Below header

ବିନା ଡ୍ରାଇଭରରେ ଚାଲିପାରିବ Renault Symbioz କାର, ଘରେ ବସିବା ଭଳି କରିବେ ଅନୁଭବ

ଆଜି ଆମେ ଆପଣଙ୍କୁ ଏମିତି ଏକ କାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିବାକୁ ଅଟୋ ଏକ୍ସପୋରେ ଲୋକଙ୍କ ନାହିଁ ନଥିବା ଭିଡ ଜମୁଛି।ରୀନାଲଟି କମ୍ପାନୀ ଏହି ଇଲେକ୍ଟ୍ରୋନିକ କାର ଟିକୁ କମ୍ପାନୀ ତରଫରୁ ଏହି ଏକ୍ସପୋ ଏକ୍ଜିବିସନରେ ଲଞ୍ଚ କରିଥିଲା । କମ୍ପାନୀ ତରଫରୁ ଏହାର ନାମ ରଖାଯାଇଛି Renault Symbioz । ସାଧାରଣ କାର ଠାରୁ ଏହାର ଲୁକରେ କିଛିଟା ନୂଆ ଅନ୍ଦାଜ ନଜର ଆସିବ । ତେବେ ଆସନ୍ତୁ ନଜର ପକାଇବା

କାରର ବିଶେଷତ୍ୱ ଗୁଡିକ ଉପରେ:

-ସବୁଠୁ ଆଶ୍ଚର୍ଯ୍ୟ ହେଉଛି ଏହି କାରଟି ବିନା କୌଣସି ଡ୍ରାଇଭରରେ ବି ଚାଲିପାରିବ । ଏହା ସମ୍ପୂର୍ଣ ରୂପେ ଏକ ଅଟୋନମସ କାର ।

reanault

-ଏହି ଗାଡିର ଆଉ ଏକ ସ୍ପେସିଆଲିଟି ହେଉଛି ଏହି କାର ଭିତରେ ବାସୁଥିବା ପ୍ରତ୍ଵକ ଯାତ୍ରୀଙ୍କୁ ବିଲକୁଲ ଘରେ ବସିବା ପରି ହିଁ ଅନୁଭବ ହେବ ।

-ଆହୁରି ମଧ୍ୟ ଉନ୍ନତ ରାଇଡିଙ୍ଗର ଅନୁଭବ ପାଇଁ ଏଥିରେ ତିନି ତିନୋଟି ମୋଡ଼ ଦିଆଯାଇଛି । ଏଥିରେ କ୍ଲାସିକ, ଡ଼ରାଇନେମିକ ସମେତ ଏଡି ମଧ୍ୟ ସାମିଲ ଅଛି ।

-ରିନଲଟର ଏହି ଗାଡିର ରିୟର ଆକ୍ସଲରେ ଦୁଇଟି ଇଲେକ୍ଟ୍ରୋନିକ ମୋଟର ସୁବିଧା ମଧ୍ୟ ଦିଆଯାଇଛି । ଆହୁରି ମଧ୍ୟ ଏହି କାରର ଫ୍ଲୋରରେ ବ୍ୟାଟେରୀ ପ୍ଲସକୁ ସେଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.