Below header

“ଏହି ବଜେଟ ଦେଶକୁ ସମୃଦ୍ଧ ଓ ପ୍ରତ୍ୟେକଙ୍କୁ ସମର୍ଥ କରିବ” ନରେନ୍ଦ୍ର ମୋଦି

ନିର୍ମଳା ସୀତାରମଣଙ୍କ ବଜେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଦେଶକୁ ସମୃଦ୍ଧ ଓ ପ୍ରତ୍ୟେକଙ୍କୁ ସମର୍ଥ କରିବ। ଲାଭବାନ ହେବେ ଗରିବ। ଯୁବଶକ୍ତିଙ୍କୁ ସୃଦୃଢ ଭବିଷ୍ୟତ ମିଳିବ। ମଧ୍ୟବିତ୍ତଙ୍କ ପ୍ରଗତି ହେବ। ବିକାଶର ଗତି ତ୍ୱରାନ୍ଵିତ ସହ ଟିକସ ବ୍ୟବସ୍ଥାରେ ସରଳୀକରଣ ଓ ଭିତ୍ତିଭୂମିର ଆଧୁନିକୀକରଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନିୟୁ ଇଣ୍ଡିଆ ପାଇଁ ଏହି ବଜେଟ ଏକ ରୋଡ ମ୍ୟାପ ଯାହା ଦେଶର କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.