୋନା ସଙ୍କଟ ମଧ୍ୟରେ ଦେଶର ଅର୍ଥନୀତିରେ ଆସୁଛି ସୁଧାର। ଏହାକୁ ସଠିକ ମାର୍ଗରେ ଆଣିବାକୁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି। ଏଥିରେ ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୦ଟି ସେକ୍ଟରରେ…

କରୋନା ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌, ଜାଣନ୍ତୁ କାହାକୁ…

ମୁମ୍ବାଇ : କରୋନା ନେଇ ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ । ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା ହୋଇଛି । ଲକ୍‌ଡାଉନରେ ପ୍ରଭାବିତ ଗରିବ ଓ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯିବ । ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ପର୍ଯ୍ୟନ୍ତ ବୀମା…

ଜୁନ ୩୦କୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣର ଶେଷ ତାରିଖ, ପ୍ରେସମିଟରେ ସୂଚନା ଦେଲେ ଅର୍ଥମନ୍ତ୍ରୀ

କରୋନା ଭାଇରସ ସହ ମୁକାବିଲା ନେଇ ଦେଶ ବ୍ୟାପୀ ସତର୍କତା ମାନ ଜାରି କରାଯାଉଛି। ଏନେଇ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଲକ ଡାଉନ ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ସମସ୍ତ ବାଣିଜ୍ୟ କାରବାର ଏକ ପ୍ରକାର ଠପ ହେଇଯାଇଛି। ଏହି କାରଣରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ର ମନ୍ତ୍ରୀ…

ପିଆଜ ଦର ହ୍ରାସ ନେଇ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର, ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ: ପିଆଜ ଦର ହ୍ରାସ ନେଇ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ପିଆଜ ରପ୍ତାନୀକୁ ସରକାର ବନ୍ଦ କରିଥିବା ବେଳେ ନିଅଣ୍ଟିଆ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଦେଶରୁ ୧ ଲକ୍ଷ ମେଟ୍ରିକ ଟନ୍‌ ପିଆଜ ଆମଦାନୀ କରାଯାଉଛି। ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ…

୨୦୦୦ଟଙ୍କିଆ ହୋଇଯିବ କି ବ୍ୟାନ୍‌ ! ଜାଣନ୍ତୁ ସାକ୍ଷାତକାରରେ ସାମ୍ବାଦିକଙ୍କୁ କଣ କହିଲେ ଅର୍ଥ ମନ୍ତ୍ରୀ ?

୨ହଜାର ଟଙ୍କିଆ ନୋଟ କଣ ଅବୈଧ ହୋଇଯିବ? ଯେତେବେଳେ ନିର୍ମଳା ସୀତାରମଣଙ୍କୁ ସମ୍ବାଦିକ ଏହି ପ୍ରଶ୍ନ ପଚାରିଲେ ତେବେ ସେ ବିରକ୍ତ ହେବା ନଜର ଆସିଲେ। ଗତ ସପ୍ତାହରେ ଅର୍ଥ ମନ୍ତ୍ରୀ ଗୁଜୁରାଟର ଅହମଦାବାଦ ପହଁଚିଥିବା ସୀତାରମଣ ଇନକମ୍‌ ଟ୍ୟାକ୍ସ ଅଧିକାରୀ, ବ୍ୟବସାୟରେ ଜଡିତ ଲୋକ ଏବଂ ମିଡିଆ ସହିତ…

“ଏହି ବଜେଟ ଦେଶକୁ ସମୃଦ୍ଧ ଓ ପ୍ରତ୍ୟେକଙ୍କୁ ସମର୍ଥ କରିବ” ନରେନ୍ଦ୍ର ମୋଦି

ନିର୍ମଳା ସୀତାରମଣଙ୍କ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଦେଶକୁ ସମୃଦ୍ଧ ଓ ପ୍ରତ୍ୟେକଙ୍କୁ ସମର୍ଥ କରିବ। ଲାଭବାନ ହେବେ ଗରିବ। ଯୁବଶକ୍ତିଙ୍କୁ ସୃଦୃଢ ଭବିଷ୍ୟତ ମିଳିବ। ମଧ୍ୟବିତ୍ତଙ୍କ ପ୍ରଗତି ହେବ। ବିକାଶର ଗତି ତ୍ୱରାନ୍ଵିତ ସହ ଟିକସ…

ପ୍ରଥମେ ସଂଧ୍ୟା ୫ ଟାରେ ହେଉଥିଲା ବଜେଟ୍ ଉପସ୍ଥାପନ, କିନ୍ତୁ ଏବେ କାହିଁକି ବଦଳିଯାଇଛି ସମୟ ?

ଆସନ୍ତାକାଲି କେନ୍ଦ୍ର ସରକାର ଉପସ୍ଥାପନ କରିବେ ପୂର୍ଣ୍ଣାଙ୍ଗ ବଜେଟ୍ । ସେଥିପାଇଁ ପୁରା ଦମରେ ଲାଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ଆଶା । ତେବେ ଭାରତରେ ବଜେଟକୁ ନେଇ ଅନେକ ପରମ୍ପରା ରହିଛି । ହେଲେ ବଦଳୁଥିବା ସମୟ ସହ ବଜେଟର ତରିକା…