ହ୍ବାଟ୍ସଆପରେ ବିନା ନମ୍ବର ସେଭ୍ କରି ପଠାଇପାରିବେ ମେସେଜ୍ , ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ଏବେ ଲୋକଙ୍କୁ ପରସ୍ପର ସହ ସଯୋଂଗର ଏକ ସୁବିଧାଜନକ ମାଧ୍ୟମରେ ପରିଣତ ହୋଇଛି। ଏନେଇ ଏହାକୁ ଅଫିସିଆଲ ଏବଂ ବ୍ୟକ୍ତିଗତ ଚାର୍ଟ ପାଇଁ ଖୁବ ବ୍ୟବହାର କରାଯାଉଛି। କିନ୍ତୁ ଅନେକ ସମୟରେ, କିଛି ଲୋକଙ୍କୁ ସହ ଖାଲି ନାଁକୁ କଥା ହେବାର ଥିଲେ ମଧ୍ୟ ବାଧ୍ୟତାମୂଳକ ହ୍ବାଟ୍ସଆପରେ ମେସେଜ୍ ପାଇଁ ତାଙ୍କର ନମ୍ବର ସେଭ୍ କରିବାକୁ ପଡ଼ିଥାଏ। ଏଣୁ ଏବେ ଏନେଇ ଏକ ନୂତନ ପଦ୍ଧତି ଆରମ୍ଭ କରିଛି ହ୍ବାଟ୍ସଆପ୍। ଏଥିରେ ଏବେ ନମ୍ବର ସେଭ ନକରି ମଧ୍ୟ ଆପଣ ଅନ୍ୟଜଣଙ୍କୁ ହ୍ବାଟ୍ସଆପରେ ମେସେଜ୍ ପଠାଇ ପାରିବେ।

whatsapp

କଣ ରହିଛି ପ୍ରକ୍ରିୟା :

ପ୍ରଥମେ ହ୍ବାଟ୍ସଆପ ୱେବସାଇଟରେ ଆପଣଙ୍କୁ ସ୍ମାର୍ଟଫୋନ୍ ବା ସିଷ୍ଟମ୍ ଦ୍ବାରା ଏକ୍ସସେସ୍ କରିବାକୁ ପଡ଼ିବ। ଏଥିରେ ୱେବସାଇଟର ଲିଙ୍କରେ ଆପଣଙ୍କୁ ମେସେଜ୍ ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ କଣ୍ଟ୍ରି କୋଡ଼ ସହ ନମ୍ବର ପାକାଇ ସର୍ଚ୍ଚ କରିବାକୁ ପଡ଼ିବ।

ଦେଖନ୍ତୁ କୋର୍ଡ : https://api.whatsapp.com/send?phone=XXXXXXXXXXX

-ଏହାପରେ ଏକ ଚାର୍ଟ ଉନଡ଼ୋ ଖୋଲିବ। ଯେଉଁଥିରେ ଆପଣ ବିନା ନମ୍ବର ସେଭରେ ମେସେଜ୍ ପଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.