Below header

ଏସ୍‌ବିଆଇ କ୍ଲର୍କ େଓ୍ଵଟିଂ ଲିଷ୍ଟ ୨୦୨୧ : ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରକାଶ କଲା କ୍ଲକ ପରୀକ୍ଷାର େଓ୍ଵଟିଂ ଲିଷ୍ଟ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ (କଷ୍ଟମର ସେଲ୍ସ ଆଣ୍ଡ ସପୋର୍ଟ) ଭର୍ତ୍ତି ପରୀକ୍ଷା ର ପ୍ରଥମ େଓ୍ଵଟିଂ ଲିଷ୍ଟ ପ୍ରକାଶ ପାଇଛି । ୮୧୩୪ ପଦ ପାଇଁ ଏହି ପରୀକ୍ଷା ଗତ ବର୍ଷ ହୋଇଥିଲା । ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଏସ୍‌ବିଆଇ େଓ୍ଵବ୍‌ସାଇଟ୍‌ ରେ େଓ୍ଵଟିଂ ଲିଷ୍ଟ ଦେଖିପାରିବେ ।

ଏପରି ଦେଖିବେ େଓ୍ଵଟିଂ ଲିଷ୍ଟ :

ଯଦି ଆପଣ ଏସ୍‌ବିଆଇର ଏହି ପରୀକ୍ଷା ଦେଇଛନ୍ତି ତେବେ ଆପଣ ଏଥିରୁ ଆପଣଙ୍କ ରୋଲ୍‌ ନମ୍ବର ଦେଖିପାରିବେ । ତଲେ ଦିଆଯାଇଥିବା ଷ୍ଟେପ୍‌କୁ ଫଲୋ କରନ୍ତୁ ।

୧. ପ୍ରଥମେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ https://www.sbi.co.in/web/careers କୁ ଯାଆନ୍ତୁ

୨. ଏଠାରେ ଆପଣଙ୍କ ଆଗରେ ଏକ ହୋମ ପେଜ୍‌ ଦେଖାଯିବ । ଏଠାରେ ଆପଣ ଲାଟେଷ୍ଟ ଏନାଉନ୍ସମେଣ୍ଟର ଏକ ବିକଳ୍ପ ଦେଖାଯିବ ।

୩. ଯେବେ ଆପଣ ଲାଟେଷ୍ଟ ଏନାଉନ୍ସମେଣ୍ଟ ଉପରେ କ୍ଲିକ୍‌ କରିବେ, ତେବେ ଆପଣଙ୍କୁ RECRUITMENT OF JUNIOR ASSOCIATES (CUSTOMER SUPPORT & SALES) ବିକଳ୍ପ ଦେଖାଯିବ ।

୪. ଏହି ବିକଳ୍ପ ତଳେ ଆପଣଙ୍କୁ େଓ୍ଵଟିଂ ଲିଷ୍ଟର ଏକ ବିକଳ୍ପ ଦେଖାଯିବ । ଏହା ଉପରେ କ୍ଲିକ କରି ଆପଣ େଓ୍ଵଟିଂ ଲିଷ୍ଟ ଡାଉନ୍‌ଲୋଡ କରି ପାରିବେ ।

ଏହି ଡାଇରେକ୍ଟ ଲିଙ୍କ୍‌ର ମଧ୍ୟ ଦେଖିପାରିବେ େଓ୍ଵଟିଂ ଲିଷ୍ଟ :

https://www.sbi.co.in/documents/77530/400725/2002201515-WAITLIST-SBICLK2019-RESULT-15+columns.pdf/5379050f-01c1-9365-5bd3-aca568138fe3?t=1582192044510

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.