Below header

NITରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କେବେ ରହିଛି ଆବେଦନର ଶେଷ ତାରିଖ

ନ୍ଯାସନାଲ ଇଷ୍ଟିଚ୍ଯୁଟ ଅଫ୍ ଟେକ୍ନୋଲୋଜି (NIT), ରାଉଲକେଲା ସୂଚନା ଜାରି କରିବା ସହ ଡିପାର୍ଟମେଣ୍ଟ ଅଫ୍ ଲାଇଫ ସାଇନ୍ସ ଜୁନିୟର ରିସର୍ଚ୍ଚ ଫେଲୋସିପ ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ଚୟନ ହୋଇଥିବା ପାର୍ଥୀଙ୍କୁ ମାସିକ ୩୫ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ବିସ୍ତାରରେ।

ପଦବୀ ନାମ ଏବଂ ପଦ ସଂଖ୍ଯା

ଜୁନିୟର ରିସର୍ଚ୍ଚ ଫେଲୋ: ୦୧

NIT-ମହତ୍ତ୍ବପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୩୦ ଜୁନ୍ ୨୦୨୦

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା ସାକ୍ଷାତକାର ଆଧାରରେ କରାଯିବ।

nit-rourkelaଆବେଦନ ପ୍ରକ୍ରିୟା

ଆବେଦନକାରୀ ଆବେଦନ ପାଇଁ ଆସନ୍ତା ଜୁନ୍ ୩୦ ପର୍ଯ୍ଯନ୍ତ ଅନଲାଇନ୍ ଜରିଆରେ ଆବେଦନ ପ୍ରକ୍ରିୟା ପୁରଣ କରିପାରିବେ। ଧ୍ଯାନ ରଖନ୍ତୁ ଆବେଦନ ସମୟରେ ଯେଭଳି କୌଣସି ତ୍ରୁଟି ନରହେ। ଯଦି କିଛି ଭୁଲ୍ ରହିଯାଏ ତେବେ ଆପଣଙ୍କ ଆବେଦନ ପତ୍ର ରଦ୍ଦ କରିଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.