Below header

ଦିନକୁ ଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର, ସପ୍ତାହେ ମଧ୍ୟରେ ବ୍ରହ୍ମପୁରରେ ବଢିଲାଣି ୨ଟଙ୍କା

ଭୁବନେଶ୍ବର (କେନ୍ୟୁଜ୍) : ଦିନକୁ ଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୭୨ ଟଙ୍କା ୭୧ ପଇସା ରହିଛି । ସେହିପରି ଡିଲେ ଦର ୭୧ ଟଙ୍କା ୪୫ ପଇସା ରହିଛି । ବ୍ରହ୍ମପୁରରେ ମଧ୍ୟ ତେଲ ଦର ବୃଦ୍ଧଇ ହୋଇଛି । ବ୍ରହ୍ମପୁରରେ ପେଟ୍ରୋଲ ଦର ୭୩ ଟଙ୍କା ୭୧ ପଇସା ଥିବା ବେଳେ ଡିଜେଲ ଦର ରହିଛି ୭୨ ଟଙ୍କା ୬୭ ପଇସା । ସପ୍ତାହେ ମଧ୍ୟରେ ବ୍ରହ୍ମପୁରରେ ତେଲ ଦର ପାଖାପାଖି ୨ଟଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.