Below header

RBI ମୁଦ୍ରାନୀତି ସମୀକ୍ଷା: ୪ ପ୍ରତିଶତରେ ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ: RBI ମୁଦ୍ରାନୀତି ସମୀକ୍ଷା । ରେପୋ ରେଟ ଅପରିବର୍ତ୍ତିତ । ୪ ପ୍ରତିଶତରେ ରେପୋ ରେଟ ଅପରିବର୍ତ୍ତିତ । ସେହିଭଳି ରିଭର୍ସ ରେପୋ ରେଟ୍‌ ୩.୩୫ରେ ଅପରିବର୍ତ୍ତିତ ରହିଛି

। ୨୦୨୧-୨୨ରେ GDP ୧୦.୫ ପ୍ରତିଶତ ରହିବା ଆକଳନ କରାଯାଇଛି । ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.