Below header

ଏହି ବ୍ୟାଙ୍କରେ ଚାକିରି ପାଇଁ ସୁଯୋଗ ପାଇବେ ଗ୍ରାଜୁଏଟ, ମିଳିବ ଭଲ ଦରମା ସହ ଅନ୍ୟାନ୍ୟ ସୁବିଧା

ରେପକୋ ବ୍ୟାଙ୍କରେ କନିଷ୍ଟ କର୍ମଚାରୀ ଏବଂ କ୍ଲର୍କ ପଦବୀରେ ନିୟୁକ୍ତି ପାଇଁ ଆଶୟୀପାର୍ଥୀମାନେ ଅଧିକ ଜାଣିବା ପାଇଁ ୱେବସାଇଡରେ ଦିଆଯାଇଥିବା ନୋଟିଫିକେସନ ପଢନ୍ତୁ। ଏହି ପଦବୀରେ ନିଯୁକ୍ତି ପାଇଁ ବୟସ ସୀମା ୨୧ ରୁ ୨୮ ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି।

ନିଯୁକ୍ତି ପଦବୀର ନାମ:

କନିଷ୍ଟ କର୍ମଚାରୀ ଏବଂ କ୍ଲର୍କ

ଗୁରୁତ୍ବପୂର୍ଣ୍ନ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରଥମ ତାରିଖ: ୩ ଜୁନ୍ ୨୦୧୯

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୦ ଜୁନ୍ ୨୦୧୯

jobଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ ପାର୍ଥୀମାନେ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବେ। ଏଥିସହ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧିତ ଅଧିକ ସୂଚନା ପାଇଁ ୱେିସାଇଡରେ ନୋଟିଫିକେସନ ଚେକ୍ କରନ୍ତୁ।

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଆବେଦନ କରିବା ପାଇଁ ପ୍ରଥମେ ୱେବସାଇଡକୁ ଯାଇ ଅଧିସୂଚନା ଡାଉନଲୋଡ କରି ଦିଆଯାଇଥିବା ନିର୍ଦେଶ ଅନୁଯାୟୀ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ। ଏଥିରେ ଚୟନ କରାଯାଇଥିବା ପାର୍ଥୀମାନଙ୍କୁ ଅନଲାଇନ ମାଧ୍ୟମରେ ଟେଷ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.