ଓଡ଼ିଶା OTET ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ, ଜାଣନ୍ତୁ କେବେ ହେବ ପରୀକ୍ଷା
ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଶା (BSEO) ପକ୍ଷରୁ ଗତକାଲି ଓଡିଶା ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା (OTET) ୨୦୧୯ ବର୍ଷ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛିା ଯେଉଁ ଆଶାୟୀପାର୍ଥୀମାନେ ଏହି ପରୀକ୍ଷାରେ ଯୋଗ ଦେବା ପାଇଁ ଚାହୁଛନ୍ତି ସେମାନେ bseodisha.gov.in ୱେବସାଇଡ୍ ଜରିଆରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବୋ ଓଡିଶା ଓଟିଇଟି ପରୀକ୍ଷା ଅଗଷ୍ଟ ୫ ରେ ଆୟୋଜିତ ହେବା ଏହି ପରୀକ୍ଷା ରାଜ୍ୟର ବିଭିନ୍ନ କେନ୍ଦ୍ରରେ ତିନୋଟି ସ୍ତରରେ ଆୟୋଜିତ କରାଯିବା
ଏପରି ଡାଉନଲୋଡ୍ କରନ୍ତୁ ଆଡମିଟ୍ କାର୍ଡ
ପ୍ରଥମେ ୱେବସାଇଡ୍ କୁ ଯାଇ ‘OTET 2019 admit card link’ ରେ କ୍ଲିକ୍ କରନ୍ତୁା ଏହାପରେ ନିଜର ସମସ୍ତ ପ୍ରମାଣପତ୍ର ଦେଇ ପ୍ରିଣ୍ଟ ଆଉଟ୍ ବାହାର କରନ୍ତୁା
ମହତ୍ୱପୂର୍ଣ୍ଣ ତାରିଖ
ପରୀକ୍ଷା ତାରିଖ: ୫ ଅଗଷ୍ଟ ୨୦୧୯
ପରୀକ୍ଷା ରେଜଲ୍ଟ: ସେପ୍ଟେମ୍ବର ୨୦୧୯
ଏହାସହ ପଢନ୍ତୁ: ଜିଏସ୍ଏସ୍ଏସବିରେ ବହୁ ପଦବୀ ଖାଲି, ଆପଣ ମଧ୍ୟ କରିପାରନ୍ତି ଆବେଦନ. .
ଜାଣନ୍ତୁ କିପରି ହେବ ପରୀକ୍ଷା
ଓଟିଇଟି ରେ ଉତ୍ତିନ୍ନ ହେବା ପରେ ପାର୍ଥୀମାନେ ରାଜ୍ୟର ସରକାରୀ ସ୍କୁଲରେ ଟିଚିଙ୍ଗ୍ କରିପାରିବୋ ପରୀକ୍ଷାର ସମୟସୀମା ଦେଢ ଗଣ୍ଟା ରହିବା ଏଥିରେ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ପଚରାଯିବା ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ୍ସ ରହିବା ପରୀକ୍ଷାରେ କୌଣସି ନେଗେଟିଭ୍ ମାର୍କିଂଗ କରାଯିବ ନାହିାଁ