୩ ଲକ୍ଷରୁ କମ୍‌ ଏହି ଫ୍ୟାମିଲ କାର ଉପରେ ପାଆନ୍ତୁ ବମ୍ପର ଅଫର, ଲିଟରକୁ ଦେଉଛି ୨୩kmpl ମାଇଲେଜ

ଆପଣଙ୍କ କାର କିଣିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ବଜେଟ ୩ ଲକ୍ଷରୁ କମ୍‌ ରହିଛି କି ? ଚିନ୍ତା କରନ୍ତୁ ନାହିଁ, ଏହି ଖବର କେବଳ ଆପଣଙ୍କ ପାଇଁ। ଭାରତର ସବୁଠାରୁ ଶସ୍ତା ଏବଂ ବେଷ୍ଟ ସେଲିଂ କାର ରେନଲ୍ଟ କ୍ୱିଡ। Renault India ପକ୍ଷରୁ Renault Kwid ର BS4 ଏବଂ BS6 ର ଦୁଇଟି ମଡେଲରେ ଏହି ଡିସକାଉଣ୍ଟ ମିଳୁଛି। ଏହି ଗାଡିର ବିଏସ୍‌୬ ମଡେଲ ଏବେ ହିଁ ଭାରତରେ ଲଞ୍ଚ ହୋଇଛି।

Renault_KWID_1

ଏହି କାରରେ ୪ ବର୍ଷର ଓ୍ଵାରେଣ୍ଟି, ଦୁଇ ବର୍ଷର ମାନୁଫାକ୍ଛରିଂ ଓ୍ଵାରେଣ୍ଟି ରହିଛି। ଏହି କାରରେ ୫୪ ହଜାର ଟଙ୍କା ଡିସକାଉଣ୍ଟ ମିଳୁଛି। ଏଥିରେ ୫୦ ହଜାର କ୍ୟାସ୍‌ ଡିସକାଉଣ୍ଟ ଏବଂ ୪ ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ଅଫର ରହିଛି। ଏହାଛଡା ହଜାର ଟଙ୍କାର ଲୟାଲିଟ୍‌ ବୋନସ ଏବଂ ରେନୋ ମଡେଲ ସହିତ ୧୦ ହଜାର ଟଙ୍କାର ଏକ୍ସଚେଞ୍ଚ ବୋନସ କିମ୍ବା ରେନୋର ଅତିରିକ୍ତ ମଡେଲ କିଣିବାରେ ୫ ହଜାର ଡିସକାଉଣ୍ଟ ମିଳିବ। ସେହିପରିBS6 ଇଞ୍ଜନଯୁକ୍ତ ମଡେଲରେ ୨୪ ହଜାର ଡିସକାଉଣ୍ଟ ସହିତ ଚାରିବର୍ଷର ଫ୍ରି ଓ୍ଵାରେଣ୍ଟି ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.